କଣ Naveen ଙ୍କ ପୁତୁରା ଅରୁଣ ହେବେ ଓଡିଶାର ଆଗାମୀ ମୁଖ୍ୟମନ୍ତ୍ରୀ ? ଏଥର ନବୀନ ଖେଳିବେ କେଉଁ ନୂଆ ଖେଳ ?

ନମସ୍କାର ବନ୍ଧୁଗଣ, ବିଜେଡି ଶାସନ ଆମ ଓଡିଶାରେ ଅନେକ ବର୍ଷ ଧରି ଚାଲି ଆସୁଥିବା ବେଳେ ବର୍ତ୍ତମାନ ନବୀନଙ୍କ ବୟସ ବଢିବା ସହ ଓଡିଶାବାସୀଙ୍କ ମନରେ ଉଠୁଥିବା ପ୍ରଶ୍ନ ମଧ୍ୟ ବଢିବାରେ ଲାଗିଛି । ବର୍ତ୍ତମାନ ସୁଧା ସମସ୍ତଙ୍କ ମନରେ ଏକ ବଡ ପ୍ରଶ୍ନ ହେଉଛି ନବୀନଙ୍କ ପରେ କିଏ ହେବେ ଆମ ଓଡିଶାର ମୁଖ୍ୟମନ୍ତ୍ରୀ । ତେବେ ଏହି ବଡ ପ୍ରଶ୍ନ ଉପରୁ ଉଠିଛି ପରଦା ଆସିଛି ଚଞ୍ଚଲ୍ୟକର ଖବର ।

ନବୀନ ଖେଳିବା ଆରମ୍ଭ କରିଦେଲେ ତାଙ୍କ ନୂଆ ଚାଲ । ନିଜର ବଂଶଜକୁ କରିବେ ମୁଖ୍ୟମନ୍ତ୍ରୀ ତେବେ କାହାକୁ କରିବେ ମୁଖ୍ୟମନ୍ତ୍ରୀ ଆସନ୍ତୁ ଜାଣିବା । ବର୍ତ୍ତମାନ ଏକ ବଡ ଖବର ଆସି ପହଞ୍ଚିଛି ଆମ ଆଉ ସେହି ଖବର ମୁତାବିକ ଓଡିଶାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ନବୀନଙ୍କ ପୁତୁରା । ନବୀନଙ୍କ ପୁତୁରା ଅରୁଣ ନବୀନଙ୍କ ଶତାବ୍ଦୀ ପୁରା ହେବା ପରେ ତାଙ୍କ ସ୍ଥାନ ପୂରଣ କରିବେ ।

ଓଡିଶା ଦେଖିବ ବିଜୁ ପଟ୍ଟନାୟକଙ୍କ ବଂଶଜ ବିଜୁ ପଟ୍ଟନାୟକଙ୍କ ପରେ ତାଙ୍କ ପୁଅ ନବୀନ ଆଉ ନବୀନଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପାଇଁ ଯାଉଛନ୍ତି ତାଙ୍କ ନାତି ଅରୁଣ । ଏହି ଖବରକୁ ନେଇ ବର୍ତ୍ତମାନ ପାୱାର କରିଡୋରରେ ଚର୍ଚ୍ଚା ଚାଲିଛି । ସବୁଠାରୁ ବଡ ପ୍ରଶ୍ନ ଥିଲା କି ନବୀନ ପଟ୍ଟନାୟକଙ୍କ ପରେ କିଏ ହେବ ଓଡିଶାର ମୁଖ୍ୟମନ୍ତ୍ରୀ ?

କାରଣ ଓଡିଶାରେ ନବୀନଙ୍କ ବିପକ୍ଷରେ କୌଣସି ନେତା ସୃଷ୍ଟି ହେବାର କେହି ଦେଖିନାହାନ୍ତି । ଜିଏକି ନବୀନ ପଟ୍ଟନାୟକଙ୍କ ସ୍ଥାନ ନେଇ ତାଙ୍କର ବିକଳ୍ପ ହୋଇପାରିବ । ବିଜେଡି ଦଳରେ ମଧ୍ୟ ନବୀନ ପରେ ଆଉ କେହି ସେହିଭଳି ନେତା ନାହାନ୍ତି । କାହାକୁ କିଛି ନ ଜଣାଇ ଭିତରେ ଭିତରେ ଓଡିଶାର ଆସନ୍ତା ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତୁତ କରୁଛନ୍ତି ନବୀନ ବାବୁ ।

ବିଜୁ ବାବୁ ଜେଭଳି ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ ପୁଅକୁ କେବେ ମଧ୍ୟ ଆଗକୁ ଆଣିଥିଲେ ସେହିଭଳି ନବୀନ ମଧ୍ୟ ତାଙ୍କ ପୁତୁରାକୁ କେବେ ରାଜନୀତି ସାମ୍ନାକୁ ଆଣିନାହାନ୍ତି । ବାପାଙ୍କ ରାସ୍ତାରେ ଚାଲିଛନ୍ତି ନବୀନ ପଟ୍ଟନାୟକ । ତାଙ୍କ ନୀତିକୁ ଆପଣାଇ ରାଜନୀତିକୁ ଜୟ କରିବେ ନବୀନ ବାବୁ । ନବୀନ ପଟ୍ଟନାୟକ ନିଜେ ମୁଖ୍ୟମନ୍ତ୍ରୀ ଥିବା ବେଳେ କେବେ ମଧ୍ୟ ତାଙ୍କ ପୁତୁରାଙ୍କୁ ସାମ୍ନାକୁ ଆଣି ନଥିବା ବେଳେ ତାଙ୍କ ପରେ ତାଙ୍କ ପୁତୁରାଙ୍କୁ ମୁଖ୍ୟମନ୍ତ୍ରୀ କରିବାର ନିଷ୍ପତି ନେଇସାରିଛନ୍ତି ।

ନବୀନ ପଟ୍ଟନାୟକଙ୍କ ବଡ ଭାଇ ହେଉଛନ୍ତି ପ୍ରେମ ପଟ୍ଟନାୟକ ଏବଂ ତାଙ୍କ ପୁଅ ହେଉଛନ୍ତି ଅରୁଣ ପଟ୍ଟନାୟକ । ଅରୁଣ ଉଚ୍ଚ ଶିକ୍ଷିତ ହୋଇଥିବା ବେଳେ ଜଣେ ଭଦ୍ରଲୋକ ମଧ୍ୟ ଅଟନ୍ତି ଅରୁଣ । ତେଣୁ ତାଙ୍କୁ ଘରେ ରଖି ରାଜନୀତିର ପାଠ ପଢାଉଛନ୍ତି ନବୀନ ବାବୁ । ସମୟ ସୁବିଧା ଦେଖି ତାଙ୍କୁ ଓଡିଶା ବାସୀଙ୍କ ସାମ୍ନାରେ ପରିଚୟ କରିବାର ସୁଯୋଗରେ ଅଛନ୍ତି ନବୀନ ପଟ୍ଟନାୟକ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *