ବହି ଯାଉଥିବା ନଦୀ ବା ସମୁଦ୍ରରେ କିପରି ବନାଯାଏ ପୋଲ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ ! ଦେଖନ୍ତୁ ଏହି Video

ବନ୍ଧୁଗଣ, ସାଧାରଣତଃ ନଦୀରେ ଥିବା ପିଲର୍ସ କୁ ଦେଖି କେବେ ଆପଣଙ୍କ ମନରେ ଏହି ପ୍ରଶ୍ନ ଉଠିଛି କି ? ନଦୀ ର ପ୍ରବାହ ରେ ଏହି ପିଲର୍ସ ଗୁଡିକ କିଭଳି ବନାଯାଇଥିବ ଅଥବା ପୋଲ ବନାଇବା ନିମନ୍ତେ କେଉଁ ପ୍ରକ୍ରିୟା ର ବ୍ୟବହାର କରାଯାଇଥିବ ? ଆପଣ ମାନେ ନିଶ୍ଚିତ ଧ୍ୟାନ ଦେଇଥିବେ ଯେ ଏହି ସମସ୍ତ ନଦୀ ପିଲର୍ସ ର ସାହାରରେ ରହିଥାନ୍ତି । ମାତ୍ର କଣ ଆପଣ କେବେ ଏହା ଚିନ୍ତା କରିଛନ୍ତି ଯେ ତାହା କେଉଁ ଟ୍ରିକ ଅଟେ ଯାହା କାରଣରୁ ପାଣି ଭିତରରୁ ଏହି ପିଲର୍ସ ମାନଙ୍କୁ ଛିଡା କରାଯାଇଥାଏ

ଯାହାକି ନିଜ ଉପରେ ଲକ୍ଷାଧିକ ଟନ ର ପୋଲ ର ଭାର ଉଠାଇ ରହିଥାନ୍ତି । ନଦୀରେ ବନୁଥିବା ପୋଲ ଅନେକ ପ୍ରକାରର ହୋଇଥାଏ, ଯେପରିକି ବିନ ବ୍ରିଜ ପୋଲ, ଶସପେନସନ ବ୍ରିଜେସ, ଅର୍ଜ ବ୍ରିଜେସ, ମୁଭେବଲ ବ୍ରିଜେସ, ବ୍ରିଜ ର କାନ୍ତରକ୍ଷଣ ମଧ୍ୟ ଲୋକେସନ ର ଆଧାରରେ କରା ଯାଇଥାଏ । ଅର୍ଥାତ ଗୋଟିଏ ପ୍ରକାରର ବ୍ରିଜ ଏକାଭଳି ବନାଇବା ଆବଶ୍ୟକ ନୁହେଁ ଅର୍ଥାତ ଜାଗା ହିସାବରେ ହିଁ ବ୍ରିଜ ବନାଯାଇଥାଏ ।

ପାଣି ଉପରେ ବ୍ରିଜ ବନାଇବା ଜମି ଉପରେ ପୋଲ ବନାଇବା ଠାରୁ ବହୁତ ମୁସ୍କିଲ ହୋଇଥାଏ । ନଦୀ ଅଥବା ସମୁଦ୍ରରେ ବ୍ରିଜ ବନାଇଲେ କିଛି ବିଶେଷ କଥାର ଧ୍ୟାନ ଦେବାକୁ ପଡିଥାଏ ଅର୍ଥାତ ପାଣିର ଗଭୀରତା ତଥା ପାଣିର ବୋହିବାର ସ୍ପିଡ, ପାଣି ତଳେ ଥିବା ମାଟିର କ୍ଵାଲିଟି, ବ୍ରିଜ ବନାଇବା ନିମନ୍ତେ ପଡୁଥିବା ଭାର, ଏବଂ ବ୍ରିଜ ବନିବା ପରେ ସେଥିରେ ଚାଲୁଥିବା ଗାଡି ମାନଙ୍କର ଓଜନ, ଏହି ସବୁ ଜିନିଷ ଉପରେ ବ୍ରିଜ ବନିବା ପୂର୍ବରୁ ଗଭୀର ରିସର୍ଜ କରାଯାଇଥାଏ ।

ଏହି ରିସର୍ଜ ପରେ ହିଁ ପୋଲ ବନାଇବା ଭଳି କାମ ଆରମ୍ଭ ହୋଇଥାଏ । ପାଣିରେ ପୋଲ ବନାଇବା ପାଇଁ ହେଲେ ମଧ୍ୟ ନିଅଁ ପକାଯାଇଥାଏ । ଏବଂ ପୁରା ପ୍ରୋଜେକ୍ଟ ରେ ନିଅଁ କୁ ନେଇ ସର୍ବପ୍ରଥମେ ପ୍ଳାନ ବନାଯାଇଥାଏ । ପାଣି ମଧ୍ୟରେ ରଖାଯାଉଥିବା ନିଅଁ କୁ କପର ଡ୍ୟାମ କୁହାଯାଇଥାଏ ।

ଏହା ଏକ ଡ୍ରମ ଭଳି ହୋଇଥାଏ । ଏହାକୁ ମସିନ ଦ୍ଵାରା ପାଣିର ମଧ୍ୟ ଭାଗରେ ଏହାକୁ ଫିଟ କରିଦିଆଯାଇଥାଏ । ଏହାକୁ ଷ୍ଟିଲର ବଡ ବଡ ପ୍ଳେଟ ଦ୍ଵାରା ବନାଯାଇଥାଏ । ଏହି ଡ୍ୟାମ ବହୁତ ମଜବୁତ ହୋଇଥାଏ ଯାହାକୁ ଷ୍ଟିଲ ଦ୍ଵାରା ବନାଯାଇଥାଏ । ସବୁଠାରୁ ପ୍ରଥମେ ଏହାକୁ ପାଣି ମଝିରେ ରଖିଦିଆଯାଇଥାଏ ।

ଏହାଦ୍ଵାରା ପାଣି ଏହା ଆଖପାଖରୁ ବହିବାକୁ ଲାଗିଥାଏ, ମାତ୍ର ଏହାର ଭିତରକୁ ଯାଇପାରିନଥାଏ । ପିଲର ବନିବା ପରେ ବ୍ରିଜର ବାକି କାର୍ଯ୍ୟ ଆରମ୍ଭ କରାଯାଇଥାଏ । ଗୋଟିଏ ବ୍ରିଜ କୁ ସମୁଦାୟ ୧୦୦ ବର୍ଷ ଅଥବା ୧୫୦ ବର୍ଷ ପର୍ଯ୍ୟନ୍ତ ହିଁ ବନାଯାଇଥାଏ । ଏହାପରେ ଏହି ବ୍ରିଜ କେଉଁ କାମର ରହିନଥାଏ । ତେବେ ବନ୍ଧୁଗଣ ଏହି ବିବରଣୀ ଟି ଆପଣଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *