ସବୁ ଖୋଲି କହିଦେଲେ ନାଗା ବାବା, 2023 ରେ ଯିବ ଆହୁରି 2 ଟି ମୁଣ୍ଡ (Malika Rahasya)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୨୦୨୩ ମସିହାରେ ରହିଛି ବିପଦ । ଯାଇଛି ଗୋଟିଏ ଜାଇଛି ଆଉ  ଯିବ ୨ଟି । ତେବେ ଏପରି କିଛି କଠୋରବାଣୀ ବାବା ଅବଧୂତ ଦାସଙ୍କ ମୁହଁରୁ ଶୁଣିବାକୁ ମିଳିଛି । ଜିଏକି ଓଡିଶା ତଥା ଓଡିଶା ବାହାରେ ମଧ୍ୟ ପରପଲ୍ଲି ଗ୍ରାମ ମାନଙ୍କରେ ବହୁତ ଜଣାଶୁଣା ଅଟନ୍ତି । ତେବେ ବହୁ ଲୋକ ବାବାଜୀଙ୍କୁ ଛୁଆ ବାବାଜୀ ନାମରେ ମଧ୍ୟ ଜାଣିଥାନ୍ତି । ତେବେ ବାବାଜୀଙ୍କ କହିବା ଅନୁଯାଇ ମାଳିକାରେ ଯାହା ସବୁ ଲିପିବଦ୍ଧ ହୋଇକି ରହିଛି ।

ତାହା ଗୋଟି ଗୋଟି ସବୁ କଥା ସତ୍ୟ ହେବାରେ ଲାଗୁଛି । କାରଣ ମାଳିକା କଥା କେବେ ମଧ୍ୟ ମିଥ୍ୟା ହୋଇନାହିଁ । ତେବେ ଏହି ଧରାପୃଷ୍ଠରେ ଯିଏ ବି ଜନ୍ମ ଗ୍ରହଣ କରିଛି ତା’ ର ମୃ-ତ୍ୟୁ ମଧ୍ୟ ସୁନିଶ୍ଚିତ ହୋଇକି ରହିଛି । ତେବେ ମୃ-ତ୍ୟୁ ଏକ ଏପରି ସତ୍ୟ ତାହା ଲୋକଙ୍କୁ ଯେତେ ମଧ୍ୟ ନିଷ୍ଠୁର କଠୋର ଲାଗିଲେ । ମଧ୍ୟ ଏହା ହିଁ ହେଉଛି ଚିରନ୍ତନ ସତ୍ୟ । ତେବେ ୨୦୨୩ରେ ୩ ଟି ବଡ ବଡ ପ୍ରଭାବଷାଳୀ ବ୍ୟକ୍ତିଙ୍କର ମୁଣ୍ଡ ଯିବ ବୋଲି ମାଳିକାରେ ଲେଖା ହୋଇଯାଇଛି ।

ତେବେ ସେହି ୩ ଟି ପ୍ରଭାବସାଳୀ ମୁଣ୍ଡ ମଧ୍ୟରୁ ଗୋଟିଏ ମୁଣ୍ଡ ଚାଲିଯାଇଛି । ତେବେ ବାବାଙ୍କ କହିବା ଅନୁଯାଇ ଯେଉଁ ମୁଣ୍ଡଟି ଯାଇଛି । ସେ ମଧ୍ୟ ଜଣେ ସେହି ପ୍ରଭାବସାଳୀ ବ୍ୟକ୍ତି ମଧ୍ୟରୁ ଜଣେ ଥିଲେ । ତେବେ ବାବାଙ୍କ କହିବ ଅନୁଯାଇ ବାବା ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କୁ ଆକ୍ଷେପ କରି କହୁଛନ୍ତି । ତେବେ ଆଉ ମଧ୍ୟ ୨ ଟି ମୁଣ୍ଡ ଆଗାମୀ ସମୟରେ ଯିବା ପାଇଁ ଯାଉଛି । ଯାହାକି ମାଳିକାରେ ଆଗରୁ ହିଁ ଲେଖା ହୋଇ ରହିଯାଇଛି ।

ତେବେ ବାବା ଅବଧୂତ ଦାସ ଯଦିଓ ସେହି ୨ ପ୍ରଭାବସାଳୀ ବ୍ୟକ୍ତିଙ୍କର ନାମ ଏଠାରେ ଉଲ୍ଲେଖ କରିନାହାନ୍ତି । ତେବେ ଯେତେବେଳେ ଏପରି କିଛି ଘଟଣା ଘଟିବ । ନିହାତି ଭାବରେ ସାରା ଓଡିଶାରେ ଏହି କଥାର ପ୍ରଭାବ ଦେଖିବାକୁ ମିଳିବ । ତେବେ ସବୁ ବର୍ଷ ପରି ଏହି ୨୦୨୩ ବର୍ଷରେ ମଧ୍ୟ ଭଲ ଓ ମନ୍ଦ ଉଭୟ ରହିଛି ।

ଯାହାକି ବହୁ ବର୍ଷ ପୂର୍ବେ ମାଳିକାରେ ଲେଖା ହୋଇଯାଇଛି । ତେବେ କଥାରେ ଅଛି ନା ମାଳିକା ବଚନ କେ କରିବ ଆନ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *