ଦେଖନ୍ତୁ ଯାତ୍ରା ଷ୍ଟେଜରେ ହିରୋଇନ Elina ଙ୍କ ଜବରଦସ୍ତ Dance ସାଙ୍ଗକୁ Dialogue, ଭାଇରାଲ ହେଲା Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଏଲିନା ସାମନ୍ତରାୟ । ଆପଣ ମାନେ ସମସ୍ତେ ଏଲିନା ଅନେକ ସୁପର ହିଟ ଫିଲ୍ମ ନିଶ୍ଚୟ ଦେଖିଥିବେ । ଏଲିନା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକ ପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ଆସିବା ଦିନରୁ ଏଲିନା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନୂଆ ନୂଆ ଭିଡିଓ ଓ ଫଟୋ ଅପଲୋଡ କରନ୍ତି ଏବଂ ତାଙ୍କର ସମସ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ ।

ଏଲିନା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ଦିଗଜ ଅଭିନେତାଙ୍କ ସହ କାମ କରିଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଏଲିନାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏଲିନାଙ୍କ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ ।

ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଏଲିନା ପ୍ରଥମ ଥର ପାଇଁ ଯାତ୍ରା ଷ୍ଟେଜରେ ନଜର ଆସୁଛନ୍ତି । ଯାତ୍ରା ଷ୍ଟେଜରେ ଛିଡା ହୋଇ ଏଲିନା ନିଜ ଫ୍ୟାନ୍ସ ମାନଙ୍କ ସହ କଥା ବାର୍ତ୍ତା କରୁଥିବାର ନଜର ଆସୁଛନ୍ତି । ଏଲିନା ନିଜର କିଛି ଫିଲ୍ମ ଡାଇଲାଗ ମାରୁଛନ୍ତି । ଡାଇଲାଗ ମାରିବା ପରେ ଏଲିନା ଯାତ୍ରା ଷ୍ଟେଜରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ।

ବନ୍ଧୁଗଣ ଏଲିନା ନିଜ ଡାଇଲାଗ ଓ ଜବରଦସ୍ତ ଡ୍ୟାନ୍ସରେ ଲୋକ ମାନଙ୍କ ମନ ଜିତି ଦେଇଛନ୍ତି । ଯାତ୍ରା ଷ୍ଟେଜରେ ଏଲିନା ବହୁତ ସୁନ୍ଦର ନଜର ଆସୁଛନ୍ତି ତାଙ୍କ ଲୁକ୍ କୁ ମଧ୍ୟ ଅଧିକ ଲୋକ ପସନ୍ଦ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏଲିନାଙ୍କ ଡ୍ୟାନ୍ସ ଓ ଡାଇଲାଗ କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *