ନାଚି କି ଧୂଳି ଉଡାଇଲେ ବାନର ସେନା, ଦେଖନ୍ତୁ ଏହି ମଜାଦାର Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହିତ ଅନେକ ଲୋକ ସୋସିଆଲ ମିଡିଆ ମାଧ୍ୟମରେ ନିଜ ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନେକ ସ୍ଥାନର ରାମନୀଳା ଦେଖିଥିବେ । ସାଧାରଣତ ଗାଁରେ ଅଧିକ ରାମନୀଳା ହୋଇଥାଏ । ରାମନୀଳା ଦେଖିବାକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ତେବେ ଭାଇରାଲ ହେଉଥିବା ଭିଡିଓଟି ହେଉଛି ଏକ ରାମନୀଳାର । ଅଧିକାଂଶ ରାମନୀଳା ସାଧାରଣ ଥାଏ ହେଲେ ଏହି ରାମନୀଳାଟି ସବୁଠାରୁ ଅନ୍ଯତମ କାରଣ ଏହି ରାମନୀଳାରେ ଆପଣ ହନୁମାନଙ୍କ ଭୂମିକା ଦେଖିଲେ ନିଜ ଆଖି ହଟେଇ ପାରିବେ ନାହିଁ ।

ଏହି ରାମନୀଳାଟି ହେଉଛି କୃଷ୍ଣ ପ୍ରସାଦ ରାମ ନାଟକ । ଏହି ରାମନୀଳାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ହେଲେ ଏଥର ପ୍ରଥମ ଥର ପାଇଁ ବାନର ସେନା ଏହି ରାମନୀଳାରେ ଧୂଳି ଉଡାଇ ଛନ୍ତି । ବନ୍ଧୁଗଣ ଯେଉଁ ବ୍ୟକ୍ତି ଜଣକ ଏହି ରାମନୀଳାରେ ହନୁମାନଙ୍କ ଭୂମିକା ପଦର୍ଶନ କରୁଛନ୍ତି ତାଙ୍କ ପ୍ରଶଂସା ଯେତେ କରିଲେ ବି ସରିବନି ।

ହନୁମାନଙ୍କର ଏତେ ଭିନ୍ନ ଓ ଜବରଦସ୍ତ ପଦର୍ଶନ ବୋଧେ ପ୍ରଥମ ଥର ଦେଖିବାକୁ ମିଳିଛି । ହନୁମାନଙ୍କ ଭୂମିକା ପଦର୍ଶନ କରୁଥିବା ବ୍ୟକ୍ତି ଜଣକ ସବୁ ରାମନୀଳା ଭଳି ଏହି ରାମନୀଳାରେ ମଧ୍ୟ ତାଣ୍ଡବ କରୁଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ରାମନୀଳା ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *