ବ୍ୟକ୍ତିର ଦୁର୍ଭାଗ୍ୟକୁ ସୌଭାଗ୍ୟରେ ବଦଳାଇ ଦିଏ ଏହି ଏକ ଫୁଲ ! ଏହି ଫୁଲର ଲାଭ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ବନ୍ଧୁଗଣ ଆପଣ ମାନେ ଅପରାଜିତା ଫୁଲକୁ କେଉଁଠି ନା କେଉଁଠି ନିହାତି ଭାବେ ଦେଖିଥିବେ । ଏହି ଅପରାଜିତା ଫୁଲର ଅନ୍ୟ ନାମ ହେଉଛି ନୀଳକଣ୍ଠ ଫୁଲ । ଏହି ଫୁଲ ଶିବ ଓ ଶକ୍ତିଙ୍କର ସ୍ୱରୂପ ହୋଇଥାଏ । ତେଣୁ ଏହି ଫୁଲର ଅନେକ କିଛି ବିଶେଷ ଚମତ୍କାରୀତା ମଧ୍ୟ ରହିଛି । ଯାହା ବ୍ୟକ୍ତିର ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିଦେବାର କ୍ଷମତା ଏହି ଅପରାଜିତା ଫୁଲ ପାଖରେ ରହିଛି । ତେବେ ଏହି ଅପରାଜିତା ଫୁଲର ବିଶେଷତା ସମ୍ପର୍କରେ ଏଠାରେ କହିବାକୁ ଯାଉଛୁ ।

1- ଯେଉଁ ଲୋକ ଧନକୁ ନେଇ ସବୁବେଳେ ଚିନ୍ତାରେ ରହୁଥାଏ । ଯେଉଁ ବ୍ୟକ୍ତିର ଆର୍ଥିକ କ୍ଷେତ୍ରରେ ଭଲ ରୋଜଗାର ନଥାଏ । ସେମାନେ ଏହି ଫୁଲ ଦ୍ଵାରା ନିଜର ଆର୍ଥିକ ଷ୍ଟିତକୁ ମଜଭୁତ କରିପାରିବେ । ଶନିବାର ଦିନ ରାତି ସମୟରେ ଅପରାଜିତା ଫୁଲକୁ ମାଳଟିଏ କରି ଘରର ମୁଖ୍ୟ ଦିଗରେ ଟାଙ୍ଗୀ ଦିଅନ୍ତୁ । ଏହା ଦ୍ଵାରା ଘରକୁ କୌଣସି ପ୍ରକାର ନେଗେଟିଭ ଏନର୍ଜି ପ୍ରବେଶ କରିପାରିନଥାଏ ।

2- ଯଦି ଅପରାଜିତା ମାଳ କରି ପ୍ରଭୁ ହନୁମାନଙ୍କ ଠାରେ ପୂଜା କରି ନିଜ ଘରର ମୁଖ୍ୟ ଦ୍ଵାରରେ ଟାଙ୍ଗୀ ଦିଅନ୍ତି । ତେବେ ଏହା ସବୁ ପ୍ରକାର ତନ୍ତ୍ର, ଗୁଣୀ, ଗାରେଡି ଭଳି ନଜର ଦୋଷରୁ ପରିବାରକୁ ସୁରକ୍ଷା କରିଥାଏ । 3- ଶନିବାର କି ସୋମବାର ଦିନ ରାତି ସମୟରେ ଏହି ଅପରାଜିତା ଫୁଲରୁ 5 ଟି ତୋଳି ଆଣି କୌଣସି ଏକ ନଦୀ ବ ଜଳସ୍ରୋତରେ ଭସାଇ ଦିଅନ୍ତୁ ।

 

ହେଲେ ଏହି କାର୍ଯ୍ୟ କରିବା ସମୟରେ ଅନ୍ୟ କାହାରୀକୁ ଜଣାନ୍ତୁ ନାହିଁ । ଏଥିସହ ନିଜର ଘରର ଇଷ୍ଟଦେବାଦେବୀଙ୍କୁ ସ୍ମରଣ କରିଥାନ୍ତି । ତେବେ ସେହି ବ୍ୟକ୍ତିର ଧନ ସହ ଜଡିତ ପ୍ରତ୍ଯେକଟି ସମସ୍ଯାର ସମାଧାନ ହୋଇଯାଇଥାଏ । ଏଥିସହ କରଜରୁ ମୁକ୍ତି ମଧ୍ୟ ମିଳିଯାଇଥାଏ । ରୋଜଗାର କରିବାର ନୂଆ ନୂଆ ପନ୍ଥା ମଧ୍ୟ ସେହି ବ୍ୟକ୍ତିକୁ ମିଳିଯାଇଥାଏ । ଏହି ଉପାୟକୁ ନିୟମିତ ଭାବେ 5 ଟି ସପ୍ତାହ ପର୍ଯ୍ୟନ୍ତ କରିବାକୁ ପଡିବ ।

4- ମନ ପସନ୍ଦର ଏକ ଚାକିରୀ ପାଇବାକୁ ଚାହୁଁଥିଲେ । ପ୍ରତିଦିନ ମା’ ଦୂର୍ଗା କି ମା’ ପାର୍ବତୀଙ୍କୁ 11 ଟି ଅପରାଜିତା ଫୁଲ ଅର୍ପଣ କରନ୍ତୁ । ତେବେ ଚାକିରୀ ସମ୍ବଦ୍ଧିତ ମନବାଞ୍ଛା ଆପଣଙ୍କର ନିଶ୍ଚୟ ପୂରଣ ହୋଇବ । ହେଲେ ଏହି ଉପାୟକୁ ନିୟମିତ ଭାବେ ଓ ନିଷ୍ଠା ସହକାରେ କରିବା ଦ୍ଵାରା ହିଁ ଫଳପ୍ରାପ୍ତି ହୋଇଥାଏ । ଏହି ଉପାୟକୁ ନବରାତ୍ରୀରେ କରିବା ଦ୍ଵାରା ବହୁତଶୁଭଫଳ ମିଳିଥାଏ ।

5- ପ୍ରତି ଶନିବାର ଦିନ ଅପରାଜିତା ଫୁଲକୁ ନେଇ ପ୍ରଭୁ ହନୁମାନଙ୍କୁ ଅର୍ପଣ କରିବା ଦ୍ଵାରା ବ୍ୟକ୍ତିର ମନବାଞ୍ଛା ପୂରଣ ହୋଇଥାଏ । ସେହି ପୂଜା ହୋଇଥିବା ଫୁଲରୁ ଗୋଟେ ଆଣି ନିଜ ଟଙ୍କା ରଖୁଥିବା ସ୍ଥାନରେ ରଖିଲେ, ଆର୍ଥିକ ଅବସ୍ଥା ଭଲ ରହିଥାଏ । ବନ୍ଧୁଗଣ ଆମର ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *