ସାଉଥ ର ଲୋକପ୍ରିୟ ଷ୍ଟାର ଜୁନିୟର NTR ଙ୍କ ଉପରେ ଭାଙ୍ଗି ପଡିଛି ଦୁଃଖର ପାହାଡ, ଜାଣନ୍ତୁ ପୁରା ଖବର…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆରପାରିରେ ଜୁନିଅର ଏନଟିଆରଙ୍କ ଭାଇ । ତେବେ ବାସ୍ କେଇ ମୂହୁର୍ତ୍ତର ସମୟ ମଧ୍ୟରେ ସବୁ କିଛି ଓଲଟ ପାଲଟ ହୋଇଗଲା । ଦକ୍ଷିଣ ସୁପରଷ୍ଟାର ଜୁନିଅର ଏନଟିଆରଙ୍କ ଭାଇ ନନ୍ଦମୁରୀ ତାରକଙ୍କ ପରଲୋକ ହୋଇଛି । ତେବେ ମାତ୍ର ୩୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ତେବେ କଥାରେ ଅଛି ଜନ୍ମ ଓ ମୃ-ତ୍ୟୁ କାହା ହାତର କଥା ଜମାରୁ ହୋଇନଥାଏ ।

ଏହି ଧରା ପୃଷ୍ଠରେ ଜନ୍ମିତ ପ୍ରତ୍ଯେକଟି ପ୍ରାଣୀଙ୍କର ଦିନ ରାତି ହେବା ପରେ ମୃ-ତ୍ୟୁ ମଧ୍ୟ ସୁନିଶ୍ଚିତ ହୋଇଥାଏ । ତେବେ କାଳର କରାଳ ଛାୟାରେ ଏପରି କିଛି ବିଶିଷ୍ଠ ବ୍ୟକ୍ତିମାନେ ହଟାତ ଆମ ସମସ୍ତଙ୍କ ଗହଣରୁ ଏତେ ଶୀଘ୍ର ଚାଲିଯିବା କଥାକୁ କିନ୍ତୁ ବହୁତ ଲୋକ ସହଜ ରେ ଗ୍ରହଣ କରିପାରିନଥାନ୍ତି । ପଦଯାତ୍ରାରେ ସାମିଲ ହୋଇଥିଲେ । ମସିଜିଦ ଯାଇ ମଧ୍ୟ ନମାଜ ପଢୀଥିଲେ ।

ତେବେ ଗତ ଜାନୁଆରୀ ୨୭ ତାରିଖରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ପୁଅଙ୍କ ଦ୍ଵାରା  ହୋଇଥିବା ଯୁବାକଲମ ପଦ ଯାତ୍ରାରେ ନନ୍ଦମୁରୀ ଭାଗ ନେଇଥିଲେ । ତେବେ କୂପମର ଏକ ମସିଜିଦ ଯାଇ ନମାଜ ପଢିକି ଫେରିଲା ବେଳେ ହଟାତ ତାଙ୍କର ସ୍ଵାସ୍ଥବସ୍ତା ଖରାପ ହୋଇଯାଇଥିଲା । ଆଉ ସେ ସଙ୍ଗେ ସଙ୍ଗେ ତଳେ ଗଡି ପଡିଥିଲେ । ତେବେ ସେଠାରେ ତାଙ୍କ ସ୍ଵାସ୍ଥବସ୍ତା ଗୁରୁତର ହେବା ଦେଖି ତେଲୁଗୁ ଦେଶମ ପାର୍ଟିର କର୍ମୀ ମାନେ ତାଙ୍କୁ ମେଡିକାଲକୁ ନେଇଯାଇଥିଲେ ।

ତାପରେ ସେଠାରେ ନନ୍ଦମୁରୀ କିଛି ଧରି ଚିକିତ୍ସିତ ହୋଇଥିଲେ । ତେବେ ଗତ ୧୮ ଫେବ୍ରୁଆରିରେ ସେ ଚିକିତ୍ସାଧୀନ ଅବସ୍ଥାରେ ହିଁ ମୃ-ତ୍ୟୁ ବରଣ କରିଥିଲେ । ତାପରେ ସେପଟ ଏରିଆରେ ନନ୍ଦମୁରୀଙ୍କ ଦେହାନ୍ତ ପାଇଁ ସବୁଆଡେ ଶୋକର ଛାୟା ଖେଳିଯାଇଥିଲା । ତେବେ ନିଜ ଭାଇ ନନ୍ଦମୁରୀଙ୍କ ଦେହାନ୍ତରେ ସୁପରଷ୍ଟାର ଜୁନିଅର ଏନଟିଆର ମଧ୍ୟ ବହୁତ ଦୁଃଖିତ ହେବ ସହ ସଂପୂର୍ଣ୍ଣ ରୂପରେ ଭାଙ୍ଗି ପଡିଛନ୍ତି ।

ତେବେ ନନ୍ଦମୁରୀ ନିଜ କ୍ଯାରିଅର ଜୀବନରେ ଅନେକ କିଛି ସଫଳତାର ସ୍ଵାଦ ଚାଖିପାଇଥିଲେ । ତେବେ ଜଣେ କଳାକାର ତାପରେ ରାଜନୀତି ତଥା ସମାଜସେବାରେ ମଧ୍ୟ ନନ୍ଦମୁରୀଙ୍କର ମନୋବୃତ୍ତି ରହିଥିଲା । ତେବେ ନନ୍ଦମୁରୀଙ୍କ ଦେହାନ୍ତରେ ଅନେକ ରାଜନେତା ଓ ଅଲ୍ଲୁ ଅର୍ଜୁନ ଓ ମହେଶବାବୁଙ୍କ ପରି ବଡ ବଡ କଳାକାର ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍ କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *