ନଣନ୍ଦଙ୍କୁ ବିବାହ କଲେ ଭାଉଜ, ସ୍ତ୍ରୀଙ୍କ ନିଷ୍ପତ୍ତିରେ ସ୍ୱାମୀ ଏକମତ, କହିଲେ ଏମିତି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନଣନ୍ଦଙ୍କୁ ବିବାହ କରିଲେ ଭାଉଜ, ସ୍ତ୍ରୀଙ୍କ ନିଷ୍ପତ୍ତିରେ ସ୍ଵାମୀ ହୋଇଲେ ଏକମତ । ତେବେ ଏପରି ଏକ ଆଶ୍ଚର୍ଯ୍ୟଜନକ ଚକିତ କରିବା ଭଳି ଖବର ଶୁଣିବାକୁ ମିଳିଛି । ତେବେ ଏପରି ଏକ ଘଟଣା ବିହାରର ଏକ ସ୍ଥାନରେ ଦେଖିବାକୁ ମିଳିଛି । ତେବେ ପ୍ରେମ କେତେବେଳେ କାହା ସହିତ ମଧ୍ୟ ହୋଇଯାଇଥାଏ ତାହା ତ କେହି ମଧ୍ୟ କହିପାରିନଥାନ୍ତି । ତେବେ ବାହାଘର ପାଇଁ ଜଣେ ପୁଅ ସହିତ ଝିଅର ମିଳନ ହୋଇଥାଏ ବୋଲି ସମସ୍ତେ ଜାଣିଥାନ୍ତି ।

ହେଲେ ଏଠାରେ ଘଟିଥିବା ଘଟଣାଟି ସଂପୂର୍ଣ୍ଣ ଭାବରେ କିନ୍ତୁ ଅଲଗା ଅଟେ । ଏଠାରେ ଭାଉଜ ନିଜ ୧୮ ବର୍ଷୀୟ ନଣନ୍ଦଙ୍କୁ ଭଲ ପାଇବସିଥିଲେ । ତାପରେ ଉଭୟ ଭାଉଜ ଓ ନଣନ୍ଦଙ୍କ ମଧ୍ୟରେ ଗଢି ଉଠିଥିଲା ଏକ ପ୍ରେମ ସମ୍ପର୍କ । ତେବେ ୨୦୧୩ ମସିହାରେ ଶୁକ୍ଲାଦେବୀ ନାମକ ଜଣେ ଝିଅ ବୈଦିକ ରୀତିନୀତିରେ ପ୍ରମୋଦ ନାମକ ଜଣେ ଝିଅଙ୍କୁ ବିବାହ କରିଥିଲେ । ତେବେ କିଛି ବର୍ଷ ପର୍ଯ୍ୟନ୍ତ ପ୍ରମୋଦ ଓ ଶୁକ୍ଲାଙ୍କ ମଧ୍ୟରେ ବୈବାହିକ ଜୀବନ ଭଲ ଭାବରେ ଗଢିଉଥିଲା ।

ତେବେ ଉଭୟଙ୍କର ୨ ଟି ସନ୍ତାନ ମଧ୍ୟ ଥିଲା । ତେବେ ତାପରେ ପରେ ଶୁକ୍ଲା ନିଜ ସାନ ନଣନ୍ଦଙ୍କୁ ଭଲ ପାଇବସିଥିଲେ । ତାପରେ ଭାଉଜଙ୍କ ପ୍ରେମରେ ଧୀରେ ଧୀରେ ନଣନ୍ଦ ସୋନିକୁମାରୀ ମଧ୍ୟ ପଡିଯାଇଥିଲେ । ତାପରେ ପରେ ଭାଉଜ ଶୁକ୍ଲାଙ୍କ ସହିତ ନଣନ୍ଦ ସୋନିର ମଧ୍ୟ ବିବାହ ହୋଇଯାଇଥିଲା । ତେବେ ଏହି ସବୁ ଘଟଣା ଶୁକ୍ଲାଙ୍କ ସ୍ଵାମୀ ପ୍ରମୋଦ ମଧ୍ୟ ଜାଣିବାକୁ ପାଇଥିଲେ ।

ହେଲେ ଭାଉଜ ଓ ନଣନ୍ଦଙ୍କର ଏହି ବାହାଘରରେ ସହମତି ଥିବା ହେତୁ କିଛି ମଧ୍ୟ ନକହି ବାହାଘରରେ ସହମତି ପ୍ରକାଶ କରିଥିଲେ । ତେବେ ସବୁ କିଛି ଠିକ ଠାକ ଚାଲିଥିଲା । ହେଲେ ଶୁକ୍ଲାଙ୍କର ବଡ ନଣନ୍ଦ ଉଷାଦେବୀ ଏହି ନଣନ୍ଦ ଓ ଭାଉଜ ବାହାଘରରେ ଖୁସି ନଥିଲେ । ତେଣୁ ସେ ଭାଉଜ ଶୁକ୍ଲା ଠାରୁ ସୋନିକୁ ଅଲଗା କରିବାକୁ ଚେଷ୍ଟା କରିଥିଲେ । ତାପରେ ୧୦ ରୁ ୧୫ ଜଣ ଲୋକ ଲଗେଇ ସୋନିକୁ ଘରୁ ଉଠାଇ ନେଇଆସିଥିଲେ ।

ତେବେ ଏହାପରେ ସୋନିକୁ ଅପହରଣ କରିଥିବା ଅଭିଯୋଗରେ ନିଜ ବଡ ନଣନ୍ଦ ଉଷାଦେବୀଙ୍କ ନାମରେ ଶୁକ୍ଲାଦେବୀ ଥାନାରେ ଅଭିଯୋଗ କରିଥିଲେ । ତେବେ ଏପରି ନଣନ୍ଦ ଓ ଭାଉଜଙ୍କ ବାହାଘରକୁ ନେଇ ଆପଣଙ୍କ ମତ କମେଣ୍ଟ କରିକି ଜଣାନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *