Paradeep ରେ ଜାଲରେ ପଡିଲା ବିରଳ ଜନ୍ତୁ, ଯାହାକୁ ଦେଖି ଉଡିଗଲା ସ୍ଥାନୟୟ ଲୋକଙ୍କ ହୋସ, ଦେଖନ୍ତୁ ଏହି Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହ ସୋସିଆଲ ମିଡିଆ ମାଧ୍ୟମରେ ଲୋକ ମାନେ ନିଜ ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଏହି ଭିଡିଓରେ ଜାଲରେ ଫସିଯାଇଛି ଏକ ବିରଳ ଜନ୍ତୁ  । ଟିକେ ଜନ୍ତୁକୁ ଭଲ ଭାବରେ ଦେଖନ୍ତୁ । ସ୍ଥାନୀୟ ଲୋକେ ଏହି ଜନ୍ତୁକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ବନ ବିଭାଗ ମଧ୍ୟ ଏହି ଜନ୍ତୁକୁ ଦେଖି ବିଶ୍ଵାସ କରିପାରୁ ନାହିଁ । ଏହି ଜନ୍ତୁର ନାମ ହନିବ୍ୟାଜର ହେଲେ ଏହି ଜନ୍ତୁଟି କୁଆଡୁ ଆସିଲା । ପାରାଦୀପ ଅଞ୍ଚଳରେ ଦେଖିବାକୁ ମିଳିଛି ଦକ୍ଷିଣ ଆଫ୍ରିକୀୟ ଜୀବ ହନିବ୍ୟାଜର ।

ପାରାଦୀପ ଆୟୁସିଏଲ ରିଫାଇନେରି ନିକଟ ମାହାଳା ଗ୍ରାମରେ ଏହି ଜୀବଟି ଦେଖିବାକୁ ମିଳିଛି । ଏହି ଜୀବକୁ ସ୍ଥାନୀୟ ଲୋକେ ପ୍ରଥମ ଥର ଦେଖିବା କଥା କହିଛନ୍ତି । ପାନ ବରଜ ମୂଳ ଏହି ଜୀବ ଜନ୍ତୁ ତାଡି ପକାଉ ଥିବାରୁ ପାନ ଚାଷୀ ଘେରାଇ ଥିବା ଜାଲରେ ହନି ବ୍ୟାଜର ଫସିଯାଇଥିଲା । ଲୋକଙ୍କୁ କାମୁଡିବାକୁ ଗୋଡାଇ ଥିଲା । ଗ୍ରାମବାସୀ ମାନେ ତାକୁ ଫାଶରୁ ଖୋଲିବା ପରେ ସେ ଦଉଡି ପଳାଇ ଥିଲା ।


ବିରଳ ପ୍ରଜାତିର ଏହି ଜନ୍ତୁ ପାରାଦୀପ ଅଞ୍ଚଳରେ ଥିବା ବନ ବିଭାଗ ପାଖରେ କୌଣସି ସୂଚନା ନାହିଁ । ଏହା ସାଧାରଣରେ ଭୀଷ୍ମୟ ସୃଷ୍ଠୀ କରିଛି ତେବେ ଏହି ଖବରକୁ ଅବିଶ୍ଵାସ କରୁଥିବା ବନ ବିଭାଗ ଏହି ଘଟଣାର ଅନୁଧ୍ୟାନ କରିବା କଥା କହିଛି । ତା ହେଲେ ବନ୍ଧୁଗଣ ଏହି ବିରଳ ଜନ୍ତୁଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *