କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଭୟଙ୍କର ବୟାନ ! କହିଲେ ‘ନବ ବାବୁଙ୍କ ପାଖକୁ ଗୋପାଳର ଝିଆରୀ ଯାଉଥିଲା, ସେହି ସମୟରେ କିଛି ଅଘଟଣ ପାଇଁ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନବ ଦାସ ହତୟଆ ମାମଲାରେ ଗୋପାଳ ଝିଆରୀର ଆସିଲା ଟ୍ଵିଷ୍ଟ ! ତେବେ ନବ ଦାସ ହତୟଆ ମାମଲାରୁ ଭଲ ଭାବରେ ପରଦା ନଉଠୁଣୁ ଗୋଟିଏ ପରେ ଗୋଟିଏ ତଥ୍ୟର ଉନ୍ମୋଚନ ହେବାରେ ଲାଗିଛି । ଯାହାକୁ ନେଇ ସବୁଆଡେ ଚର୍ଚା ହେବାରେ ଲାଗିଛି । ତେବେ ନବ ଦାସଙ୍କ ହତୟଆ ଘଟଣାକୁ ନେଇ ଏପରି କିଛି ମୁହଁ ଖୋଲି କହିଲେ ବିରୋଧୀ ଦଳର ବିଧାୟକ ନରସିଂହ ମିଶ୍ର ।

ତେବେ ନବ ଦାସ ଘରକୁ କିଛି ମାସେ ପୂର୍ବରୁ ଗୋପାଳର ଝିଆରୀ ପ୍ରାୟତଃ ଯିବା ଆସିବା କରୁଥିଲା । ତେବେ ଗୋପାଳର ଝିଆରୀର ଚାକିରି ହେବ ପାଇଁ ଗୋପାଳ ମଧ୍ୟ କୁଆଡେ ତା’  ଝିଆରୀ ସହିତ ନବ ଦାସଙ୍କ ଘରକୁ ଯିବା ଆସିବା କଥା ନରସିଂହ ମିଶ୍ର ଉଠାଇଛନ୍ତି । ତେବେ ବିଧାୟକ ନରସିଂହ ମିଶ୍ରଙ୍କ କହିବ ଅନୁଯାଇ ନବ ଦାସଙ୍କ ବିଷୟରେ ଏପରି କିଛି ଗୁମର କଥା ମଧ୍ୟ ଆଗରୁ ଶୁଣିବାକୁ ମିଳିଛି ।

ଯାହା ନବ ଦାସଙ୍କ ମୃ-ତ୍ୟୁ ପରେ ପଛର ସବୁ ଗୁମର ଖୋଲି ଗଣ ମାଧ୍ୟମ ନିକଟରେ ଜଣାଇବା ଠିକ ହେବ ନାହିଁ ବୋଲି କହିଛନ୍ତି । ତେବେ ତାହାରି ମଧ୍ୟରେ ଯଦି ପ୍ରାୟ ସମୟରେ ଗୋପାଳର ଝିଆରୀ ନିଜର ଚାକିରି ଶୀଘ୍ର ହୋଇଯିବା ଉଦ୍ଧେଶ୍ୟରେ ମନ୍ତ୍ରୀ ନବ ଦାସ ଘରକୁ ଯିବା ଆସିବା କରୁଥିବ । ତେବେ ଏହାରି ସୁଯୋଗରେ ଗୋପାଳର ଝିଆରୀ ସହିତ କିଛି ଅଘଟଣ ଘଟିନଥିବ ବୋଲି କିଏ କହିପାରିବ ।

ତେବେ ନିଜର ଏପରି କିଛି ମନ୍ତବ୍ୟ ବିଧାୟକ ନରସିଂହ ମିଶ୍ର ନବ ଦାସଙ୍କ ଉପରେ ରଖିଛନ୍ତି । ତେବେ ହୁଏତ ସେପରି କିଛି ମନ୍ତ୍ରୀ ନବ ଦାସ ଉପରେ ରାଗ ରଖି ଗୋପାଳର ପରିବାର ଷ-ଅଡ-ଯ-ଅନ୍ତ୍ର କରିଥିବ । ତେବେ ଏହାରି ମଧ୍ୟରେ ରାଗ ରଖି ଗୋପାଳ ନବ ଦାସଙ୍କୁ ମାରିବା ପାଇଁ ଏକ ସୁଚିନ୍ତିତ ଯୋଜନା କରି ରଖିଥିବ । ତେବେ ସୁଯୋଗ ପାଇଲା ମାତ୍ରେ ନବ ଦାସଙ୍କୁ guli mada ଗୋପାଳ କରିଦେଇଥିବ ।

ତେବେ ଗୋପାଳ ଝିଆରୀକୁ ଯଦି ପଚରା ଉଚରା କରି ତାକୁ ମନ୍ତ୍ରୀ ନବ ଦାସ ହତୟଆ ତଦନ୍ତର ପରିସର ଭୁକ୍ତ କରାଯିବ । ତେବେ ସଠିକ ତଥ୍ୟ ସେଥିରୁ କିଛି ମିଳିପାରି ମନ୍ତ୍ରୀ  ନବ ଦାସ ମୃ-ତ୍ୟୁ ଉପରୁ ପରଦା ଉଠିପାରେ ବୋଲି ବିଧାୟକ ନରସିଂହ ମିଶ୍ର କହିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *