ଭାଇରାଲ ହେଉଛି କୁନି ଝିଅଟିର “ପୁଚୁକି ଗାଲି” ଗୀତ, ଗୀତ ଶୁଣିଲେ ହସି ହସି ଗଡିବେ ଆପଣ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ସୋସିଆଲ ମିଡିଆ ହେଉଛି ଏଭଳି ଏକ ମାଧ୍ୟମ ଯାହା ସାହାଯ୍ୟ ରେ ଲୋକମାନେ ନିଜ ମଧ୍ୟରେ ଥିବା ଟ୍ୟାଲେଣ୍ଟ କୁ ପ୍ରକାଶ କରିଥାନ୍ତି । ଅଧିକାଂଶ ବ୍ୟକ୍ତି ଏଭଳି ଅଛନ୍ତି ଯେଉଁ ମାନଙ୍କ ପାଇଁ ସୋସିଆଲ ମିଡିଆ ହିଁ ଏଭଳି ଏକ ମାଧ୍ୟମ ଯାହାଦ୍ୱାରା ସେମାନେ ନିଜ ଭିତରେ ଥିବା ପ୍ରସ୍ଫୁଟିତ କରିଥାନ୍ତି । ଆଜି ର ସମୟ ରେ ଅଧିକାଂଶ ଛୋଟ ଛୁଆ ମାନଙ୍କ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି ।

କିଏ ନିଜର ସଙ୍ଗୀତ ତ କିଏ ନିଜର ନୃତ୍ୟ ର ପ୍ରତିଭା କୁ ପ୍ରକାଶିତ କରୁଥିବାର ଦେଖିବାକୁ ମିଳୁଛି । ସେହିପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓ ରେ ଦେଖିଵାକୁ ମିଳୁଛି ଜଣେ କୁନି ଝିଅ ଖୁବ ସୁନ୍ଦର ଭାବରେ ଗୀତ ଗାଉଛି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଆପଣ ଯଦି ଜଣେ ନବେ ଦଶକ ର ପିଲା ହୋଇଥିବେ ତେବେ ଆପଣ ପୁଚୁକି ଗାଲି ଗୀତ ନିଶ୍ଚିତ ଭାବରେ ଶୁଣିଥିବେ । ସେହି ଗୀତ କୁ ଆଜି ବି ଶୁଣିଲେ ଲୋକ ମାନଙ୍କ ମୁହଁ ରୁ ଆପେ ଆପେ ପୁଚୁକି ଗାଲି ଗୀତ ବୋଲି ହୋଇଯାଏ । କିନ୍ତୁ ବର୍ତ୍ତମାନ ଆଉ ଓଡ଼ିଆ ଫିଲ୍ମ ରେ ପୂର୍ବ ଭଳି ଗୀତ ଦେଖିବାକୁ ମିଳୁନାହିଁ । ଯାହାଦ୍ୱାରା ବର୍ତ୍ତମାନ ସମୟର ପିଲା ମାନେ ହିନ୍ଦୀ ଗୀତ ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି ।

ତେବେ ଏହି ସବୁ ମଧ୍ୟରେ ଏହି କୁନି ଝିଅ ଙ୍କ ଭିଡିଓ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ପୁଚୁକି ଗାଲି ଗୀତ କୁ ଗାଇ ପୁଣିଥରେ ଲୋକ ମାନଙ୍କ ହୃଦୟ ରେ ଜୀବନ୍ତ କରି ଦେଇଛନ୍ତି । ଏହି ଭିଡିଓ ରେ ସେ ଖୁବ ସୁନ୍ଦର ଭାବରେ ଗୀତ ଗାଉଛନ୍ତି ଏବଂ ଅଭିନୟ ମଧ୍ୟ କରୁଛନ୍ତି ।

ଯାହା ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସିଛି । ଦର୍ଶକ ମାନେ କୁନି ଝିଅ ପ୍ରତି ନିଜର ଭଲ ପାଇବା କମେଣ୍ଟ ମାଧ୍ୟମରେ ପ୍ରକାଶ କରିଛନ୍ତି । ତେବେ ଆପଣ ମାନେ ବି ଏହି କୁନି ଝିଅ ର ଭିଡିଓ ନିଶ୍ଚିତ ଭାବରେ ଦେଖିଥିବେ । ଆପଣ ମାନଙ୍କୁ ଉକ୍ତ ଭିଡିଓ ଟି କିପରି ଲାଗିଲା ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *