ନାର୍କୋ ଟେଷ୍ଟରେ କଣ କହିଲା Gopal Das ? ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନାର୍କୋ ଟେଷ୍ଟରେ କଣ କହିଲା ଗୋପାଳ । ତେବେ ଗୁଜୁରାଟ ଗାନ୍ଧୀନଗରର DFSS ଠାରେ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସ ହ-ତ୍ୟା ମାମଲାରେ ଜଡିତ ଥିବା ଗୋପାଳ ଦାସର ନାର୍କୋ ଟେଷ୍ଟ କରଯାଇଥିଲା । ତେବେ ସେଠାରେ ମନ୍ତ୍ରୀ ନବ ଦାସଙ୍କର ହ-ତ୍ୟା ସମ୍ପର୍କିତ ଅଧିକ କିଛି ତଥ୍ୟ ଜାଣିବା ପାଇଁ  ପ୍ରୟାସ କରାଯାଇଥିଲା । ତେବେ ବିମାନ ଯୋଗେ ଗୋପାଳ ଦାସଙ୍କ ସମେତ ଅନ୍ୟନ୍ୟ ତସନ୍ତକାରୀ ଟିମ ମେମ୍ବର ମଧ୍ୟ ଗୁଜୁରାଟକୁ ଯାଇଥିଲେ ।

ତେବେ ଗୁଜୁରାଟର DFSS ଠାରେ ଗୋପାଳ ଦାସକୁ ଟ୍ରୁଥ ସିରମ ଦିଆ ଯାଇଥିଲା । ତେବେ ସେଠାରେ ଟ୍ରୁଥ ସିରମ ଗୋପାଳକୁ ଦିଆଗଲା ପରେ ଗୋପାଳ ଅର୍ଦ୍ଧଚେତାଶୂନ୍ୟ ଅବସ୍ଥାକୁ ଚାଲିଆସିଥିଲା । ତେବେ ବିଶେଷଜ୍ଞଙ୍କ ମତ ଅନୁଯାଇ ବ୍ୟକ୍ତିର ନାର୍କୋ ଟେଷ୍ଟ କରାଯିବା ସମୟରେ ଟ୍ରୁଥ ସିରମ ଦିଆଯାଇଥାଏ । ତେବେ ଏହି ସିରମ ଦିଆ ହୋଇଯିବା ପରେ ବ୍ୟକ୍ତିକୁ ଯାହା କିଛି ପ୍ରଶ୍ନ ପଚରା ଯାଇଥାଏ । ସେହି ସବୁ ପ୍ରଶ୍ନର ଉତ୍ତର ବ୍ୟକ୍ତି ସତ ସତ ପ୍ରାୟତଃ କହିଥାଏ ।

କାରଣ ବ୍ୟକ୍ତିକୁ ଟ୍ରୁଥ ସିରମ ହୋଇସାରିବା ପରେ ସେ ନିଜ ମନରୁ କୌଣସି କଥା ଫାନ୍ଦି କହିବାର ସକ୍ଷମତା ବ୍ୟକ୍ତି ପାଖରେ ନଥାଏ । ତେବେ ଗୋପାଳ ଦାସକୁ ଯେତେବେଳେ ଟ୍ରୁଥ ସିରମ ଦିଆଯାଇ ନାର୍କୋ ଟେଷ୍ଟ ଆରମ୍ଭ କରଯାଇଥିଲା । ସେତେବେଳେ ଗୋପାଳକୁ ପ୍ରଥମେ ପ୍ରଥମେ କିଛି ସରଳ ପ୍ରଶ୍ନ ପଚରା ଯାଇଥିଲା । ତାପରେ ଗୋପାଳକୁ ସରଳ ପ୍ରଶ୍ନରୁ କିଛି ଜଟିଳ ପ୍ରଶ୍ନ ମଧ୍ୟ ପଚରା ଯାଇଥିଲା । ତେବେ ଗୋପାଳକୁ ପଚାରଯାଇଥିବା ସରଳ ପ୍ରଶ୍ନ ଗୁଡିକ ହେଉଛି ।

ତମେ ଗୁଜୁରାଟ କାହିଁକି ଆସିଛ ? ମଧ୍ୟାନ ଭୋଜନରେ କଣ ଖାଇଥିଲ ? ଗୁଜୁରାଟ ଆସିବା ପୂର୍ବରୁ ବିମାନ ବନ୍ଦରରେ କାହିଁକି ହସୁଥିଲ ଏପରି କିଛି ସରଳ ପ୍ରଶ୍ନ ଗୋପାଳକୁ ପଚରା ଯାଇଥିଲା । ତେବେ ଏହାପରେ ମନ୍ତ୍ରୀ ନବ ଦାସ ହ-ତ୍ୟା ସମ୍ପର୍କିତ ଜଟିଳ ପ୍ରଶ୍ନର ଶିକାର ମଧ୍ୟ ଗୋପାଳ ହୋଇଥିଲା । ତେବେ ନବ ଦାସଙ୍କୁ କଣ ପାଇଁ ଗୋପାଳ ତମେ ମାରିବାକୁ ଉଦ୍ୟମ କରିଲ ?

ତୁମର ନିଜର କିଛି ବ୍ୟକ୍ତିଗତ ଶତ୍ରୁତା ନା କିଏ ତୁମକୁ ସୁପାରି ଦେଇ ନବ ଦାସଙ୍କୁ ମାରିବା ପାଇଁ ପ୍ରବର୍ତ୍ତାଇଥିଲେ । ତେବେ ତୁମେ ନବ ଦାସକୁ ମାରିବା ପାଇଁ କେବେ ଠାରୁ ଯୋଜନା କରି ଆସୁଥିଲ । ତେବେ ତୁମେ ନବ ଦାସକୁ ମାରିବା ପାଇଁ ବନ୍ଧୁକର ସାହାଜ୍ଯ ନେବ ବୋଲି କାହିଁକି ଭାବିଥିଲ । ତେବେ ଏହିପରି କିଛି ପ୍ରଶ୍ନ ତଦନ୍ତକାରୀ ସଦସ୍ୟ ଗୋପାଳ ଦାସକୁ ନାର୍କୋ ଟେଷ୍ଟର ଜେରା ବେଳେ ପଚରାଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *