ନାରୀ ମାନେ ବିବାହ ପରେ ଅଧିକ ମୋଟା ହୋଇଯିବାର କାରଣ କଣ ? ଜାଣନ୍ତୁ ଏହା ପଛର ଏକ ସିକ୍ରେଟ କଥା !

ବନ୍ଧୁଗଣ ଅଧିକ ପତଳା ବ୍ୟକ୍ତି ମୋଟା ହେବାକୁ ଚାହୁଁଥିବା ବେଳେ ଅପର ପକ୍ଷରେ ଅଧିକ ମୋଟା ବ୍ୟକ୍ତି ପତଳା ହେବାକୁ ଚାହିଁଥାଏ । ହେଲେ ମହିଳା ମାନଙ୍କର ମୋଟାପଣ ସେମାନଙ୍କ ପାଇଁ ଏକ ବହୁତ ବଡ ସମସ୍ଯା ହୋଇ ଛିଡା ହୋଇଥାଏ । ବିଶେଷ କରି ବାହାଘର ପରେ ମହିଳା ମାନେ ମୋଟା ହୋଇଯାଇଥାନ୍ତି ବୋଲି ଆମେ ଅନେକ ଥର ଶୁଣିବାକୁ ପାଇଥାଉ । ତେବେ ବାହାଘର ପରେ ମହିଳା ମାନେ ମୋଟା ହୋଇଯିବା ପଛରେ କଣ ସବୁ କାରଣ ରହିଛି ଚାଲନ୍ତୁ ଆଲୋଚନା କରିବା ।

1- ମହିଳା ମାନେ ବାହାଘର ପୂର୍ବରୁ ନିଜର ସୁନ୍ଦରତା ଓ ଶରୀର ଉପରେ ଅଧିକ ଧ୍ୟାନ ଦେଇଥାନ୍ତି । ଯେଉଁ କାରଣରୁ ସେମାନେ ପ୍ରତିଦିନ ଏକ୍ଷସରସାଇଜ ସହ ଯୋଗବ୍ୟାୟାମ ଆଦି କରିଥାନ୍ତି । ହେଲେ ବାହାଘର ପରେ ମହିଳା ମାନେ ଏତେ ବ୍ୟସ୍ତ ହୋଇଯାଇଥାନ୍ତି । ଯେ ସେମାନେ ନିଜର ଶରୀର ଉପରେ ବିଶେଷ ଧ୍ୟାନ ମଧ୍ୟ ଦେଇନଥାନ୍ତି ।

2- ବାହାଘର ପୂର୍ବରୁ ମହିଳା ମାନେ ନିଜର ଖେଳାବୁଲା ସହ ଶୋଇବା ମଧ୍ୟ ସଠିକ ସମୟରେ କରିଥାନ୍ତି । ହେଲେ ବାହାଘର ପରେ କାମ ବ୍ୟସ୍ତତା କାରଣରୁ ସେମାନେ ଠିକ ସମୟରେ ଶୋଇ ମଧ୍ୟ ପାରିନଥାନ୍ତି । ଯାହାକି ସେମାନଙ୍କର ମୋଟା ହେବାର ଏକ କାରଣ ପାଲଟି ଯାଇଥାଏ ।

3- ବାହାଘର ପରେ ମହିଳା ନିଜ ଶାଶୁଘର ଅନୁସାରେ ନିଜର ଖାଇବା ଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସବୁ ରୁଟିନ ବଦଳାଇ ଦେଇଥାନ୍ତି । ଯେଉଁ କାରଣରୁ ସେ ନିଜର ଶାରୀରିକ ଫିଟନେସ୍ ଉପରେ ଧାନ ରଖିବାକୁ ସମୟ ହିଁ ପାଇନଥାନ୍ତି । ଯାହା ଦ୍ଵାରା ବାହାଘର ପରେ ମହିଳା ମାନଙ୍କର ଓଜନ ଧୀରେ ବଢିବାକୁ ଲାଗିଥାଏ ।

4- ନୂଆ ନୂଆ ବିବାହ କରିବା ପରେ ମହିଳା ମାନେ ନିଜ ସ୍ଵାମୀଙ୍କ ସହ ପ୍ରାୟ ସମୟ ବାହାରେ ବୁଲାବୁଲି କରିବା ସହ ବାହାର ଖାଦ୍ୟ ମଧ୍ୟ ଖାଇଥାନ୍ତି । ଯାହା ଦ୍ଵାରା ସେମାନଙ୍କର ବହୁତ ଶୀଘ୍ର ଓଜନ ବଢିଯାଇଥାଏ । ତାହା ଫଳରେ ସେମାନେ ପୂର୍ବ ଅପେକ୍ଷା ଅଧିକ ମୋଟା ଦେଖାଯାଇଥାନ୍ତି ।

5- ବାହାଘର ପରେ ମହିଳା ମାନେ ନିଜ ସ୍ଵାମୀଙ୍କ ସହ ଶାରୀରିକ ସମ୍ବଦ୍ଧ ମଧ୍ୟ ବନାଇଥାନ୍ତି । ଯେଉଁ କାରଣରୁ ସେମାନଙ୍କ ଶରୀରରେ ଅନେକ ପ୍ରକାର ହରମୋନର ମଧ୍ୟ ପରିବର୍ତ୍ତନ ଦେଖାଯାଇଥାଏ । ଯାହାକି ବାହାଘର ପରେ ମହିଳା ମାନଙ୍କର ମୋଟା ହେବାର ମୁଖ୍ୟ କାରଣ ପାଲଟି ଯାଇଥାଏ । ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *