Kuanri Bohu ସିରିଏଲ ର କଳାକାର ମାନେ ପିଲାବେଳେ କେମିତି ଦେଖା ଯାଉଥିଲେ, ଦେଖନ୍ତୁ ସେମାନଙ୍କ ପିଲା ବେଳର Photo

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସାରିତ ହେଉଥିବା ଧାରାବାହିକ ‘କୁଆଁରୀ ବୋହୁ’ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି ବହୁତ କମ ସମୟ ମଧ୍ୟରେ ଅଧିକ ଲୋକପ୍ରିୟତା ହାସଲ କରିଛି । ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଅଭିନୟ ପଦର୍ଶନ କରିଛନ୍ତି । ଏହି ସିରିଏଲର କଳାକାର ମାନେ ସୋ-ସି-ଆ-ଲ ମି-ଡି-ଆରେ କୌଣସି ନ କୌଣସି ହେତୁ ଚର୍ଚାରେ ରୁହନ୍ତି ।

ହେଲେ ବନ୍ଧୁଗଣ ଏହି ସିରିଏଲର କଳାକାର ମାନେ ତାଙ୍କ ପିଲା ଦିନରେ କିପରି ଦେଖାଯାଉଥିଲେ ଆପଣ ମାନେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି କଳାକାର ମାନଙ୍କ ପିଲା ଦିନର ଲୁକ୍ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସବିତା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସବିତା । ଆପଣ ମାନେ ସବିତାଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ସବିତା ନିଜ ସୁନ୍ଦରତା ପାଇଁ ବହୁତ ଚର୍ଚାରେ ରୁହନ୍ତି । ସେ ଏହି ସିରିଏଲରେ ନେଗେଟିଭ ଭୂମିକାରେ ନଜର ଆସୁଛନ୍ତି । ତା ହେଲେ ବନ୍ଧୁଗଣ ଏ ହେଉଛି ସବିତାଙ୍କ ପିଲା ଦିନର ଫଟୋ ।

ରାକେଶ ଧଳ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ରାକେଶ ଧଳ । ଏହି ସିରିଏଲରେ ଅଭିନୟ କରି ରାକେଶ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କ ଅଭିନୟକୁ ମଧ୍ୟ ଲୋକମାନେ ବେସ ଅଧିକ ପସନ୍ଦ କରୁଛନ୍ତି । ତା ହେଲେ ବନ୍ଧୁଗଣ ଏ ହେଉଛି ରାକେଶଙ୍କ ପିଲା ଦିନର ଫଟୋ ।

ବର୍ଷା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ବର୍ଷା । ବର୍ଷା ଏହି ସିରିଏଲରେ ନେଗେଟିଭ ଭୂମିକାରେ ନଜର ଆସୁଛନ୍ତି । ବର୍ଷାଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ବନ୍ଧୁଗଣ ଏ ହେଉଛି ବର୍ଷାଙ୍କ ପିଲା ଦିନର ଫଟୋ । ଫଟୋରେ ସେ ତାଙ୍କ ଭାଇଙ୍କ ସହ ନଜର ଆସୁଛନ୍ତି ।

ଶ୍ରଦ୍ଧା- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଶ୍ରଦ୍ଧା । ଶ୍ରଦ୍ଧା ଏହି ସିରିଏଲରେ ମୁଖ୍ୟ ଅଭିନେତ୍ରୀର ଭୂମିକାରେ ନଜର ଆସୁଛନ୍ତି । ଶ୍ରଦ୍ଧାଙ୍କ ଅଭିନୟ ଓ ସୁନ୍ଦରତାକୁ ଲୋକମାନେ ବେସ ଅଧିକ ପସନ୍ଦ କରୁଛନ୍ତି । ତେବେ ବନ୍ଧୁଗଣ ଏ ହେଉଛି ଶ୍ରଦ୍ଧାଙ୍କ ପିଲା ଦିନର ଫଟୋ ।

ମିଲନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଏହି ସିରିଏଲର ମୁଖ୍ୟ ଅଭିନେତା ମିଲନ । ଆପଣ ମାନେ ଏହି ସିରିଏଲରେ ମିଲନଙ୍କ ଜବରଦସ୍ତ ଅଭିନୟକୁ ନିଶ୍ଚୟ ଦେଖିଥିବେ । ଏ ହେଉଛି ମିଲନଙ୍କ ପିଲା ଦିନର ଫଟୋ । ତା ହେଲେ ବନ୍ଧୁଗଣ ଏହି ସମସ୍ତ କଳାକାରଙ୍କ ମଧ୍ୟରେ ଆପଣଙ୍କୁ ସବୁ ଠାରୁ ଅଧିକ କିଏ ଭଲ ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *