ସରକାରୀ ଚାକିରୀଆଙ୍କ ପାଇଁ ବଡ ଖବର, 50 ଛୁଇଁବା ମାତ୍ରେ ଚାକିରିରୁ ହେବେ ବିଦା, ଦେଖନ୍ତୁ ପୁରା ଖବର…

ବନ୍ଧୁଗଣ, ସୂଚନା ଅନୁଯାୟୀ ସରକାରୀ ଚାକିରୀଆଙ୍କ ପାଇଁ ବଡ ଖବର । ଏଣିକି ଅବସର ବୟସକୁ ୫୦ବର୍ଷ କରିଲେ ସରକାର । ଅର୍ଥାତ ୫୦ ବର୍ଷ ପରେ ଆପଣ ଆଉ କରିପରିବେନି ଚାକିରୀ । ପୂର୍ବରୁ ୬୦ କିମ୍ବା ୬୨ ବର୍ଷରେ ସରକାରୀ ଚାକିରୀଆ ମାନେ ଅବସର ନେଉଥିବା ସମୟରେ ବର୍ତ୍ତମାନ ସେହି ନିୟମରେ ବଡ ଧରଣର ପରିବର୍ତ୍ତନ କରିଛନ୍ତି ସରକାର । ଏଣିକି ଅବସର ବୟସ ସୀମାକୁ ୫୦ ବର୍ଷ କରାଯାଇଅଛି । ତେବେ ଏହି ନିୟମକୁ ୟୁପି ସରକାର ଲାଗୁ କରିଛନ୍ତି । ଏବଂ ଏହି ନିୟମ ଲାଗୁହେବାପରେ ସାରା ଦେଶରେ ଯୋର ଧରିଛି ଚର୍ଚ୍ଚା ।

ମୁଖ୍ୟମନ୍ତ୍ରୀଙ୍କର ଏହିଭଳି ନିଷ୍ପତ୍ତିକୁ ନେଇ ବଢିଲା ଅସନ୍ତୋଷ । ସରକାରଙ୍କର ଏହି ନିୟମରେ ଖୁସି ନାହାଁନ୍ତି ଚାକିରୀଆ । ଅବସର ବୟସ ସୀମା କୁ ୫୦ କରିବା ପରେ, ସାରା ରାଜ୍ୟରେ କୁହୁଳିବାକୁ ଲାଗିଛି ଅସନ୍ତୋଷ । ଯୋଗୀ ସରକାର ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ୫୦ ବର୍ଷରୁ ଅଧିକ ବୟସର କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି ।

ଜୁଲାଇ ୩୧ ସୁଦ୍ଧା ଦୁର୍ନୀତିଗ୍ରସ୍ତ, ଗୁରୁତ୍ଵର ଅସୁସ୍ଥ ଥିବା କର୍ମଚାରୀ,  କାର୍ଯ୍ୟ ନ କରିବା ସ୍ଥିତିରେ ଥିବା କର୍ମଚାରୀ, ଅଥବା କୌଣସି ଯାଞ୍ଚରେ ଫସିଥିବା କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଅଗଷ୍ଟ ୧୫ ସୁଦ୍ଧା ଅବସର ପ୍ରାପ୍ତ କର୍ମଚାରୀଙ୍କ ସମ୍ବନ୍ଧରେ ଏକ ରିପୋର୍ଟ ଦାଖଲ କରିବାକୁ ସାଧାରଣ ପ୍ରଶାସନ ବିଭାଗକୁ ନିର୍ଦ୍ଧେଶ ଦେଇଛନ୍ତି ଯୋଗୀ ।

ଆଉ ଏହି ନିର୍ଦ୍ଧେଶ ପାଇବା ପରେ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଦେଖା ଦେଇଛି ପ୍ରବଳ ଅସନ୍ତୋଷ । ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଯେ ୫୦ ବର୍ଷ ପୂରଣ କରିଥିବା ସମସ୍ତ କର୍ମଚାରୀଙ୍କୁ ବାଧ୍ୟତା ମୂଳକ ଅବସର ଦିଆଯିବ ନାହିଁ । କିନ୍ତୁ ଯେଉଁମାନେ ଭଲ କାମ କରିଛନ୍ତି ତଥା ଯାହାଙ୍କ ନାମରେ କୌଣସି ଦୁର୍ନୀତି ଥିବ କେବଳ ସେମାନଙ୍କୁ କାର୍ଯ୍ୟରୁ ବରଖାସ୍ତ କରାଯିବ ବୋଲି ସୂଚନା ମିଳିଛି ।

ତେବେ ଏହି ଖବର ଶୁଣିଲା ପରେ ସରକାରଙ୍କ ଠାରୁ ଚାକିରୀ ପ୍ରାପ୍ତ କରିଥିବା ସରକାରୀ ଅଫିସର ମାନେ ବର୍ତ୍ତମାନ ମୁଣ୍ଡରେ ହାତଦେଇ ବସିଛନ୍ତି । କାରଣ ହଠାତ ଯୋଗୀ ସରକାରଙ୍କର ଏଭଳି ନିଷ୍ପତ୍ତି କେଉଁ ଉଦେଶ୍ୟରେ ତାହା ଜୋରଦାର ଆଲୋଚନା କରିଛନ୍ତି ୟୁପିର ଜନତା । ତେବେ ଯାହା ହେଉନା କାହିଁକି ୟୁପିର ମୁଖ୍ୟମନ୍ତ୍ରୀ ଯଦି ଏଭଳି ପଦକ୍ଷପା ନେଇଛନ୍ତି ତେବେ ନିଶ୍ଚିତ ଏହା ପଛରେ କିଛି ରହସ୍ୟ ଥିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *