ଏମାନେ ହେଲେ ଭାରତର ସବୁଠୁ ସୁନ୍ଦରୀ IPS Officer, ଯାହାଙ୍କ ଆଗରେ ବଡ ବଡ ହେରୋଇନ ବ ଲାଗନ୍ତି ଫିକା, ନଂ 3 ଲାଗନ୍ତି ସବୁଠୁ ଅଧିକ ସୁନ୍ଦର

ସାଧାରଣତଃ ଆମ ଦେଶରେ ଅନେକ ପ୍ରକାରର ସରକାରୀ ପଦ ରହିଅଛି । ମାତ୍ର ଅଧିକାଂଶ ସରକାରୀ ଚାକିରି କରୁଥିବା ବ୍ୟକ୍ତି ଙ୍କୁ ଆମ୍ଭେ ଗାଳି ମଧ୍ୟ କରିଥାଉ । କେତେକ ସରକାରୀ ପଦ ଏଭଳି ଅଛି ଯାହା ବହୁତ ପରିଶ୍ରମ ଦ୍ଵାରା ମିଳିଥାଏ । ଯାହାର ଲୋକେ ବହୁତ ଇଜ୍ଜତ କରିଥାନ୍ତି । ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛି IAS ଏବଂ IPS । କିଏ ସମାଜରେ ସୁଧାର କରିବାକୁ ଏହି ପଦରେ ଆସିବାକୁ ଚାହିଁଥାଏ ତ ଆଉ କିଏ ଉତ୍ତମ ଦରମା କାରଣରୁ ଏହି ପଦରେ ଆସିବାକୁ ଚାହିଁଥାନ୍ତି ।

ଲୋକଙ୍କୁ ଏହି ପଦ ପାଇବାକୁ ହେଲେ ଅନେକ ପରୀକ୍ଷା ର ସାମ୍ନା କରିବାକୁ ପଡିଥାଏ । ଆଜି ଆମ୍ଭେ ଆପଣଙ୍କୁ କିଛି ଏଭଳି IAS ଅଫିସର ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯେଉଁମାନେ ଅତ୍ୟନ୍ତ ସୁନ୍ଦର ଅଟନ୍ତି ଏବଂ ଏମାନେ ଚାହିଁଥିଲେ ମଡେଲିଙ୍ଗରେ ନିଜର କ୍ୟାରିୟର ବନାଇ ପାରିଥାନ୍ତେ ।

୧;- IPS ମ୍ୟାରେନ ଯୋଶେଫ, ତାଙ୍କର ଜନ୍ମ ୨୦, ଏପ୍ରିଲ ୧୯୯୦ ରେ କେରଳା ରେ ହୋଇଥିଲା । ଏବଂ ସେ ଦିଲ୍ଲୀ କଲେଜ ରୁ ନିଜର ଗ୍ରାଜୁଏସନ ଏବଂ ମାଷ୍ଟର ଡିଗ୍ରୀ ପୂରଣ କରିଲେ । ସେ କେରଳା ର ସବୁଠାରୁ କମ ବୟସ୍କ ଥିବା ଅଫିସର ଅଟନ୍ତି । ସେ କେବଳ ୨୫ ବର୍ଷ ବୟସରେ ହିଁ ସିଭିଲ ସର୍ଭିସ ର ପରୀକ୍ଷା ପାସ କରିଦେଇଥିଲେ । ସେ ଭାରତରେ ୧୮୮ ରାଙ୍କ ହାସିଲ କରିଥିଲେ ।

୨;- IAS ସ୍ମିତା ସବ୍ରବାଲ, ତାଙ୍କର ଜନ୍ମ ୧୯ ଜୁନ ୧୯୭୭ ରେ ପଶ୍ଚିମବଙ୍ଗର ଡାରଜେଲିଙ୍ଗରେ ହୋଇଥିଲା । ତାଙ୍କର ସ୍ଵାମୀ ରିଟାୟାର ସେନା ଙ୍କର ଅଧିକାରୀ କର୍ଣ୍ଣଲ ପ୍ରଣବ ଦାସ ଅଟନ୍ତି । ସେ ୨୦୦୦ ମସିହାରେ ସଂପୂର୍ଣ୍ଣ ଭାରତରେ ୪ ର୍ଥ ସ୍ଥାନ ହାସିଲ କରିଥିଲେ । ୨୦୦୧ ରେ ସେ IAS ଅଧିକାରୀ ହୋଇଥିଲେ । ଏବଂ ସେ ସୁନ୍ଦର ଥିବା ସହିତ ନିଜ କାମ ଦ୍ଵାରା ମଧ୍ୟ ଲୋକ ମାନଙ୍କ ହୃଦୟ ଜିତିଛନ୍ତି ।

୩;- IAS ଟିନା ଦାବି, ଏହି ନାମ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ୯ ନଭେମ୍ବର ୧୯୯୩ ରେ ଭୋପାଳ ରେ ଜନ୍ମ ଗ୍ରହଣ କରିଥିବା ଟିନା ୨୦୧୫ ରେ ସିଭିଲ ସେବା ରେଜଲ୍ଟ ରେ ଟପର ରହିଲେ । ୨୨ ବର୍ଷ ରେ ସେ ନିଜର ପ୍ରଥମ ପରୀକ୍ଷା ରେ IAS ପରୀକ୍ଷାରେ ଟପ କରିଥିଲେ ।

୪;- IAS B. ଚନ୍ଦ୍ରକଳା, ଉତ୍ତର ପ୍ରଦେଶର ଚନ୍ଦ୍ରକଳା ୨୭, ସେପ୍ଟେମ୍ବର ୧୯୭୯ ରେ ଆନ୍ଦ୍ରପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କୁ ସିଭିଲ ପରୀକ୍ଷା ରେ ୪୦୯ rank ମିଳିଥିଲା । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

୫ – ଦଶମ ରେ ଅଛନ୍ତି ସ୍ତୁତି ଚରଣ। ସେ ପ୍ରଥମେ ବ୍ୟାଙ୍କ ରେ କାମ କରୁଥିଲେ ଏବଂ ନିଜ ଚେଷ୍ଟା ବଳରେ ସେ ପରେ ଜଣେ ଆଇ ଏ ଏସ ଅଫିସର ହେଲେ। ସେ ଜଣେ ପ୍ରସିଦ୍ଧ ମହିଳା ଅଫିସର ଏଵଂ ନିଜ କର୍ମ ରେ ସେ କେବେବି ଅବହେଳା କରନ୍ତି ନାହିଁ।

Leave a Reply

Your email address will not be published. Required fields are marked *