ବେକାରୀ ଙ୍କ ପାଇଁ ସବୁଠୁ ବଡ ଖୁସି ଖବର, ଘରେ ବସି ମାସକୁ ମାସ ପାଆନ୍ତୁ ଟଙ୍କା, ବାସ କରିବାକୁ ହେବ ଏହି କାମ, ଜଲ୍ଦି ଦେଖନ୍ତୁ

କରୋନା ଯୋଗୁ ପ୍ରାୟତଃ ଲୋକମାନେ ନିଜର ଚାକିରି, ବ୍ୟବସାୟ ଓ କାମ ଛାଡି ବେକାର ହୋଇ ଯାଇଛନ୍ତି । ଏମିତିରେ ସରକାର ବେକାରି ଲୋକମାନଙ୍କୁ ସହୟତାର ହାତ ବଢାଇଛନ୍ତି । ଯଦି ଆପଣ ଚାକିରି କରୁ ନାହାନ୍ତି ତଥାପି ଆପଣଙ୍କୁ ଟଙ୍କା ମିଳିବ । ଘର ବସି ବାଡି ମାସକୁ ମାସ ସ୍ୟାଲେରୀ ଭଳି ଟଙ୍କା ଆପଣଙ୍କୁ ମିଳିବ । ତେବେ ଏହା କେଉଁ ଯୋଜନା ଅଟେ ଚାଳନ୍ତୁ ଜାଣିବା । କରୋନା ଭଳି ସମୟରେ ବେକାରି ଲୋକମାନଙ୍କୁ ଭତ୍ତା ଦେବା ପାଇଁ ସରକାର ଆଗକୁ ଆସିଛନ୍ତି ।

ଅଟଳ ବିମିତ ବ୍ୟକ୍ତି କଲ୍ୟାଣ ଯୋଜନାରେ ଏକ ସ୍କିମ ଆରମ୍ଭ କରିଛନ୍ତି ସରକାର । କର୍ମଚାରୀ ରାଜ୍ୟ ବୀମା ନିଗମ ଏହି ସ୍କିମକୁ ଚଳାଇବ । ଅଟଳ ବିମିତ ବ୍ୟକ୍ତି କଲ୍ୟାଣ ଯୋଜନା ନାଁ ରେ ଏକ ଜନ ହିତକର ସ୍କିମ ଆରମ୍ଭ କରିଛନ୍ତି । କର୍ମଚାରୀ ରାଜ୍ୟ ବୀମା ନିଗମ ଏହି ସ୍କିମ ଚଳାଉଛନ୍ତି । ଚାକିରୀ ହରାଇ ବେରୋଜଗାର ହେଉଥିବା ଲୋକ ଙ୍କୁ ଆର୍ଥିକ ସହାୟତା ଦେବା ଏହି ସ୍କିମ ର ମୂଳ ଲକ୍ଷ ଅଟେ ।

ଜଣେ ବ୍ୟକ୍ତି ଚାହିଁଲେ ଅତି ବେଶୀ ରେ ତିନି ମାସ ପାଇଁ ଏହାର ଫାଇଦା ଉଠାଇ ପାରିବେ । ଅଟଳ ବିମିତ ବ୍ୟକ୍ତି କଲ୍ୟାଣ ଯୋଜନା ର ଲାଭ ଉଠାଇବା ପାଇଁ ଇ ଏସ୍ ଆଇସି ସହିତ ଜଡ଼ିତ କର୍ମଚାରୀ କେବଳ ଏଥିପାଇଁ ଆବେଦନ କରି ପାରିବେ । ସ୍କିମ ର ଫାଇଦା ନେବା ପାଇଁ ପ୍ରଥମେ ଆପଣ ଇ ଏସ୍ ଆଇସି ୱେବ ସାଇଡ଼ କୁ ଯାଆନ୍ତୁ । ସେଠାରେ ଆପଣ ଅଟଳ ବିମିତ ବ୍ୟକ୍ତି ଯୋଜନାର ଫର୍ମ ଡାଉନଲୋଡ କରନ୍ତୁ ।

ଫର୍ମ ଭରିବା ସହିତ ୨୦ ଟଙ୍କାର ନନ ଯୁଡିସିୟାଲ ଷ୍ଟାମ ପେପର ଉପରେ ନୋଟାରୀର ଏଫିଡେଫିଟ କରନ୍ତୁ । ଏହା ପରେ ESIC ଅଫିସରେ ଫର୍ମ ଜମା କରି ଦିଅନ୍ତୁ । ଯଦି ଆପଣଙ୍କ ସବୁ କାଗଜ ପତ୍ର ସଠିକ ଥିବ ତେବେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଚାଲିଯିବ । ପ୍ରାଇଭେଟ ଚାକିରି କରୁଥିବା ବ୍ୟକ୍ତି ଯଦି ଚାକିରି ଛାଡିବା ପରେ ବେକାରି ହୋଇ ଯାଉଛନ୍ତି ତେବେ ସେମାନେ ବି ଅଟଳ ବିମିତ ବ୍ୟକ୍ତି କଲ୍ୟାଣ ଯୋଜନାର ଲାଭ ନେଇ ପାରିବେ । ଯେଉଁ ବ୍ୟକ୍ତିର ସ୍ୟାଲେରୀ ୨୧ ହଜାର ଟଙ୍କାରୁ କମ ହୋଇଥିବ ଓ କମ୍ପାନୀ ଶ୍ୟାଲେରୀରୁ ପ୍ରତି ମାସରେ ପିଏଫ, ଇଏସଆଇ କଟୁଥିବ ତେବେ ସେମାନେ ହିଁ ଏହାର ଲାଭ ନେଇ ପାରିବେ ।

ସବୁଠୁ ଗୁରୁତ୍ଵ ପୂର୍ଣ କଥା ହେଉଛି କି ଚାକିରି ହରାଇ ବେକାରି ହେବାର ୩୦ ଦିନ ପରେ ଆପଣ ଏହି ଯୋଜନାର ଲାଭ ନେଇ ପାରିବେ । କରୋନାକୁ ଦ୍ରୁଷ୍ଟିରେ ରଖି ଏହି ଅଟଳ ବିମିତ ବ୍ୟକ୍ତି କଲ୍ୟାଣ ଯୋଜନାର ସମୟ ସୀମାକୁ ସରକାର ୩୦ ଜୁନ ୨୦୨୨ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ପ୍ରଥମେ ଏହି ଯୋଜନର ଶେଷ ତାରିଖ ୨୧ ଜୁନ ୨୦୨୧ ଥିଲା । ଅଟଳ ବିମିତ ବ୍ୟକ୍ତି କଲ୍ୟାଣ ଯୋଜନା ଦେଖାଇଛି ବଞ୍ଚିବାର ରାସ୍ତା । ୫୦ ହଜାର ରୁ ଅଧିକ ବ୍ୟକ୍ତି ଏହି ଯୋଜନା ର ଲାଭ ପାଇ ପାରିଛନ୍ତି ।

Leave a Reply

Your email address will not be published. Required fields are marked *