ନାଗୁଣୀର ଏମିତି କେଉଁ ରୂପ ଦେଖି ପୁରା ଗାଁ କାନ୍ଦିବାକୁ ଲାଗିଲା, ଶ୍ରଦ୍ଧା ନା ଅନ୍ଧବିଶ୍ଵାସ, ଦେଖନ୍ତୁ Video

ବନ୍ଧୁଗଣ ସାପ ସହ ଜଡିତ ଅନେକ ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଛି । ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଭିଡିଓ ବିଷୟରେ କହିବୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଆମ ହିନ୍ଦୁ ଧର୍ମରେ ସାପର ବହୁତ ପୌରାଣିକ ମାନ୍ୟତା ରହିଛି । କାରଣ ନାଗ ସାପକୁ ସବୁବେଳେ ଭଗବାନ ଶିବ ନିଜ ବେକରେ ଧାରଣ କରନ୍ତି । ସେଥିପାଇଁ ଆଗ କାଳରୁ ହିଁ ନାଗ ସାପର ପୂଜା କରାଯାଇଥାଏ ।

ହେଲେ ବର୍ତ୍ତମାନର ସମୟରେ ଏମିତି ବହୁତ କମ ଲୋକ ଅଛନ୍ତି ଯେଉଁ ମାନେ ସାପ ସହ ଜଡିତ ସମସ୍ତ ପୌରାଣିକ କଥା ଗୁଡିକୁ ମାନୁ ଛନ୍ତି । ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଥିବା ଏହି ଭିଡିଓଟି ହେଉଛି ଭଦ୍ରକର । ଭଦ୍ରକର ଏକ ଗାଁରେ ଏକ ନାଗୁଣୀ ସାପକୁ ଉଧାର କରାଯାଇଛି । ଗାଁ ଲୋକ ଯେତେବେଳେ ନାଗୁଣୀକୁ ଦେଖିଥିଲେ ସେତେବେଳେ ସେମାନେ ହାତ ଯୋଡି ମୁଣ୍ଡିଆ ମାରିଲେ ଓ କାନ୍ଦି ବାକୁ ଲାଗିଲେ । ଏଇଟା ଶ୍ରଦ୍ଧା ନା ଅନ୍ଧ ବିଶ୍ଵାସ କିଛି କହି ହେବ ନାହିଁ ।

ସାପକୁ ଦେଖିବା ପରେ କିଛି ଲୋକ ଏହାର ସୂଚନା ବନ ବିଭାଗକୁ ଦେଇଥିଲେ ଯାହାଫଳରେ ଏକ ସାପ ଧରାଳି ସେହି ସ୍ଥାନରେ ପହଞ୍ଚି ଥିଲେ । ସାପ ଧରାଳି ଜଣକ ବହୁତ ସାବଧାନତାର ସହ ନାଗକୁ ଉଧାର କରିଥିଲେ । ହେଲେ ଗାଁ ଲୋକଙ୍କର ଏହି ଦୃଶ୍ୟ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି । ସାପର ଅନେକ ପ୍ରଜାତି ଅଛି ଓ ସେଥିମଧ୍ୟରୁ ଅଧିକାଂଶ ବି-ଷ-ଧ-ର ଅଟନ୍ତି ।

ଯଦି ସାପ କୌଣସି ମଣିଷକୁ ଚୋ-ଟ ମା-ରି-ବ ତା ହେଲେ ସେହି ମଣିଷର ମୃ-ତ୍ୟୁ କିଛି ସମୟ ମଧ୍ୟରେ ହୋଇଯିବ । ତେଣୁ ସାପକୁ କେବେ ଘରେ ରଖି ପୂଜା କରିବା ଉଚିତ ନୁହେଁ । ଗାଁ ଲୋକ ମାନଙ୍କର ଏହି ଶ୍ରଦ୍ଧାକୁ ଦେଖି ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *