Malika Katha- ‘ମାଳିକା’ ବର୍ଣ୍ଣିତ ଭବିଷ୍ୟବାଣୀ, ବଦଳିଯିବ ‘ନାରୀ’ଙ୍କ ଚରିତ୍ର ? Baba Dibakar Das

ବନ୍ଧୁଗଣ ଆପଣ ମାନେ ସମସ୍ତେ ମାଳିକା ବିଷୟରେ ନିଶ୍ଚୟ ଜାଣିଥିବେ । ୬୦୦ ବର୍ଷ ତଳେ ହୋଇଥିବା ମାଳିକା କେତେ ସତ ତାହା ବିଷୟରେ ଆଜି ଆମେ ଜାଣିବା । ଅଚ୍ୟୁତା ନନ୍ଦ ମହାପୁରୁଷ ୬୦୦ ବର୍ଷ ତଳେ ଲେଖିଥିଲେ ନାରୀର ଚରିତ୍ର ବଦଳିଯିବ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ମାଳିକା ବଚନ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ୬୦୦ ବର୍ଷ ତଳେ ଅଚ୍ୟୁତା ନନ୍ଦ ମହାପୁରୁଷ କହିଥିଲେ, ଏମିତି ଏକ ସମୟ ଆସିବ ନାରୀ ମାନେ ନିଜ କେସ ଖୋଲି ବଜାରରେ ବୁଲିବେ । ନାରୀ ମାନେ ପୋଷାକ ପିନ୍ଧିବେ ନାଭି ଦେଖାଇ ଓ ଉତ୍ତର ଦେବେ ଗୁରୁଜନଙ୍କ ମୁହଁରେ । ସତ୍ୟ ଯୁଗରେ ଜଣେ ନାରୀ କେସ ଫିଟେଇ ଥିଲେ ୭ ଦିନ ଅନ୍ଧକାର ହୋଇଥିଲା । ତ୍ରେତୟା ଯୁଗରେ ମା ସୀତା କେସ ଖୋଲିଲେ ଯାହାଫଳରେ ଲଙ୍କା କାଣ୍ଡ ଘଟିଲା ।

ଦ୍ଵାପର ଯୁଗରେ ମା ଦ୍ୱୌପତି କେସ ଫିଟାଇଲେ ରକ୍ତର ନଦୀ ବହିଲା । ଆଉ କଳିଯୁଗରେ ନାରୀର ମୁକୁଳା କେସ ଏହି ଦେଶ ଦିନେ ହେବ ଧ୍ଵଂସ । ମହା ବିପଦ ଆସୁଛି ଆପଣ ଜାଣିଛନ୍ତି ଆଉ ଏ ହେଉଛି ତାର ବିଚିତ୍ର ଲକ୍ଷଣ । ମହା ପୁରୁଷ ଅଚ୍ୟୁତା ନନ୍ଦ ଯାହା ଲେଖିଥିଲେ ତାହା ଗୋଟେ ପରେ ଗୋଟେ ସତ୍ୟ ହେଉଛି । ଦ୍ଵାପର ଯୁଗରେ ଦ୍ରୌପତିଙ୍କ ବସ୍ତ୍ର ହରଣ ହେବାରୁ ମହାଭାରତ ହୋଇଥିଲା ହେଲେ ଆଜି ଯଦି ଗୋଟେ ନାରୀକୁ ଭଲ ବସ୍ତ୍ର ପିନ୍ଧିବାକୁ କହିବ ତା ହେଲେ ମହାଭାରତ ହେବ ।

ମାଳିକାରେ ଲେଖା ହୋଇଛି, କଳିଯୁଗରେ ସୁନ୍ଦର ଯୁବକ ଦେଖିଲେ ନାରୀ ସ୍ଵାମୀ ଛାଡି ଯିବେ ପଳାଇ । ଏ ଘଟଣା ଅନେକ ସ୍ଥାନରେ ଘଟୁଛି ଓ ଆହୁରି ମଧ୍ୟ ଘଟିବ ବନ୍ଧୁଗଣ । ହେଲେ ବନ୍ଧୁଗଣ ଏବେବି ଅନେକ ନାରୀ ଅଛନ୍ତି ଯେଉଁ ମାନଙ୍କୁ ଦେଖିଲେ ହାତ ଆପେ ଆପେ ଉଠିଯାଏ । କିନ୍ତୁ ଏମିତି ମଧ୍ୟ ନାରୀ ଅଛନ୍ତି ଯେଉଁ ମାନଙ୍କୁ ଦେଖିଲେ ଲାଗେ କଳିଯୁଗର ମାଳିକା ସତ ହେଲା ।

ଦିନେ ସମୟ ଥିଲା ଯଦି କେହି ଆମ ଝିଅକୁ କମେଣ୍ଟ କରୁଥିଲା ଆମ କଥା କୋର୍ଟରେ ପହଞ୍ଚୁ ଥିଲା । କିନ୍ତୁ ଏବେ ସମୟ ବଦଳି ଯାଇଛି ଏବେ ଝିଅ ମାନେ ଫେସବୁକରେ ଫଟୋ ଅପଲୋଡ କରି କମେଣ୍ଟ ଅପେକ୍ଷାରେ ବସୁଛି ।

ମହାପୁରୁଷ ଅଚ୍ୟୁତା କହିଛନ୍ତି, ଯଦି ସ୍ଵାମୀର ଅଇଁଠା ସ୍ତ୍ରୀ ଖାଇବ ତା ହେଲେ ସ୍ତ୍ରୀ ଶୋଭାଗ୍ୟବତୀ ହେବ । ହେଲେ ଏବେ ସମୟ ବଦଳି ଯାଇଛି ସ୍ତ୍ରୀ ଆଇସକ୍ରିମ ଆଣୁଛି ଦୁଇ ଥର ଚାଟିକି ସ୍ଵାମୀ ହାତରେ ବଢାଇ ଦେଉଛି । ତେବେ ମାଳିକା ଏବେ ସତ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *