‘ସେ ଏତେ ବେହିଆଣି ..ଯଦି ଚାରି ଚାରି ଜଣଙ୍କୁ ପୋଷି ପାରିବୁ ..ଛୋଟ ଛୋଟ ଡ୍ରେସ ପିନ୍ଧି ହଲେଇ ହେଉଛୁ କାହିଁକି, ତାକୁ ଲାଜ ଲାଗିବା କଥା କି ସେ…’ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ପ୍ରକୃତି ମିଶ୍ର ମିଡିଆ ସମ୍ମୁଖରେ କହିଥିଲେ ଯେ ମୋର ଟଙ୍କାର ଅଭାବ ନାହିଁ ଏବଂ ଆଜି ଯେତେ ଇନକମ କରୁଛି ସେଥିରେ ମୁଁ ଚାରି ଚାରି ଜଣଙ୍କୁ ପୋଷୀ ପାରିବି । ତେବେ ଏହାକୁ ନେଇ ବର୍ତ୍ତମାନ ସାଧାରଣ ଜନତା ଭଡକି ଉଠିଛନ୍ତି ଏବଂ କହିଛନ୍ତି ଯେ ସୋ-ସି-ଆ-ଲ ମି-ଡି-ଆରେ ଯେଉଁଭଳି ଭାବରେ ଭାଇରାଲ ହୋଇଛି ବାବୁସାନ ଏବଂ ପ୍ରକୃତିମିଶ୍ରଙ୍କ କଥା । ଆମ୍ଭେମାନେ ତାଙ୍କର ଭଲ ଫ୍ୟାନ୍ସ ଅଟୁ । ମାତ୍ର ଏହିସବୁ ଘଟଣା ଦେଖିବା ପରେ ଆମ୍ଭକୁ ମଧ୍ୟ ଖରାପ ଲାଗୁଛି ।

ଯଦି ଏହିଭଳି ଫ୍ୟାମିଲି ପ୍ରୋବ୍ଲେମ ହେଲା ତେବେ ବିଚ ରାସ୍ତାରେ ଏହିଭଳି ଭାବରେ ମାଡଗୋଳ ଲାଗିବା ବହୁତ କଷ୍ଟ ଲାଗୁଛି । ମାତ୍ର ଏତେ ସବୁ ଘଟଣା ଘଟିସାରିବା ପରେ ପ୍ରକୃତି ମିଶ୍ର ଏତେ ବେହିଆଣୀ, ତାଙ୍କୁ ସରମ ଲାଜ କିଛି ନାହିଁ । ମାତ୍ର ସେ ନିଜେ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ କରୁଛନ୍ତି ଯେ ମୁଁ ଏମିତି ସେମିତି ଏବଂମୁଁ ଚାରି ଚାରି ଜଣଙ୍କୁ ପୋଷୀ ପାରିବି ।

ମାତ୍ର ଯଦି ଚାରି ଚାରି ଜଣଙ୍କୁ ପୋଷୀ ପାରିବ ତେବେ କାହିଁକି ଛୋଟ ଛୋଟ ଡ୍ରେସ ପିନ୍ଧି ହଲେଇ ହେଉଥିଲୁ ବୋଲି ପ୍ରଶ୍ନ କରିଛନ୍ତି ଫ୍ୟାନ୍ସ । ଯଦି ପୋଷୀ ପାରିବ ତେବେ ଏଭଳି କରିବା କ’ଣ ଦରକାର ଥିଲା ? ଜଣଙ୍କର ଫ୍ୟାମିଲି ଅଛି ଛୁଆପିଲା ଅଛନ୍ତି ତେବେ ତାଙ୍କର ସଂସାର ଭାଙ୍ଗିବା କେତେଦୂରେ ଠିକ ? ମାତ୍ର ଆମ୍ଭେ ମଧ୍ୟ ବିବାହିତ ନାରୀ ଆମ୍ଭେ ମଧ୍ୟ ଛୋଟ ଛୋଟ ଡ୍ରେସ ପିନ୍ଧି ଯାତ୍ରା ରେ ନାଚୁଛୁ କିନ୍ତୁ ନିଜ ଇଜ୍ଜତକୁ ବଦନାମ କରୁନୁ ।

ଫ୍ୟାନ୍ସଙ୍କର କହିବା କଥା ଯେ ଯଦି ତାଙ୍କର ଫ୍ୟାମିଲି ଅଛି ତମେ ଥିଲ, ମାତ୍ର ଏତେ ସବୁ ହେବା ପରେ ବାବୁସାନଙ୍କ ବାପା ମା’ ତାଙ୍କୁ ବୁଝାଇବା ପରେ, ତଥା ପ୍ରକୃତିଙ୍କ ବାପା ମା’ ତାଙ୍କୁ ବୁଝାଇବା ପରେ ସେ କ’ଣ ପାଇଁ ଶୁଣୁନାହାଁନ୍ତି ? କ’ଣ ପାଇଁ ଯାଉନାହାଁନ୍ତି ତଥା ପରସଂସାର ଭାଙ୍ଗିବାରେ ବ୍ୟସ୍ତ ? ଏହା ଆଦୌ ଠିକ ନୁହେଁ । ଏଣୁ ହାତଯୋଡି ଫ୍ୟାନ୍ସମାନେ କହିଛନ୍ତି ଯେ ଦୟାକରି ଯାହା ମଧ୍ୟ କରୁଛନ୍ତି, ଆଉ ଦୟାକରି କିଛି ସେଭଳି କରନ୍ତୁ ନାହିଁ କି ପର ସଂସାର ଭାଙ୍ଗନ୍ତୁ ନାହିଁ ।

କି କେବେ ଚାହାଁନ୍ତୁ ନାହିଁ ଯେ ସ୍ଵାମୀ ସ୍ତ୍ରୀ ଦୂରେଇ ଯାଆନ୍ତୁ ଏବଂ ତାଙ୍କ ସ୍ତ୍ରୀ ପିଲା ଅନାଥ ହୋଇଯାଆନ୍ତୁ । ମନ୍ମଥ ମିଶ୍ର ଙ୍କୁ ଏହାପରେ ମଧ୍ୟ ଲାଜ ନାହିଁ ସେ ନିଜ ଝିଅକୁ ତାଗିତ ନ କରି ଯାଉଛନ୍ତି ଓଲଟା ଥାନାରେ ଅଭିଯୋଗ କରିବାକୁ । ଏହିଭଳି ଭାବରେ ଅସନ୍ତୋଷ ପ୍ରକାଶ କରି ନିଜର ମନ୍ତବ୍ୟ ରଖିଛନ୍ତି ଜଣେ ଫ୍ୟାନ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *