ବାପାଙ୍କ ଜୀବନ ବିପଦରେ ପୁଅ ମାଗୁଛନ୍ତି ଆଶୀର୍ବାଦ, ଓଡିଶା ବାସୀଙ୍କୁ ଅନୁରୋଧ କରି Ardhendu କହିଲେ ଏମିତି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋ ବାପା ମୋ ପାଇଁ ସବୁ କିଛି । ଓଡିଶାବାସୀଙ୍କୁ ଅନୁରୋଧ କରୁଛି ମୋ ବାପାଙ୍କୁ ଆଶ୍ରୀବାଦ କରନ୍ତୁ । ତେବେ ଏଭଳି କିଛି କୋହଭରା ହୃଦୟ ନେଇ ନିଜର ମନର ଭାଷାକୁ ଗଣ ମାଧ୍ୟମ ନିକଟରେ ପ୍ରକାଶ କରିଥିଲେ ଅଭିନେତା ଅର୍ଦ୍ଧେନ୍ଦୁ । ତେବେ ହଁ ବନ୍ଧୁଗଣ ଇଏ ହେଉଛନ୍ତି ସେହି ଅର୍ଦ୍ଧେନ୍ଦୁ ଯିଏକି କିଛି ଦିନ ତଳେ ଅଭିନେତା ପିନ୍ଟୁଙ୍କର ସ୍ଵାସ୍ଥବସ୍ତା ଖରାପ ଥିବା ସମୟରେ ତାଙ୍କୁ ଆର୍ଥିକ ସାହାଜ୍ଯ ସହଯୋଗର ହାତ ବଢାଇ ଦେଇଥିଲେ ।

ତେବେ ଅର୍ଦ୍ଧେନ୍ଦୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସାହାଜ୍ଯ ଅଭିନେତା ପିନ୍ଟୁ ନନ୍ଦଙ୍କୁ କରିଥିଲେ । ହେଲେ ସେହି ଅର୍ଦ୍ଧେନ୍ଦୁଙ୍କ ବାପା ଭୁବନେଶ୍ବର ସ୍ଥିତ ଏକ ହସ୍ପିଟାଲରେ ସ୍ଵାସ୍ଥ ସମସ୍ଯାରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ଅଭିନେତା ଅର୍ଦ୍ଧେନ୍ଦୁ ସମସ୍ତଙ୍କ ଓଡିଶାବାସୀଙ୍କୁ ଏଠାରେ ତାଙ୍କ ବାପା ପାଇଁ ଲୋକ ମାନଙ୍କ ଠାରୁ ଆଶ୍ରୀବାଦ ଭିକ୍ଷା କରିଛନ୍ତି । ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ମୋ ବାପାଙ୍କ ପାଇଁ ଠାକୁରଙ୍କ ନିକଟରେ ପ୍ରାଥନା କରନ୍ତୁ ।

ଯେପରି ବହୁତ ଶୀଘ୍ର ମୋ ବାପା ଆରୋଗ୍ଯ ଲାଭ କରି ଆମ ସମସ୍ତଙ୍କ ଗହଣକୁ ପୁଣି ଥରେ ଫେରି ଆସନ୍ତୁ । ତେବେ ଏପରି କହୁ କହୁ ଅଭିନେତା ଅର୍ଦ୍ଧେନ୍ଦୁ ଭାବ ବିହ୍ଵଳ ହୋଇଯାଇଥିଲେ । ତେବେ ଏହାରି ଭିତରେ ପିନ୍ଟୁ ନନ୍ଦଙ୍କ ବିଷୟରେ ମଧ୍ୟ ଅର୍ଦ୍ଧେନ୍ଦୁ କିଛି ପ୍ରତିକ୍ରିୟା ରଖିଥିଲେ । ତେବେ ଅର୍ଦ୍ଧେନ୍ଦୁ ଏଠାରେ କହିଥିଲେ । ଏହା କି ପିନ୍ଟୁ ଭାଇ ଜଣେ ବହୁତ ହିଁ ଭଲ ଲୋକ ଅଟନ୍ତି ।

ତାଙ୍କ ଜୀବନର ୨୭ ବର୍ଷ କାଳ ସେ ଓଡିଆ କଳା ଜଗତକୁ ଦେଇ ଆସିଛନ୍ତି । ଅନେକ ଲୋକଙ୍କୁ ନିଜ ଅଭିନୟ ମାଧ୍ୟମରେ ହସେଇ କନ୍ଦେଇ ମନୋରଞ୍ଜନ କରାଇଛନ୍ତି । ତେବେ ପିନ୍ଟୁ ଭାଇଙ୍କ ସହ ମୋର ବ୍ୟକ୍ତିଗତ ମଧ୍ୟ ବଡ ଭାଇ ଭଳି ସମ୍ପର୍କ ରହିଛି । ତେବେ ମୁଁ ଏକେଲା କାହିଁକି ସମସ୍ତ ଓଡିଶାବାସୀ ଚାହୁଁଛନ୍ତି ।

ପିନ୍ଟୁ ଭାଇ ବହୁତ ଶୀଘ୍ର ଆରୋଗ୍ଯ ଲାଭ କରି ପୁଣି ଥରେ ସିନେ ଜଗତକୁ ଫେରି ଆସନ୍ତୁ ବୋଲି ଆମ ସମସ୍ତଙ୍କର କାମନା ରହୁଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *