ଲିଭର ଟ୍ରାନ୍ସପ୍ଳାଣ୍ଟ ପରେ କେତେ ଦିନ ବଞ୍ଚେ ମଣିଷ ? କେତେ ଦିନ କାମ କରିଥାଏ ଲିଭର, 25% ଲୋକଙ୍କର ତ 5 ବର୍ଷ ଭିତରେ ….

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଲିଭର ଟ୍ରାନ୍ସପ୍ଳାଣ୍ଟ ପରେ କେତେ ଦିନ କାମ କରିବ ଲିଭର ? ତେବେ ଅଭିନେତା ପିନ୍ଟୁ ନନ୍ଦଙ୍କ ଲିଭର ଜନିତ ସମସ୍ଯା ସୃଷ୍ଟି ହୋଇ ତାଙ୍କୁ ଲିଭର ଶିରୋସିସ ହୋଇଛି ବୋଲି ସବୁଆଡେ ଚର୍ଚା ଉଠୁଛି । ତେବେ ଖାଲି ଅଭିନେତା ପିନ୍ଟୁ ନନ୍ଦ କାହିଁକି ସମସ୍ତ ସାଧାରଣ ଜନତା ମଧ୍ୟ ଏହା ଜାଣି ରଖିବା ଉଚିତ କି । ଲିଭର ଶରୀରର ଏକ ପ୍ରମୁଖ ଅଙ୍ଗ ହୋଇଥାଏ । ତେବେ ବେଳ ଥାଉ ଥାଉ ହିଁ ଲିଭରର ଯତ୍ନ ନେଇ ତାକୁ ସୁରକ୍ଷିତ କରି ରଖିବା ଆବଶ୍ୟକ ହୋଇଥାଏ ।

ଯେଉଁ ବ୍ୟକ୍ତି ମାନେ ଲିଭର ଡାମେଜର ପ୍ରଥମ ପ୍ରଥମ ଲକ୍ଷଣ ଗୁଡିକ ଜାଣି ପାରିନଥାନ୍ତି । ସେମାନଙ୍କ ଲିଭର ଧୀରେ ଧୀରେ କରି ସଂପୂର୍ଣ୍ଣ ଡାମେଜ ହୋଇଥାଏ । ତେବେ ଲିଭର ଡାମେଜ ହୋଜିଯିବା ପରେ ସେହି ବ୍ୟକ୍ତିର ଜୀବନ ପ୍ରତି ବହୁତ ବିପଦ ମାଡି ଆସିଥାଏ । ତେବେ ସେହି ସମୟରେ ଡାକ୍ତରଙ୍କ ପରାମର୍ଶରେ ଲିଭର ଡାମେଜ ବ୍ୟକ୍ତି ମାନଙ୍କର ଲିଭର ଟ୍ରାନ୍ସପ୍ଳାଣ୍ଟ କରିବାର ଆବଶ୍ୟକତା ପଡିଥାଏ ।

ତେବେ ଲିଭର ଟ୍ରାନ୍ସପ୍ଳାଣ୍ଟ କରିବା ଜଟିଳ ଓ ବ୍ୟୟ ବହୁଳ ମଧ୍ୟ ହୋଇଥାଏ । ତେବେ ଲିଭର ଟ୍ରାନ୍ସପ୍ଳାଣ୍ଟ ପାଇଁ ଲିଭର ଡୋନର ମିଳିବା ମଧ୍ୟ ବହୁତ କଷ୍ଟସାଧ୍ୟ ହୋଇଥାଏ । ତେବେ ଯେଉଁ ବ୍ୟକ୍ତିର ଚାହିଁବ ସେହି ବ୍ୟକ୍ତିର ଲିଭରକୁ ତ ଟ୍ରାନ୍ସପ୍ଳାଣ୍ଟ କରିବା ପାଇଁ ବ୍ୟବହାର କରାଯାଇପାରିବ ନାହିଁ । ତେବେ ଲିଭର ମ୍ଯାଚ ହେଲେ ଯାଇ ଲିଭର ଜଣଙ୍କୁ ଅନ୍ୟ ଜଣେ ଡୋନେଟ କରିପାରିବ । ତେବେ ଲିଭର ଟ୍ରାନ୍ସପ୍ଳାଣ୍ଟ କରିବା ପରେ ବ୍ୟକ୍ତିର ଜୀବନ ପ୍ରତି ଥିବା ବିପଦ ତ କଟିଯାଇଥାଏ ।

ହେଲେ ଯଦି ବ୍ୟକ୍ତି ଠିକ ଭାବରେ ନିଜ ଲିଭରର ଯତ୍ନ ନେଇନଥାଏ । ତେବେ ଲିଭର ଟ୍ରାନ୍ସପ୍ଳାଣ୍ଟ ପରେ ମଧ୍ୟ ୨୫ ପ୍ରତିଶତ ଲୋକଙ୍କର ଲିଭର ପୁଣି ଥରେ ୫ ବର୍ଷ ମଧ୍ୟରେ ଖରାପ ହୋଇ ଜୀବନ ପ୍ରତି ବିପଦ ଚାଲି ଆସିଥାଏ । ତେବେ ଲିଭର ଟ୍ରାନ୍ସପ୍ଳାଣ୍ଟ ହୋଇଥିବା ବ୍ୟକ୍ତି ଯଦି ନିଜର ପୁରୁଣା ଅଭ୍ଯାସ ତଥା ମଦ୍ୟପାନ ଭଳି ଖରାପ ଅଭ୍ଯାସ ଛାଡି ପାରିନଥାଏ।

ସେହି ବ୍ୟକ୍ତିଙ୍କର ଲିଭର ଟ୍ରାନ୍ସପ୍ଳାଣ୍ଟ ପରେ ମଧ୍ୟ ଜୀବନ ପ୍ରତି ବିପଦ ଆଶଙ୍କା ଅଧିକ ପରିମାଣରେ ରହିଥାଏ । ତେବେ ଲିଭର ଟ୍ରାନ୍ସପ୍ଳାଣ୍ଟ ପରେ ଡାକ୍ତରଙ୍କର ତତ୍ଵାବଧାନରେ ହିଁ ବ୍ୟକ୍ତି ରହିଲେ । ତା’ ର ଲିଭର ସୁସ୍ଥ ରହିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *