‘ବାବୁସାନଙ୍କ ପାଖରେ ଏମିତି କି ରସ ଅଛି ଯାହା ଆଉ କୋଉ ଟୋକା ପାଖରେ ନାହିଁ, ନାରୀ ଜାତି ପାଇଁ ତୁମେ ଗୋଟେ କଳଙ୍କ, ତୁମେ ଯାହା କରିଛ ନା…’ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବାବୁସାନ ଏବଂ ପ୍ରକୃତିଙ୍କ ମଧ୍ୟରେ ଗଢିଉଠିଥିବା ସମ୍ପର୍କକୁ ନେଇ ନିଜର ମୁହଁ ଖୋଲିଛନ୍ତି । ତେବେ ସେମାନେ କ’ଣ କହିଛନ୍ତି ଆସନ୍ତୁ ଜାଣିନେବା । ଜଣେ ମହିଳା କହିଛନ୍ତି ଯେ ପ୍ରକୃତିଙ୍କୁ ଏଭଳି ଛୋଟକାର୍ଯ୍ୟ କରିବାକୁ ଟିକିଏ ଘୃଣା ଲାଗିଲାନି ? ପ୍ରକୃତି ଯାହା କରିଛନ୍ତି କ’ଣ ତାହା ଠିକ କରିଛନ୍ତି ? ସଂପୂର୍ଣ୍ଣ ନାରୀଜାତି ନିମନ୍ତେ ପ୍ରକୃତି ଗୋଟିଏ କଳଙ୍କ ବୋଲି ସେ କହିଛନ୍ତି । ମାତ୍ର ଏମିତି କରିଲେ ଯେ କଳାକାରଙ୍କୁ ସଂପୂର୍ଣ୍ଣ ଭାବରେ ତଳକୁ ଖସାଇ ଦେଲେ ।

ବାବୁସାନ ଜଣେ ସୁପରଷ୍ଟାର ପ୍ରକୃତି ମଧ୍ୟ ଜଣେ ଷ୍ଟାର ଅଟନ୍ତି । ମାତ୍ର ଏଭଳି ଛୋଟ କାମ କରିବାକୁ ଉଭୟଙ୍କୁ ଟିକିଏ ଘୃଣା ଲାଗିଲା ନହିଁ ? ବାବୁସାନ ଙ୍କର ପିଲା ଅଛି, ସ୍ତ୍ରୀ ଅଛି କିଭଳି କରିଲେ ? ମାତ୍ର ତୃପ୍ତି ମାଡାମ ତ କେବଳ ମାରିଲେ କିନ୍ତୁ ମୁଁ ହୋଇଥିଲେ କ’ଣ ଯେ କରିଥାନ୍ତି ତାହା ଭାଷାରେ ମଧ୍ୟ କହିପାରୁନାହିଁ । ଏହିଭଳି କହିବା ସହିତ ମହିଳା ଜଣକ ଏହା ମଧ୍ୟ କହିଛନ୍ତି ଯେ ପ୍ରକୃତିଙ୍କୁ କ’ଣ ପୁଅ ମିଳିଲେନି ?

ସେ ଜଣେ ଅବିବାହିତ ଝିଅ ।  ମାତ୍ର ବାବୁସାନ ବିବାହ କରିଛନ୍ତି ତଥା ତାଙ୍କର ସଂସାର ଅଛି । ପ୍ରକୃତି କାହିଁ ତାଙ୍କ ସଂସାର ମଧ୍ୟକୁ ପଶୁଛନ୍ତି ? ଏବଂ ବାବୁସାନଙ୍କ ମା’ କ’ଣ ମିଛ କହୁଛନ୍ତି ? ଅପରାଜିତା ମାଡାମ ପରା ବାବୁସାନଙ୍କୁ ଜନ୍ମ କରିଛନ୍ତି । ମାତ୍ର ଜଣେ ଜନ୍ମ କରିଲା ମା’ ତାଙ୍କ ପୁଅ ନାମରେ କେବେ କ’ଣ ମିଛ କହିବ ?

ସେମାନେ ଶାଶୁ ଶଶୁର ହୋଇ କାହିଁକି ବୋହୁର ଷପୋର୍ଟ ନେଉଛନ୍ତି, କିନ୍ତୁ ପୁଅର ଷପୋର୍ଟ ନେଇ ପାରୁନାହାଁନ୍ତି ? କାରଣ ବୋହୂ ଭଲ ପୁଅ ହିଁ ଖରାପ । ଅପରାଜିତା କହିଥିଲେ ମି-ଡି-ଆ ସମ୍ମୁଖରେ ଯେ ପ୍ରକୃତି ବ୍ଲାକମେଲ କରୁଛନ୍ତି । ମାତ୍ର ଏଭଳି କି ରସ ଅଛି ବାବୁସାନଙ୍କ ପାଖରେ ଯାହାକି ଅଲଗା ପୁଅଙ୍କ ପାଖରେ ନାହିଁ । ତେବେ ଆପଣ ବାଡୁଅ ଝିଅ ଆପଣଙ୍କୁ ବାଡୁଅ ପୁଅ ମିଳୁନାହାଁନ୍ତି ?

ବିବାହ କରିଥିବା ପୁଅ ଏତେ ସୁନ୍ଦର ଲାଗୁଛନ୍ତି ? ମହିଳା ଜଣଙ୍କ ହାତଯୋଡି ଅଭିନେତ୍ରୀ ପ୍ରକୃତିଙ୍କୁ କହିଛନ୍ତି ଯେ ନାରୀଜାତି ପାଇଁ ଆଉ କଳଙ୍କ ହୁଅନ୍ତୁ ନାହିଁ ତଥା ସେହି ବାଟରୁ ଓହରି ଆସନ୍ତୁ । ଆଇନ କାନୁନ ନାରୀଜାତି କୁ ଯେତିକି ଲେବଲରେ ରଖିଛନ୍ତି ଆପଣ ସେତିକି ଲେବଲରେ ରହିବାକୁ ଚେଷ୍ଟା କରନ୍ତୁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *