‘ନିଜ ସକ୍ଷମ ଅନୁସାରେ ସାହାର୍ଯ୍ୟ କରୁଛୁ, ତା ବିକଳ ମୁହଁ ଆଉ ଦେଖି ହେଉନି, ସେ ଜଲ୍ଦି ଭଲ ହେଇଯାଉ, ଭଗବାନ ତାକୁ…’: କଣ କହିଲେ ଅଭିନେତ୍ରୀ Namrata Das

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବର୍ତ୍ତମାନର ଖବର ଅନୁଯାଇ ଓଡିଆ କଳାକାର ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥ ଅବସ୍ଥା ବହୁ ମାତ୍ରାରେ ଖରାପ ହୋଇଯାଇଛି । ତେବେ ସୂଚନା ମୁତାବକ ପିନ୍ଟୁଙ୍କ ଲିଭର ଶିରୋସିସ ହୋଇଛି । ଯେଉଁ କାରଣରୁ ପିନ୍ଟୁଙ୍କର ଲିଭର ଡାମେଜ ହୋଇଯାଇଛି । ତେବେ ପିନ୍ଟୁଙ୍କର ସ୍ଵାସ୍ଥ ଅବସ୍ଥା ଖରାପ ପାଇଁ ତାଙ୍କ ଘର ପରିବାର ବହୁ ମାତ୍ରାରେ ଦୁଃଖ ଅନୁଭବ କରିବା ସହିତ ଓଡିଆ କଳାକାର ଜଗତ ପାଇଁ ମଧ୍ୟ ଏହା ଏକ ଦୁଃଖନୀୟ ଖବର ଅଟେ ।

ତେଣୁ ତେବେ ଓଡିଆ କଳାକାର ମନୋରୋମା ମହାପାତ୍ରଙ୍କ କହିବା ଅନୁଯାଇ ପିନ୍ଟୁର ଏପରି ଅବସ୍ଥା ଦେଖି ବହୁତ ଦୁଃଖ ଲାଗୁଛି । ପିନ୍ଟୁ ଆମର ବହ ହସ ଖୁସି ମିଜାଜର ପିଲାଟିଏ । ତେବେ ପିନ୍ଟୁ ଯେଉଁ ଜାଗାରେ ରହିଥାଏ । ସେହି ଆଖପାଖ ପରିବେଶ ପୁରା ଖୁସିବାସୀ ହୋଇ ରହିଥାଏ । ତେବେ ବହୁ ଗୁଡିଏ ସିନେମାରେ ମଧ୍ୟ ପିନ୍ଟୁ ନନ୍ଦଙ୍କ ସହିତ ମନୋରୋମା ମହାପାତ୍ର ଅଭିନୟ କରିଛନ୍ତି ବୋଲି କହିଛନ୍ତି ।

ତେବେ କଳାକାର ମନୋରୋମାଙ୍କ କହିବା ଅନୁଯାଇ ପିନ୍ଟୁ ଏପରି ସ୍ଵାସ୍ଥ ଅବସ୍ଥା ପାଇଁ ମୁଁ ଠାକୁରଙ୍କୁ ପ୍ରଥାନା କରୁଛି । ତେବେ ବହୁ ଶୀଘ୍ର ଠାକୁର ତାକୁ ସୁସ୍ଥ କରି ଦିଅନ୍ତୁ । ପିନ୍ଟୁର ସ୍ଵାସ୍ଥ ଅବସ୍ଥା ଭଲ କରିବା ପାଇଁ ଯିଏ ଯେତିକି ନିଜ ସକ୍ଷ ଅନୁସାରେ ସାହାଜ୍ଯ କରିବା ଉଚିତ । ତେବେ ବହୁ ଗୁଡିଏ ସଦ ହୃଦୟ ବ୍ୟକ୍ତି ମଧ୍ୟ ମାନେ ପିନ୍ଟୁ ପାଇଁ ସାହାଜ୍ଯର ହାତ ବଢାଇଛନ୍ତି । ଏହା ଜାଣି ବହୁ ଖୁସି ଲାଗିଲା ବୋଲି ଅଭିନେତ୍ରୀ ମନୋରୋମାଙ୍କ ମୁହଁରୁ ଶୁଣିବାକୁ ମିଳିଛି ।

ତେବେ ଅଭିନେତା ପିନ୍ଟୁ ନନ୍ଦ ନିଜ କଳା ଜଗତରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଯେଉଁଥିରେ କି ପିନ୍ଟୁ ନନ୍ଦଙ୍କୁ ଓଡିଶାର ବହୁ ଅଭିନେତା ଓ ଅଭିନେତ୍ରୀ ଜାଣିଛନ୍ତି । ଏହା ସହିତ କେବଳ କଳା ଜଗତରେ କାହିଁକି ଅନେକଙ୍କ କହିବା ଅନୁସାରେ ପିନ୍ଟୁ ନନ୍ଦ ବ୍ୟକ୍ତିଗତ ଜୀବନ ରେ ମଧ୍ୟ ବହୁତ ଭଲ ବ୍ୟକ୍ତିତଵଟି ଏ ଅଟେ ।

କାହା ସହିତ ବାଦ ବିବାଦ କରିନଥାଏ । ସମସ୍ତଙ୍କ ସହିତ ଖୁସି ମଜା ହୋହାଲା କରି ରହିବା ପାଇଁ ଭଲ ପାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ଓ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ବହୁ ମାତ୍ରାରେ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *