ଏହି କିଛି ଭୁଲ ଯୋଗୁ ଜନ୍ମ ହୋଇଥାନ୍ତି ଯାଆଁଳା ପିଲା ! ଯାଆଁଳା ପିଲା ଜନ୍ମ ହେବାର ଏହିସବୁ କାରଣ ଦାୟୀ ! Twins baby

ଅନେକ ସମୟରେ ଆମେ ଯାଁଳା ଛୁଆଙ୍କୁ ଦେଖିବାକୁ ପାଇଥାଉ । ଏହି ଯାଁଳା ପିଲା ଜନ୍ମ ହେବା ମଧ୍ୟ ବର୍ତ୍ତମାନ ସମୟରେ ଏକ ସ୍ଵାଭାବିକ କଥା ହୋଇଗଲାଣି । ହେଲେ ଯାଁଳା ପିଲା କିପରି ଜନ୍ମ ହୋଇଥାନ୍ତି ? ତାହାର କାରଣ ବିଷୟରେ ଏଠାରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ସମୟ ବିଳମ୍ବ ନକରି ସେହି ବିଷୟରେ ଆଲୋଚନା କରିବା । ତେବେ ଗର୍ଭବତୀ ମହିଳା ମାନେ ଗର୍ଭ ଧାରଣ ପୂର୍ବରୁ ବା ଗର୍ଭ ଧାରଣ ପରେ ଏଭଳି କେଉଁ ଭୁଲ କରିଥାନ୍ତି ? ଯାହା ଦ୍ଵାରା ସେମାନଙ୍କର ଯାଁଳା ସନ୍ତାନ ସୃଷ୍ଟି ହୋଇଥାଏ ।

1- ମହିଳା ମାନେ ଗର୍ଭ ଧାରଣ ପୂର୍ବରୁ କିମ୍ବା ଗର୍ଭ ଧାରଣ ପରେ ଯଦି ଯାଁଳା ଫଳ କି ପରିବା ଖାଇଦେଇଥାନ୍ତି । ତେବେ ସେମାନଙ୍କ ଗର୍ଭରୁ ଯାଁଳା ସନ୍ତାନ ଜନ୍ମ ହେବାର ସମ୍ଭାବନା ବହୁତ ଅଧିକ ରହିଥାଏ । ହେଲେ ବୈଜ୍ଞାନିକ ମାନଙ୍କର ରିସର୍ଚ ଦ୍ଵାରା ମହିଳାଙ୍କ ମାନଙ୍କ ଠାରୁ ଯାଁଳା ସନ୍ତାନ ଜନ୍ମ ଉପରେ କିଛି ମତ ରହିଛି ।

ଯେଉଁ ମହିଳା ମାନେ ଅଧିକ ସମୟରେ ଗର୍ଭନିରୋଧକ ବଟିକାର ସେବନ କରିଥାନ୍ତି । ବା କୌଣସି ମହିଳା ଯଦି ବାରମ୍ବାର ଗର୍ଭପାତ କରିଥାନ୍ତି । ତେବେ ସେହି ମହିଳାଙ୍କ ଗର୍ଭରୁ ଯାଁଳା ସନ୍ତାନ ଜନ୍ମ ନେବାର ସମ୍ଭାବନା ରହିଥାଏ । କାରଣ ଗର୍ଭ ନିରୋଧକ ବଟିକା ସେବନ କରିବା ଦ୍ଵାରା ତାଙ୍କ ଶରୀରରେ କିଛି ଏପରି ହରମୋନର ପରିମାଣ କମିଯାଇଥାଏ । ଯାହା ଫଳରେ ଶୂକ୍ରାଣୁର ଦିତୀୟ ଅଣ୍ଡକୋଷ ତିଆରି ହୋଇଥାଏ । ଯାହା 2 ଟି ସନ୍ତାନର ଉତ୍ପତ୍ତି ହୋଇଥାଏ ।

2- ବଂଶାନୁଗତ କାରଣ ଯୋଗୁ ମଧ୍ୟ ଯାଁଳା ସନ୍ତାନ ଜନ୍ମ ନେବାର ସମ୍ଭାବନା ରହିଥାଏ । ଯଦି ଗୋଟେ ବଂଶରେ ଆଗରୁ କାହାର ଯାଁଳା ପିଲା ହୋଇଥାଏ । ତେବେ ସେହି ପରିବାରରୁ ଅନ୍ୟ କୌଣସି ସଦସ୍ୟଙ୍କ ଯାଁଳା ସନ୍ତାନ ଜନ୍ମ ହେବାର ସମ୍ଭାବନା ରହିଥାଏ ।

3- ଅଧିକ ଆମିଷ ଖାଉଥିବା କି ଅଧିକ ମୋଟା ମହିଳାଙ୍କ ଗର୍ଭରୁ ଯାଁଳା ସନ୍ତାନ ଜନ୍ମ ନେବାର ସମ୍ଭାବନା ରହିଥାଏ । କାରଣ ସେପରି ମହିଳାଙ୍କ ହରମୋନରେ ଅନେକ କିଛି ପର୍ବର୍ତ୍ତନ ଦେଖାଯାଇଥାଏ ।

4- ଯେଉଁ ମହିଳା ପୂର୍ବରୁ 2 କିମ୍ବା 2 ରୁ ଅଧିକ ସନ୍ତାନ ଜନ୍ମ କରିସାରିଛନ୍ତି । ତେବେ ସେମାନଙ୍କ ଗର୍ଭରୁ ଯାଁଳା ସନ୍ତାନ ଜନ୍ମ ନେବାର ସଂଭାବ୍ୟତା ରହିଥାଏ । କାରଣ ସେମାନଙ୍କ ଠାରେ ଅଣ୍ଡକୋଷ ନିର୍ମିତ ହେବାର କ୍ଷମତା ବଢିଯାଇଥାଏ । ଏଥିସହ କୌଣସି ସ୍ଥାନର ଜଳବାୟୁ ଓ ବାତାବରଣର ପ୍ରଭାବରେ ମଧ୍ୟ ସେହି ସ୍ଥାନର ପିଲା ଅଧିକ ଯାଁଳା ହୋଇ ଜନ୍ମ ହେବାର ମଧ୍ୟ ଦେଖାଯାଇଥାଏ । ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *