IAS ଇଣ୍ଟରଭ୍ୟୁରେ ପଚରା ଯାଇଥିବା ପ୍ରଶ୍ନ- ଏମିତି କେଉଁ ଜିନିଷ ଅଛି ଯାହାକୁ ଥରେ ପିନ୍ଧିବା ପରେ ଓଲ୍ହେଇ ପାରିବା ନାହିଁ ? 99% ଲୋକ ଜାଣନ୍ତି ନାହିଁ

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ UPSC, IPS, IAS Interview ରେ ପଚରା ଯାଉଥିବା କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ । ଯେଉଁ ମାନେ ଏହି ପରୀକ୍ଷା ନିମନ୍ତେ ପ୍ରସ୍ତୁତି ହେଉଛନ୍ତି ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଖୁସିର ବିଷୟ । ତେବେ ଆସନ୍ତୁ ଜାଣିନେବା ସେହି ପ୍ରଶ୍ନ ଉତ୍ତର ସମ୍ବନ୍ଧରେ ବିଶେଷ ବିବରଣୀ ।

୧- ମଣିଷର କେଉଁ ଅଙ୍ଗ ବିଜୁଳି ତିଆରି କରିଥାଏ ?

ଉତ୍ତର- ବୁଦ୍ଧି ।

୨- ଏମିତି କେଉଁ ଜୀବ ଅଛି ଯାହା ଜନ୍ମ ହେବା ମାତ୍ରେ ୨ ମାସ ଯାଏଁ ସୋଇଥାଏ ?

ଉତ୍ତର- ଭାଲୁ ।

୩- ଭାରତର ପ୍ରଥମ ଅଣ୍ଡରୱାଟର ରେଷ୍ଟୁରାଣ୍ଟ କେଉଁଠାରେ ଖୋଲା ଯାଇଛି ?

ଉତ୍ତର- ଅହମଦାବାଦ ।

୪- ଏମିତି କେଉଁ ଶବ୍ଦ ଯେଉଁଥିରେ ଫଳ, ଫୁଲ ଓ ମିଠା ୩ଟି ଶବ୍ଦ ଆସିଥାଏ ?

ଉତ୍ତର- ଗୁଲାବ ଯାମୁନ ।

୫- କେଉଁ ଦେଶର ରାଷ୍ଟ୍ରୀୟ ଧ୍ଵଜ ସିଧା ବା ଓଲଟା ଏକ ସମାନ ହୋଇଥାଏ ?

ଉତ୍ତର- ଜାପାନ ।

୬- ଏମିତି କେଉଁ ଜିନିଷ ଅଛି ଯାହା ମାତ୍ର କହିବା କ୍ଷଣି ଭାଙ୍ଗିଯାଇଥାଏ ?

ଉତ୍ତର- ଚୁପ ରହିବା ।

୭- ବର୍ଷରେ ସବୁଠାରୁ ଲମ୍ବା ଦିନ କେଉଁ ଦିନ ଆସିଥାଏ ?

ଉତ୍ତର- ଜୁନ ।

୮- ଟ୍ରେନର ଆବିଷ୍କାର କିଏ କରିଥିଲେ ?

ଉତ୍ତର- ୧୮୨୫ କୋ ଜଜ ଷ୍ଟିଫେନସନ ।

୯- ଦୁନିଆର ସବୁଠାରୁ ଦୁଖୀ ରହୁଥିବା ପଶୁ କିଏ ?

ଉତ୍ତର- ପୋଲର ବୀୟର ।

୧୦- ଭାରତର ସବୁଠାରୁ ବିଶାଳ ମନ୍ଦିର କ’ଣ ଅଟେ ?

ଉତ୍ତର- ଶ୍ରୀ ରଙ୍ଗନାଥସ୍ଵାମୀ ମନ୍ଦିର ।

୧୧- କେଉଁ ଦେଶରେ ନିଜର କୌଣସି ରାଷ୍ଟ୍ରଗାନା ନାହଁ ?

ଉତ୍ତର- ସାଇପ୍ରସ ।

୧୨- କେଉଁ ପଶୁର କ୍ଷୀର ନୀଳ ରଙ୍ଗର ହୋଇଥାଏ ?

ଉତ୍ତର- ମାଇ ବନ୍ଥା ।

୧୩- ଆକାଶରୁ ପଡୁଥିବା ବିଜୁଳି କେତେ ୱାଟର ହୋଇଥାଏ ?

ଉତ୍ତର- ୧୦କୋଟି ୱାଟ ।

୧୪- ଦୁନିଆର ପ୍ରଥମ ସୁନାର ହୋଟେଲ କେଉଁଠି ଅଛି ?

ଉତ୍ତର- ଭିଏତନାମର ରାଜଧାନୀ ହନୋଇରେ ।

୧୫- exams (ପରୀକ୍ଷା) ର ସନ୍ଧାନ କିଏ କରିଥିଲେ ?

ଉତ୍ତର- ହେନରି ଫିସେଲ ।

୧୬- ମୋବାଇଲର ଆବିଷ୍କାର କିଏ କରିଥିଲେ ?

ଉତ୍ତର- ମାର୍ଟିନ କପୁର ।

୧୭- ବ୍ଲଡ଼ ଗ୍ରୁପର ସନ୍ଧାନ କିଏ କରିଥିଲେ ?

ଉତ୍ତର- karl landsteiner

୧୮- ଏମିତି କ’ଣ ଅଛି ଯାହା ଥଣ୍ଡା ବା ଗରମ ସର୍ବଦା ଗରମ ରହିଥାଏ ?

ଉତ୍ତର- ଗରମ ମସାଲା ।

୧୯- ଜାଲିୟାବାଲା ବାଗ କେଉଁ ସହରରେ ଅବସ୍ଥିତ ?

ଉତ୍ତର- ଅମୃତସର ।

୨୦- ଲେମ୍ବୁ ଓ କମଳାରେ କେଉଁ ଭିଟାମିନ ମିଳିଥାଏ ?

ଉତ୍ତର- ଭିଟାମିନ-ସି ।

୨୧- ଭାରତର କେଉଁ ସହରରେ ଯନ୍ତର ମନ୍ତର ସ୍ଥିତ ଅଟେ ?

ଉତ୍ତର- ଦିଲ୍ଲୀ ।

୨୨- ଦେଶର ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କର ସ୍ଥାପାନା କେଉଁ ବର୍ଷ ହୋଇଥିଲା ?

ଉତ୍ତର- ୧ ଜୁଲାଇ ୧୯୯୫ । ବନ୍ଧୁଗଣ ଏହି ବିଶେଷ ଟିପ୍ପଣୀ ଟି ଆପଣଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

୨୩- ଏଭଳି କେଉଁ ଜିନିଷ ଅଛି ଯାହାକୁ ପିନ୍ଧିଲେ କାଢିପାରି ନଥାଉ ?

ଉତ୍ତର;- କଫନ ।

Leave a Reply

Your email address will not be published. Required fields are marked *