ଭାଇରାଲ ହେଲେ Dancing ନନା, ନାଚି କୁଦି ମନ୍ତ୍ର ପଢି ନନା କଲେ ଏମିତି ଗଣେଶ ପୂଜା, ଦେଖିଲେ ହସି ହସି ଗଡିବେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ନିଶ୍ଚିତ ଆପଣ ମାନେ ଜାଣିଥିବେ କି ପାର୍ବଣ ର ମାସ ଆସିଲାଣି ଏବଂ ସବୁ ପର୍ବ ଏବଂ ଉତ୍ସବ ପାଳନ ମଧ୍ୟ ଆରମ୍ଭ ହୋଇ ଗଲାଣି । ତେବେ ଆପଣ ମାନେ ଅନେକ ପୂଜା କରୁଥିବା ନନା ଙ୍କୁ ତ ନିଶ୍ଚୟ ଦେଖିଥିବେ ତେବେ କଣ ଡାନ୍ସ କରି ପୂଜା କରୁଥିବା ନନା ଙ୍କୁ ଦେଖିଛନ୍ତି ? ତେବେ ଆସନ୍ତୁ ଜଣେ ସେହି ଭଳି ମର୍ଡନ ନନା ଙ୍କ ବିଷୟରେ ଆଲୋଚନା କରି ନେବା ।

ତେବେ ବର୍ତ୍ତମାନ ଭାଦ୍ରବ ମାସ ତେବେ ଏହି ମାସ ର ଶୁକ୍ଳ ପକ୍ଷ ତିଥିରେ ପ୍ରଭୁ ଶ୍ରୀଗଣେଶ ଙ୍କ ପୂଜା କରାଯାଏ ଅର୍ଥାତ ଗଣେଶ ଚତୁର୍ଥୀ ପାଳନ କରାଯାଏ । ତେବେ ଗଣେଶ ପୂଜା ଘରେ ଘରେ ସାହି ସାହି ସ୍କୁଲ କଲେଜ ଆଦି ରେ ସବୁଠି ଗଣେଶ ପୂଜା କରାଯାଇଥାଏ । ତେବେ ଏହି ଗଣେଶ ପୂଜା ସମୟରେ ସବୁଠାରୁ ଅଧିକ ଚାହିଦା ରେ ଥାଆନ୍ତି ନନା ମାନେ । କାରଣ ଏହି ସମୟରେ ନନା ମିଳିବା ବହୁତ କଷ୍ଟ କର ହୋଇ ଯାଇଥାଏ ।

କିନ୍ତୁ ବର୍ତ୍ତମାନ ଜଣେ ମର୍ଡନ ଯୁଗର ନନା ଙ୍କୁ ଦେଖିବାକୁ ମିଳୁଛି ଯିଏ କି କେବଳ ଶ୍ଳୋକ କିମ୍ବା ମନ୍ତ୍ର ବନ୍ଦନା ନୁହେଁ ବରଂ ନିଜର ନୃତ୍ୟ ପ୍ରଦର୍ଶନ ରେ ଭଗବାନ ଙ୍କ ହୋମ ଏବଂ ପୂଜା ଅର୍ଚ୍ଚନା କରୁଛନ୍ତି । ତେବେ ବର୍ତ୍ତମାନ ସୋ-ସି-ଆ-ଲ ମି-ଡ଼ି-ଆ- ରେ ଏକ ଭିଡିଓ ଭା-ଇ-ରା-ଲ ହେଉଛି ଯେଉଁଥିରେ ଏକ ସ୍ଥାନରେ ଗଣେଶ ପୂଜାର ଆୟୋଜନ କରାଯାଇଥିଲା ଏବଂ ନନା ସେଠାରେ ହୋମ ଏବଂ ପୂଜା କରିବା ପାଇଁ ଆସିଥିଲେ ।

ତେବେ ସେହି ସମୟରେ ନନା ଏକ ଅଲଗା ପ୍ରକାରର ଢଂଗ ରେ ପୂଜା କଲେ ପ୍ରଥମେ ଶ୍ଳୋକ ଏବଂ ମନ୍ତ୍ର କୁ ଅଲଗା ଗୀତ ସ୍ୱର ରେ ଗାଇବା ଆରମ୍ଭ କଲେ ଏବଂ ବସି ଆବୃତ୍ତି ମଧ୍ୟ କଲେ ।
ଏହା ପରେ କିଛି ସମୟ ପରେ ନନା ଛିଡା ହୋଇ ନୃତ୍ୟ କରି ଗଣେଶ ଙ୍କ ପୂଜା ଅର୍ଚ୍ଚନା କରିଲେ ଏବଂ ନାଚିବାକୁ ଲାଗିଲେ ତେବେ ନନା ଙ୍କୁ ଦେଖି ସେଠାରେ ଉପସ୍ଥିତ ପିଲାମାନେ ମଧ୍ୟ ଏହି ଭଳି କରିବା ଆରମ୍ଭ କରିଦେଇ ଥିଲେ ।

ତେବେ ବର୍ତ୍ତମାନ ଏହି ନନା ଙ୍କ ଭିଡିଓ ସୋ-ସି-ଆ-ଲ ମି-ଡ଼ି-ଆ- ରେ ଖୁବ ଜୋରରେ ଭା-ଇ-ରା-ଲ ହେଉଛି ଏବଂ ଲୋକମାନେ ଅଧିକ ସେ-ୟା-ର ମଧ୍ୟ କରୁଛନ୍ତି ଏହି ଭିଡିଓ କୁ । ତେବେ ଏହି ମର୍ଡନ ନନା ଙ୍କ ବିଷୟରେ ଜାଣି ଆପଣଂକୁ କିପରି ଲାଗିଲା ନିଜର ମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *