ବାହା ହେଲେ ଲୋକପ୍ରିୟ ହିରୋଇନ Niharika Das, ଦେଖନ୍ତୁ ବିବାହ ଭିଡିଓ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଆ ସିନେ ଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ ନିହାରିକା ଦାସ ନିକଟ ଅତୀତରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ନିହାରିକାଙ୍କ ବିବାହରେ ସାମିଲ ହେବା ପାଇଁ ନିହାରିକାଙ୍କ ଘର ପରିବାର, ତଥା ବନ୍ଧୁ ବର୍ଗ ଯୋଡି ହୋଇଥିଲେ । ତେବେ କେବଳ ନିହାରିକାଙ୍କ ଘର ପରିବାର ନୁହେଁ ବଂର ଓଡିଆ ସିନେ ଜଗତର ଅନେକ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ନିହାରିକାଙ୍କ ବାହାଘରରେ ସାମିଲ ହୋଇଥିଲେ ।

ତେବେ ନିହାରିକାଙ୍କ ବାହାଘରରେ ସାମିଲ ହେବା ସହ ନିହାରିକାଙ୍କୁ ବିଭାଘରର ବହୁତ ବହୁତ ଶୁଭେଛା ଓ ଶୁଭକାମନା ମଧ୍ୟ ଜଣାଇଛନ୍ତି । ତେବେ ନିହାରିକା ତାଙ୍କ ଅଭିନୟ କ୍ଯାରିଅରରେ ଫିଲ୍ମ, ସିରିଏଲ ତଥା ଆଲବମ ମଧ୍ୟ କରିଛନ୍ତି । ଯେଉଁଥିରେ କି ତାଙ୍କୁ ଓଡିଶାବାସୀଙ୍କ ବହୁତ ଲୋକପ୍ରିୟତା ମିଳିପାରିଛି । ତେବେ ଅଭିନେତ୍ରୀ ନିହାରିକା ଜଣେ କେବଳ ଅଭିନେତ୍ରୀ ନୁହନ୍ତି । ସେ ମଧ୍ୟ ଜଣେ ବହୁତ ଭଲ ଡାଏଟିସ୍ସିଆନ ଅଟନ୍ତି । ତେବେ ନିହାରିକାଙ୍କର ମଧ୍ୟ ୟୁଟ୍ଯୂବରେ ଡାଏଟ ଚାନେଲ ମଧ୍ୟ ରହିଅଛି ।

ଯେଉଁଥିରେ ନିହାରିକା ସମାଜକୁ ଏକ ହେଲଦି ଓ ଫିଟ୍ ରହିବାର ବାର୍ତ୍ତା ଦେଇଥାନ୍ତି । ତେବେ ଅଭିନେତ୍ରୀ ନିହାରିକାଙ୍କର ବାହାଘର ଆୟୋଜନ ବହୁତ ଆଡମ୍ବରରେ କରଯାଇଥିଲା । ତେବେ ନିହାରିକାଙ୍କ ବାହାଘରର ରିଷେପ୍ସନରେ  ସାମିଲ ହେବା ପାଇଁ ଓଡିଆର ଅନେକ କଳାକାର ଯେପରି ଏଲିନା, ଝିଲିକ,ବୁଲୁ, ସମରେଶ  ଆଦି ଅନେକ କଳାକାର ବାହାଘରରେ ସାମିଲ ହୋଇଥିଲେ । ତେବେ ବାହାଘରର ସଂପୂର୍ଣ୍ଣ ବିଧି ବିଧାନ ଅନୁଯାଇ ବାହାଘରକୁ ଆୟୋଜିତ କରଯାଇଥିଲା ।

ତେବେ ବାହାଘର ଦିନ ନିହାରିକାଙ୍କୁ ଏକ ନାଲି ରଙ୍ଗର ଲେହେଙ୍ଗାରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ଅଭିନେତ୍ରୀ ନିହାରିକା ବହୁତ ହିଁ ସୁନ୍ଦର ଦେଖା ଯାଉଥିଲେ । ତେବେ ନିହାରିକାଙ୍କ ନାଲି ରଙ୍ଗର ଆଉଟ ଫିଟ୍ ସହ ତାଙ୍କ ସୁନ୍ଦର ସ୍ମାଇଲ ବାହାଘରରେ ପୁରା ଚାରଚାନ୍ଦ ଲଗାଇ ଦେଉଥିଲା । ତେବେ ବାହାଘର ଦିନ ନିହାରିକା ତାଙ୍କ ସ୍ଵାମୀଙ୍କ ସହ ବାହା ହେଉଥିବା ସମୟର ଫୋଟ ଗୁଡିକ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ତେବେ ଅଭିନେତ୍ରୀ ନିହାରିକା ଓ ତାଙ୍କ ସ୍ଵାମୀଙ୍କ ଯୋଡିକୁ ବହୁତ ଲୋକ ପସନ୍ଦ କରିଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, ଶେୟାର ନିହାତି ଭାବରେ କରି ଦିଅନ୍ତୁ । ଏହା ସହିତ ନିହାରିକାଙ୍କ ବାହାଘରର ଲୁକ୍ ଆପଣ ମାନଙ୍କୁ କେମିତି ଲାଗିଲା କମେଣ୍ଟ କରିକି ନିହାତି ଭାବରେ ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *