ନଦୀ ସୁଅରେ ଭାସି ଯାଉଥିଲେ ଯୁବକ, ନିଜ ଜୀବନକୁ ଖାତିର ନକରି ମୃତ୍ୟୁ ମୁଖରୁ ଟାଣି ଆଣିଲେ ଯବାନ, ଏବେ ପୁରା ଦୁନିଆ କରୁଛି ସଲାମ, ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ନଦୀରେ ପ୍ରଖୋର ସ୍ରୋତ । ନଦୀ କୂଳରେ ଜମା ହୋଇଛନ୍ତି ଲୋକେ । ଏବଂ ଏହା ମଧ୍ୟରେ ଚାଲିଛି ଏକ ରେସକ୍ୟୁ ଅପରେସନ । ଯାହାକୁ କାର୍ଯ୍ୟକାରୀ କରୁଛନ୍ତି ଇଣ୍ଡୋତିବେତାନ ବଡର ପୋଲିସର ଯବାନ ମାନେ । ପ୍ରଖୋର ସୁଅ ପାଣିରେ ଏକ ତାରରେ ଝୁଲି ରହି ରେସକ୍ୟୁ ଅପରେସନ ଚଳାଇଛନ୍ତି ଯୁବକ ମାନେ । ସେମାନେ ଜୀବନକୁ ବାଜିରେ ଲଗାଇଛନ୍ତି । ଯାହାକି ଆଇଟିବିପିର ପରିଚୟ ଅଟେ ।

ସବୁବେଳେ ଜୀବନକୁ ବାଜିରେ ଲଗାଇ ନିଜର କମାଲ ଦେଖାଇଛନ୍ତି ଯବାନ ମାନେ ଏବଂ ତାହାର ପ୍ରମାଣ ଦେଖିବାକୁ ମିଳିଛି ଏହିଠାରେ । ଏହି ଘଟଣାଟି ହେଉଛି ଚଣ୍ଡିଗଡ ମନାଲି ହାଇୱେର । ଏଠାରେ ପ୍ରବଳ ବର୍ଷାରେ ଏକ କାର ଭାସିଯାଇଥିଲା । ବୀଜ ନଦୀର ପ୍ରଖୋର ସ୍ରୋତରେ ଭାସିଯାଇଥିଲା କାର । ଏହି କାରରେ ଥିଲେ ୩ ଜଣ । ତେବେ ପ୍ରଥମେ ଜଣଙ୍କୁ ଉଦ୍ଧାର କରଯାଇଥିଲା ।

ଅନ୍ୟ ଦୁଇ ଜଣଙ୍କର ପତା ମିଳିନଥିଲା । ଏହି ସମୟରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ଆଇଟିବିପିର ଯବାନ ମାନେ । ସେମାନେ ନିଜ ଜୀବନକୁ ବାଜିରେ ଲଗାଇଥିଲେ । ଦୁଇ ନିଖୋଜକୁ ଖୋଜିବାରେ ଲାଗି ପଡିଥିଲେ । ସେମାନେ ଭାସିଯାଇଥିବା କାର ପାଖରେ ପହଞ୍ଚି ଯାଇଥିଲେ । ତେବେ ଜଣଙ୍କୁ ଉଦ୍ଧାର କରାଯାଇ ତାଙ୍କୁ ହସ୍ପିଟାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ସନ୍ଧାନ ମିଳିନାହିଁ ।

ପ୍ରବଳ ବର୍ଷା କାରଣରୁ ଏଭଳି ଅଘଟଣ ଘଟିଯାଇଥିବାର ସୂଚନା ମିଳିଛି । ନଦୀ ପାଖରେ ଅନେକ ସ୍ଥାନୀୟ ବାସିନ୍ଦା ମଧ୍ୟ ସଂପୂର୍ଣ୍ଣ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । ସ୍ଥାନୀୟ ବାସିନ୍ଦା ପ୍ରଥମେ କାରଟି ଭାସିଯାଉଥିବା ଦେଖିବାକୁ ପାଇଲେ । ଏହାପରେ ସେମାନେ ଉଦ୍ଧାରକାରୀ ଟିମଙ୍କୁ ବିସ୍ତାର ଭାବରେ ଜଣାଇଲେ । ଆଇଟିବିପି ଯବାନ ଆସି ତୁରନ୍ତ ଉଦ୍ଧାର କରିବାର କାର୍ଯ୍ୟ ଆରମ୍ଭ କରିଦେଲେ ।

ତେବେ ବହୁତ ପ୍ରେଚେଷ୍ଟା ଫଳରେ ୩ ଜଣଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନିଆଯାଇଅଛି । ଏହାକୁ ଦେଖି ସ୍ଥାନୀୟ ବାସିନ୍ଦା ପ୍ରଶଂସା କରିବା ସହିତ ସୋ-ସି-ଆ-ଲ ମି-ଡି-ଆରେ ଏହି ଦୃଶ୍ୟ ଭା-ଇ-ରା-ଲ ହେବା ପରେ ଅନେକ ଲୋକେ ଆଶୀର୍ବାଦ ଦେବା ସହିତ ପ୍ରଶଂସା କରିଛନ୍ତି । ଯେଉଁ ଲୋକକୁ ଉଦ୍ଧାର କରାଯାଇଥିଲା ସେ ବର୍ତ୍ତମାନ ସୁସ୍ଥ ଥିବାର ଖବର ମିଳିଛି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *