ଏମିତି Traffic Police ଆପଣ ଆଗରୁ କେବେ ବି ଦେଖି ନଥିବେ ! ଯାହାଙ୍କ କାମ ଆପଣଙ୍କମାନ କିଣିନେବ, Video ଦେଖିଲେ ଆପଣ ବି କରିବେ ତାଙ୍କର ପ୍ରଶଂସା

ନମସ୍କାର ବନ୍ଧୁଗଣ ତେବେ ସମସ୍ତେ ପୋଲିସ ର ନାମ ଶୁଣିଲେ ତାଙ୍କ ମନରେ କେବଳ ଦୁ-ର୍ନୀ-ତି କିମ୍ବା ଭ-ୟ ର ଚିତ୍ର ହିଁ ଆସିଥାଏ ତେବେ ସବୁ ପୋଲିସ ଏକା ଭଳି ନଥାନ୍ତି । ଏହା ଛଡା ଆପଣ ମାନେ ମଧ୍ୟ ନିଜ ଜୀଵନ ରେ ଅନେକ ପୋଲିସ ମାନଂକୁ ଦେଖିଥିବେ ଅନେକ ଟ୍ରାଫିକ ପୋଲିସ ଙ୍କୁ ଦେଖିଥିବେ ତେବେ କିଛି ପୋଲିସ ଟିକେ ଭଲ ଭାବରେ ବ୍ୟବହାର କରନ୍ତି ଆଉ କିଛି ପୋଲିସ ସର୍ଵଦା ଚି-ଡି-ଚି-ଡା ହୋଇ ବି-ର-କ୍ତ ହୋଇ ନିଜ କାମ କରିଥାନ୍ତି ।

ଏହାର କାରଣ ଆଠ ନଅ ଘଂଟା ଖରା ତରା ରେ ଛିଡା ହୋଇ ଅନବରତ କାର୍ଯ୍ୟ କରିବା । ତେବେ ଏହା ଭିତରେ ବର୍ତ୍ତମାନ ଏକ ଟ୍ରାଫିକ ପୋଲିସ ର ଭିଡିଓ ଖୁବ ଭା-ଇ-ରା-ଲ ହେଉଛି ଯେଉଁଥିରେ ଟ୍ରାଫିକ ପୋଲିସ ଜଣଙ୍କ ନିଆରା ଭାବରେ ଟ୍ରାଫିକ କୁ ନି-ୟ-ନ୍ତ୍ର-ଣ ରେ ରଖୁଛନ୍ତି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟ ରେ ଆଲୋଚନା କରି ନେବା । ତେବେ ଏହି ଟ୍ରାଫିକ ପୋଲିସ ଙ୍କ ନାମ ହେଉଛି ପ୍ରତାପ ଚନ୍ଦ୍ର ଖଣ୍ଡୁଆଳ, ସେ କେନ୍ଦ୍ରାପଡା ଜିଲ୍ଲା ର କୋରୁଆ ଗାଁ ରେ ବାସ କରନ୍ତି ।

ତେବେ ହୋମ ଗାର୍ଡ ଭାବରେ ସେ ୧୪ ବର୍ଷ କାମ କରିଲେଣି ଏବଂ ଏହି ଟ୍ରାଫିକ ରେ ୧୦ ବର୍ଷ । ତେବେ ସେମାନେ ତିନି ଭାଇ ଏବଂ ଗୋଟିଏ ଭଉଣୀ ସବୁ ବିବାହିତ । ତେବେ ଏହି କରୋନା ସମୟରେ ହିଁ ତାଙ୍କର ଗୋଟିଏ ପୁଅ ହୋଇଥିଲା ଯାହାକୁ ବର୍ତ୍ତମାନ ଗାଁରେ ଛାଡି ଦେଇଛନ୍ତି । ତେବେ ସେ କୁହନ୍ତି କି ଏହି ମହଙ୍ଗା ଦୁନିଆରେ କେବଳ ନଅ ହଜାର ଟଙ୍କା ରେ କିଛି ବି ହୋଇ ପାରେ ନାହିଁ ।

ଆନ୍ଧ୍ର ରେ ହୋମଗାର୍ଡ ଙ୍କୁ ଚବିଶ ହଜାର ମିଳୁଥିବା ବେଳେ ଏଠି ମାତ୍ର ନଅ ହଜାର । ଏତିକି ଟଙ୍କା ରେ ଭୁବନେଶ୍ୱର ରେ ରହିବା ବହୁତ ଅସୁବିଧା । ତେବେ ପ୍ରତାପ ନିଜର ନିଆରା ଢଂ-ଗ ରେ ଟ୍ରାଫିକକୁ ନି-ୟ-ନ୍ତ୍ର-ଣ କରିଥାନ୍ତି । ତେବେ ସେ ରାସ୍ତା ରେ ଅଭିନୟ ଏବଂ ନୃତ୍ୟ ପ୍ରଦର୍ଶନ କରି ଟ୍ରାଫିକ କୁ ନି-ୟ-ନ୍ତ୍ର-ଣ ରେ ରଖିଥାନ୍ତି ଏବଂ ଯିଏ ମୋବାଇଲ ରେ କଥା ହୁଅନ୍ତି ତାଙ୍କୁ ବାରଣ କରିବା ଏବଂ ହେଲମେଟ ଲଗେଇ ନଥିଲେ ତାଙ୍କୁ ହେଲମେଟ ଲଗେଇବାକୁ କହିବା ଆଦି ମଜାଦାରିଆ ଢଂ-ଗ ରେ ସେ ଲୋକ ମାନଙ୍କ ସହ ବହୁତ ଭଲ ବ୍ୟବହାର ମଧ୍ୟ କରିଥାନ୍ତି ।

ତେବେ ସେ କୁହନ୍ତି କି ସେ ନିଜ କାମ ପାଇଁ ବହୁତ ଖୁସି ଏବଂ ସେ ଜଣଙ୍କର ୪୮ ହଜାର ଟଙ୍କା ଫେରାଇ ଥିବାରୁ ମଧ୍ୟ ପୁରସ୍କାର ହଜାର ଟଙ୍କା ଦିଆଯାଇ ଥିଲା । ତେବେ କିନ୍ତୁ ଯଦି ତାଙ୍କ ଦରମା କୁ ବୃଦ୍ଧି କରାଯାଏ ତେବେ ସେ ଆହୁରି ଖୁସି ଏବଂ ଉତ୍ସାହ ରେ କାର୍ଯ୍ୟ କରିବେ । ଏହା ଛଡା ତାଙ୍କର ଏହି ନିଆରା ଢଂ-ଗ ରେ କାମ କରିବାକୁ ଲୋକମାନେ ମଧ୍ୟ ବହୁତ ପ୍ରଶଂସା କରିଛନ୍ତି ଏବଂ ଖୁସି ମଧ୍ୟ ହେଉଛନ୍ତି ।

Leave a Reply

Your email address will not be published. Required fields are marked *