ଦିନେ ଯୂଟ୍ଯୂବରୁ ହୋଇଥିଲେ ଧନୀ, ଏବେ ମୁମ୍ବାଇ ରେ ସ୍ଵପ୍ନର ଘର ଛାଡି ଗାଁରେ ଏମିତି ବିଜୀବନ ତାଉଛନ୍ତି ‘କାଚ୍ଚା ବାଦାମ’ ସିଙ୍ଗର Bhuban Badyakar

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କାଲି ଫେମସ ଆଜି ତଳି ତଳାନ୍ତ ! ତେବେ ସବୁ ସ୍ଵପ୍ନ ହୋଇଯାଇଛି ଧୁଳିସାତ ! ତେବେ ୨୦୨୧ ମସିହାରେ କାଚା ବାଦାମ ଗୀତ ପାଇଁ ବହୁ ଲୋକପ୍ରିୟତା ହାସଲ କରିଥିବା କାଚା କାକୁ ନିଜର ମୁମ୍ବାଇର ସ୍ଵପ୍ନର ଘରେ ଛାଡି ଏବେ ଭଡା ଘରେ ଆସି ରହୁଛନ୍ତି । ତେବେ ନିଜର ଛୋଟିଆ ଭୁଲ ପାଇଁ ବଡ ଠକାମୀର ଶିକାର ହୋଇଛନ୍ତି ବାଦ୍ୟକାର ଭୁବନ ।

ତେବେ ହଁ ବନ୍ଧୁଗଣ କାଚା ବାଦାମ ଭଳି ଫେମସ ଗୀତକୁ କିଏ ଅବା ଶୁଣି ନାହିଁ କି ସେଥିରେ ରିଲ୍ ବନାଇନାହାନ୍ତି । ତେବେ ସେହି କାଚା ବାଦାମର ଯିଏ ସିଙ୍ଗର ସେ ଲକ୍ଷପତିରୁ ଆଜି ହେଇଯାଇଛନ୍ତି ତଳିତଳାନ୍ତ । ନା ଅଛି ଲକ୍ଷ ଲକ୍ଷ ଟଙ୍କା । ନା ସେହି ପୂର୍ବ ଦିନ ଭଳି ସମ୍ମାନ । ତେବେ କାଚା ବାଦାମ ଗୀତ ଗାଈ ବାଦ୍ୟକାର ଭୁବନ ଏତେ ଫେମସ ହୋଇଯିବେ ବୋଲି କେବେବି ସ୍ଵପ୍ନରେ ସୁଦ୍ଧା ଭାବିନଥିଲେ ।

ତେବେ ଗୀତଟିକୁ ଏତେ ମାତ୍ରାରେ ଯୂଟ୍ଯୂବରେ ଭଲ ପାଇବା ମିଳିଥିଲା । ଯେ ଗୀତଟି ମିଲିୟନ ମିଲିୟନ ଭିଉଜ ଯାଇଥିଲା । ତେବେ କାଚା ବାଦାମ ଗୀତ ଗାଇଥିବା ସିଙ୍ଗରଙ୍କର ମଧ୍ୟ ଏତେ ଡିମାଣ୍ଡ ରହିଥିଲା । ଯେ ତାଙ୍କୁ କାଚା ବାଦାମ ଗୀତ ପାଇଁ ଯେଉଁ ଟଙ୍କା ମିଳିବାର ଥିଲା । ତାକୁ ମିଳିପାରିନଥିଲା । କାରଣ ଭୁବନଙ୍କ ଠାରୁ କାଚା ବାଦାମ ଗୀତର କପି ରାଇଟ ପାଇଁ ଇଲାମ ବଜାରର ଗୋପାଳ ଘୋସ ତାଙ୍କ ଠାରୁ ଏକ ବ୍ଲ୍ଯାଂକ ଚେକର ଉପରେ ଦସ୍ତଖତ କରିବା ପାଇଁ କହିଥିଲେ ।

ତେବେ ଏଭଳି ଚକ୍ରାନ୍ତକୁ ଠିକ ଭାବରେ ବୁଝିପାରିନଥିଲେ ବାଦ୍ୟକାର ଭୁବନ । ତେବେ ଏବେ ପର୍ଯ୍ୟନ୍ତ ମଧ୍ୟ ଗୀତ ପାଇଁ ମିଳିବା ଟଙ୍କା ଭୁବନଙ୍କୁ ମିଳି ପାରିନାହିଁ । ତେବେ ଏଥିପାଇଁ ଭୁବନ ଥାନାର ଦ୍ଵାରସ୍ଥ ମଧ୍ୟ ହେଇଛନ୍ତି । ତେବେ ଏହାରି ମଧ୍ୟରେ ଭୁବନ କାଚା ବାଦାମ ଗୀତ ପାଇଁ ଏତେ ହିଟ୍ ହୋଇ ଏତେ ଟଙ୍କା ଇନକମ କରୁଛନ୍ତି ।

ତାଙ୍କ ଗାଁ ଲୋକ ଜାଣିବା ପରେ ଭୁବନଙ୍କୁ ଅନେକ ପ୍ରକାର ଦାବୀ କରିବା ସହ ତାଙ୍କୁ ଟଙ୍କା ମାଗିଥିଲେ । ହେଲେ ଭୁବନ ଟଙ୍କା ନଦେଇପାରିବାରୁ ତାଙ୍କ ଗାଁ ଲୋକେ ମଧ୍ୟ ଭୁବନକୁ ହଇରାଣ ହର୍କତ କରିବା ଆରମ୍ଭ କରିଦେଇଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *