15 Interesting Gk Questions: ନଧୋଇ ସମସ୍ତେ ଖାଆନ୍ତି, ଖାଇସାରି ସମସ୍ତେ ଅନୁତାପ କରନ୍ତି କହିବାକୁ ମଧ୍ୟ ଲାଜ କରନ୍ତି ତାହା କଣ ?

ବନ୍ଧୁଗଣ ଆମ ଦୁନିଆରେ ଏମିତି ଅନେକ ରହସ୍ୟମୟ କଥା ରହିଛି ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଏହି ସବୁ କଥା ଗୁଡିକୁ ଜାଣିବା ପାଇଁ ଆମେ ପିଲା ଦିନରୁ ପାଠ ପଢିଥାଉ । ଅନେକ ଲୋକ ଅଛନ୍ତି ଯେଉଁ ମାନେ ଆଜୀବନ ଦୁନିଆ ବିଷୟରେ ଜାଣିବା ପାଇଁ ପାଠ ପଢିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ଯାହା ଆପଣ ମାନଙ୍କ ଦୈନଦିନ ଜୀବନ ପାଇଁ ବହୁତ ଆବଶ୍ୟକ । ଏହି ସବୁ ସାଧାରଣ ଜ୍ଞାନ ଆପଣଙ୍କୁ ଚାକିରି କ୍ଷେତ୍ରରେ ବହୁତ ସହାୟକ ହେବ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବଳଦେବ ଜୀଉ ମନ୍ଦିର ମୁଖଶାଳା ପାଖରେ କେତେଟା ପାହାଚ ଅଛି ?

ଉତ୍ତର- ୭ଟି ପାହାଚ ଅଛି ।

୨. କେଉଁ ଗଛରେ ସର୍ବାଧିକ ଅମ୍ଳଜାନ ଥାଏ ?

ଉତ୍ତର- ଓସ୍ତ ଗଛରେ ସର୍ବାଧିକ ଅମ୍ଳଜାନ ଥାଏ ।

୩. ଗୋଟିଏ ସିଙ୍ଘ ଥିବା ଗଣ୍ଡା କେଉଁ ଥାଏ ସର୍ବାଧିକ ଦେଖିବାକୁ ମିଳେ ?

ଉତ୍ତର- ଆସାମ


୪. ଭାରତରେ କେଉଁ ପଶୁକୁ କ୍ରୟ ବିକ୍ରୟ କରିବା ଅପରାଧ ଅଟେ ?

ଉତ୍ତର- ସିଂହ

୫. ବିଶ୍ଵରେ ସର୍ବ ପ୍ରଥମେ ଏଟିଏମ ବ୍ୟବହାର କେବେ ହୋଇଥିଲା ?

ଉତ୍ତର- ୧୯୬୯ ମସିହାରେ ସର୍ବ ପ୍ରଥମେ ଏଟିଏମ

୬. ଆନାକୋଣ୍ଡା ସାପର ଓଜନ କେତେ ?

ଉତ୍ତର- ଆନାକୋଣ୍ଡା ସାପର ଓଜନ ହେଉଛି ୨୫୦ କିଲୋ ।

୭. ବନ୍ଧୁଗଣ ହାତୀ, ଭାଲୁ, ବାଘ ଓ ଜିରାଫ ମଧ୍ୟରୁ କେଉଁ ପଶୁର ସବୁଠାରୁ ଲମ୍ବା ଲାଞ୍ଜ ଅଛି ?

ଉତ୍ତର- ଜିରାଫର ସବୁଠାରୁ ଲମ୍ବା ଲାଞ୍ଜ ଅଛି ।


୮. ଚାରମିନାର କେଉଁଠାରେ ଅବସ୍ଥିତ ?

ଉତ୍ତର- ହାଇଦ୍ରାବାଦ

୯. ଭାରତର କେଉଁ ରାଜ୍ୟରେ ସର୍ବାଧିକ ବର୍ଷା ହୁଏ ?

ଉତ୍ତର- ମେଘାଳୟ

୧୦. ଓଡିଶାର ପ୍ରଥମ ଆଦିବାସୀ ମହିଳା ମନ୍ତ୍ରୀ କିଏ ?

ଉତ୍ତର- ସରସ୍ଵତୀ ହେମ୍ରମ

୧୧. ଓଡିଶାର ପ୍ରଥମ ମହିଳା ବାରିଷ୍ଟର କିଏ ?

ଉତ୍ତର-ଊର୍ମିବାଳା ରାୟ

୧୨. ଜନସଂଖ୍ୟା ଅନୁସାରେ କେଉଁ ଦେଶ ସବୁଠାରୁ ବଡ ?

ଉତ୍ତର- ଚୀନ

୧୩. ଓଡିଶାର ପ୍ରଥମ ମହିଳା ମନ୍ତ୍ରୀଙ୍କ ନାମ କଣ ?

ଉତ୍ତର- ବସନ୍ତ ମଞ୍ଜରି ଦେବୀ


୧୪. କେଉଁ ସହର ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ ହୋଇଥିଲା ?

ଉତ୍ତର- ଆଲ୍ହାବାଦ ଗୋଟେ ଦିନ ପାଇଁ ଭାରତର ରାଜଧାନୀ ହୋଇଥିଲା ।

୧୫. ନଧୋଇ ସମସ୍ତେ ଖାନ୍ତି, ଖାଇସାରି ସମସ୍ତେ ଅନୁତାପ କରନ୍ତି କହିବାକୁ ମଧ୍ୟ ଲାଜ କରନ୍ତି ତାହା କଣ ?

ଉତ୍ତର- ଜୋତା ବା ଚପଲ

Leave a Reply

Your email address will not be published. Required fields are marked *