ସ୍ଵାମୀ ବାହାର କରିଦେଲା ଘରୁ, ମାତ୍ର 18 ବର୍ଷ ବୟସରେ 6 ମାସ ପୁଅକୁ ନେଇ ରାସ୍ତା କଡରେ ବିକୁଥିଲେ ଲେମ୍ବୁପାଣି, ଆଜି ତାଙ୍କ ସଫଳତାର କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ଲୁହ ଜକେଇ ଆସିବ

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷଙ୍କ ଜୀବନରେ ଦୁଃଖ କଷ୍ଟ ଆସିଥାଏ । ଏମିତି ବହୁତ କମ ଲୋକ ଅଛନ୍ତି ଯେଉଁ ମାନେ ନିଜ ସମସ୍ୟାର ସମ୍ମୁଖୀନ କରିଥାନ୍ତି । ଏହି ଲୋକମାନଙ୍କୁ ଅସଲି ହିରୋ କୁହାଯାଏ । ଅଧିକାଂଶ ଲୋକ ନିଜ ଖରାପ ପରିସ୍ଥିତିର ବାହାନା କରି କେବେହେଲେ ନିଜ ଜୀବନରେ ଆଗକୁ ବଢିପାରି ନଥାନ୍ତି । ହେଲେ ଯେଉଁ ଲୋକ ନିଜ ଜୀବନରେ ସଫଳତା ହାସଲ କରିବା ପାଇଁ ଚାହେଁ ସେ ସମସ୍ତ ଦୁଃଖ କଷ୍ଟରେ ମଧ୍ୟ ଲଢି ଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆଜି ଆମେ ଏହି ବିଷୟରେ ଏକ ବଡ ଉଦାହରଣ ଦେବାକୁ ଯାଉଛୁ । ତେବେ ସେହି ଭଳି ଏକ ଜ୍ଵ-ଳ-ନ୍ତ ଉଦାହରଣ ହେଉଛନ୍ତି କେରଳ ର ଏନି ଶିବା ନାମକ ଜଣେ ମହିଳା ଯିଏ ନିଜ ଜୀଵନ ଯୁ-ଦ୍ଧ ରେ ସଂ-ଗ୍ରା-ମ କରି ହାର ନ ମାନି ବର୍ତ୍ତମାନ ଜଣେ ଏସ ଆଇ ଅଫିସର ହୋଇ ଯାଇଛନ୍ତି । ତେବେ ଆସନ୍ତୁ ତାଙ୍କ ବିଷୟ ର୍ର ଆଲୋଚନା କରି ନେବା । ତେବେ ଏନି ଶିବା କେରଳ ର ବାସିନ୍ଦା ତେବେ ତାଙ୍କ ସ୍ୱାମୀ ତାଙ୍କୁ ୧୮ ବର୍ଷ ବୟସ ରେ ଛାଡି ଦେଇଥିଲେ ଏବଂସେହି ସମୟରେ ତାଙ୍କର ଏକ ୬ ମାସର ଛୁଆ ଥିଲା ।

ସେ ପ୍ରେମ ବିବାହ କରିଥିବାରୁ ନିଜ ପରିବାର ପାଖକୁ ମଧ୍ୟ ଯାଇ ପାରି ନଥିଲେ । ତେବେ ସେ କୁହନ୍ତି କି ତାଙ୍କ ର ସବୁ ବ୍ୟବସାୟ ଅସଫଳ ହୋଇଥିଲା ଶେଷ ରେ ଜଣେ ବ୍ୟକ୍ତି ତାଙ୍କୁ ଏସ ଆଇ ଫର୍ମ ଭରିବାକୁ କହିଥିଲା ଏବଂ ଅର୍ଥ ର ସାହାର୍ଯ୍ୟ ମଧ୍ୟ କରିଥିଲା ତେବେ ନିଜର ପରିଶ୍ରମ ଫଳ ରେ ବର୍ତ୍ତମାନ ଏନି ଶିବା କେରଳ ର ବରକଳା ରେ କାର୍ଯ୍ୟରତ ଅଛନ୍ତି । ତେବେ ସେ କୁହନ୍ତି କି ଏହି ବରକଳା ରେ ହି ସେ ଲେମ୍ବୁ ପାଣି ଏବଂ ଆଇସକ୍ରିମ ବିକ୍ରି କରୁଥିଲେ ।

ତେବେ ଏନି ଶିବା ଙ୍କ ଏହି ସଫଳତା ପାଇଁ କେରଳ ପୋଲିସ ତମକୁ ଅଭିନନ୍ଦନ ଜଣାଇ ଥିଲେ ଏବଂ ଏହା ସହ ସେ ଏନି ଶିବା ଆତ୍ମଶକ୍ତି ଏବଂ ଇଛାଶକ୍ତି ର ଏକ ମଡେଲ । ତେବେ ଏହା ଛଡା ବିପକ୍ଷ ଦଳ ର ନେତା ବିଡ଼ି ସତିସନ ମଧ୍ୟ ତାଙ୍କର ଖୁବ ପ୍ରଶଂସା କରିଥିଲେ ଏବଂ ଅଭିନନ୍ଦନ ଜଣାଇଥିଲେ । ବର୍ତ୍ତମାନ ସେ ଚାକିରି କରି ନିଜ ପୁଅକୁ ବହୁତ ଖୁସିରେ ରଖୁଛନ୍ତି ଓ ନିଜେ ମଧ୍ୟ ଏକ ସୁଖମୟ ଜୀବନ ଅତିବାହିତ କରୁଛନ୍ତି । ତେବେ ଏନି ଶିବା ଅନେକ ମହିଳା ଙ୍କ ପାଇଁ ପ୍ରେରଣା ହୋଇ ଯାଇଛନ୍ତି । ଏମିତି ମହିଳାଙ୍କ ପାଇଁ ଥରେ ଗୁଡ ବୋଲି ଲେଖି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *