କରୋନା ସଙ୍କଟ କାଳରେ ନଦୀରୁ ମିଳିଲା ୪୦ ରୁ ଅଧିକ ମୃତଦେହ, ଲୋକେ ଭୟଭୀତ

ବନ୍ଧୁଗଣ ବର୍ତ୍ତମାନ ଦେଶର ଅବସ୍ତା ବହୁତ ଜଟିଳ ହୋଇଛି । କରୋନା ମହାମାରୀର କୋପ ଦିନକୁ ଦିନ ତୀବ୍ର ଗତିରେ ବଢିବାରେ ଲାଗିଛି । ସରକାର ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ କେତେକ ରାଜ୍ୟରେ ଲକଡାଉନ ଜାରି କରିଛନ୍ତି ।

ବନ୍ଧୁଗଣ ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ଗତବର୍ଷ ଅପେକ୍ଷା ଏହି ବର୍ଷ କରୋନା ମହାମାରୀର ଦ୍ଵିତୀୟ ଲହର ଏକ ଭୟଙ୍କର ରୂପ ନେଇ ଆସିଛି ।

ଏହି ଭାଇରସଟି ଅଧିକ ଶକ୍ତିଶାଳୀ ହେବା ସହିତ ତୀବ୍ର ଗତିରେ ଜଣ ସାଧାରଣଙ୍କ ମଧ୍ୟରେ ସଂକ୍ରମିତ ହେଉଛି । ବନ୍ଧୁଗଣ ଏହି କରୋନା ମହାମାରୀ କାଳରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି ମିଡିଆ ରିପୋର୍ଟ ଅନୁସାରେ ଏକ ନଦୀରେ ୪୦ରୁ ଅଧିକ ମୃ-ତ ଦେ-ହ ଭାସୁଥିବାର ନଜର ଆସିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ମିଡିଆ ରିପୋର୍ଟ ଅନୁସାରେ ଏହି କରୋନା ମହାମାରୀ କାଳରେ ବିହାର ବକ୍ସର ଜିଲ୍ଲାର ଚୌସା ସ୍ଥିତ ମହାଦେବ ଘାଟର ଗଙ୍ଗା ନଦୀରେ ୪୦ରୁ ଅଧିକ ମୃ-ତ-ଦେ-ହ ଭାସୁଥିବାର ଦେଖିବାକୁ ମିଳିଛି । କରୋନା ସଙ୍କଟ କାଳରେ ମୃ-ତ-ଦେ-ହ ସବୁ ଏଭଳି ଭାବରେ ନଦୀରେ ଭାସିବା ନେଇ ଦେଶରେ କରୋନା ସ୍ଥିତି କ’ଣ, ସେ ସମ୍ପର୍କରେ ଏହି ଦୃଶ୍ୟ ସ୍ପଷ୍ଟ ଭାବରେ ବୟାନ କରୁଛି ।

ଯାହାକୁ ନେଇ ବିହାରର ଲୋକେ ଏକ ପ୍ରକାର ଭୟଭୀତ ଅବସ୍ଥାରେ ଥିବା ଜଣା ପଡିଛି । ବନ୍ଧୁଗଣ ସୋମବାର ଦିନ ସଖାଳ ସମୟରେ ସ୍ଥାନୀୟ ବାସିନ୍ଧା ମାନେ ନଦୀରେ ମୃ-ତ- ଦେ-ହ ଭାସୁଥିବାର ଦେଖିଥିଲେ । ମୃ-ତ-ଦେ-ହ ଗୁଡ଼ିକ ଉତ୍ତର ପ୍ରଦେଶରୁ ନଦୀରେ ଭାସି ଆସିଥିବା ବେଳେ ଏମାନେ ସମସ୍ତେ କରୋନା ରୋଗୀ ବୋଲି ସ୍ଥାନୀୟ ପ୍ରଶାସନ ଅନୁମାନ କରୁଛି । ଏହା ଅନୁମାନ କରାଯାଇଛି ଯେ, ଶ-ବ ପୋ-ଡ଼ି-ବା ପାଇଁ ସ୍ଥାନ ନମିଳିବା ହେତୁ ସେମାନଙ୍କର ପରିଜନମାନେ ମୃ-ତ-ଦେ-ହ-କୁ ପାଣିରେ ଫି-ଙ୍ଗି ଦେଇଥିବା ସ-ନ୍ଦେ-ହ କରାଯାଉଛି।

ଏକ ସରକାରୀ ଅଧିକାରୀଙ୍କ ମତରେ, ମୃ-ତ-ଦେ-ହ ଗୁଡ଼ିକ ପାଣିରେ ପାଖାପାଖି ୫ରୁ ୭ଦିନ ଯାଏ ରହିଥିବା ଜଣାପଡ଼ୁଛି । ଆମେ ଏହି ଶ-ବ ଗୁଡିକୁ ପାଣି ଭିତରୁ ବାହାର କରିଛୁ ଓ ଏହି ମୃ-ତ ଦେ-ହ ଗୁଡିକ ଏହି ସ୍ଥାନର ନୁହେଁ ବୋଲି ଜଣା ପଡିଛି । ପ୍ରକୃତରେ ମୃ-ତ-ଦେ-ହ ଗୁଡ଼ିକ କେଉଁଠୁ ଆସିଲା ସେ ନେଇ ତ-ଦ-ନ୍ତ କରାଯିବା ଉଚିତ । ଏହି ସବୁ ଶ-ବ ଉତ୍ତର ପ୍ରଦେଶ-ବିହାର ଟାଉନ, ବାରାଣସୀ ବା ଆହ୍ଲାବାଦରୁ ଭାସି ଆସିଥିବାର ଅନୁମାନ ହେତୁ ତ-ଦ-ନ୍ତ ଚାଲିଛି ।

ମୃ-ତ-ଦେ-ହ ଗୁଡ଼ିକ ବିହାରର ହୋଇନଥିବା ବେଳେ ଏହା ଉତ୍ତର ପ୍ରଦେଶର ବୋଲି ବିହାର କହୁଥିବା ବେଳେ ଘଟଣାକୁ ନେଇ ଉଭୟ ରାଜ୍ୟ ପରସ୍ପର ଉପରେ ଦୋ-ଷ ଲଦିବା ଆରମ୍ଭ କରି ଦେଇଛନ୍ତି।

ଏହା ଉପରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *