Majadar Jokes- ଜଣେ ଲେଡି ଟୀଚର ନିଜ ବ୍ଳାଉଜ ରେ ଗୋଲାପ ଖୋସିଥିଲା ଓ ପିଲାଙ୍କୁ ପଚାରିଲା ଗୋଲାପ କୁ ପୋଷଣ କେଉଁଠାରୁ ମିଳେ ? ଆଉ ତା’ ପରେ…

ଆଜିର ବ୍ୟସ୍ତବହୁଳ ଜୀବନରେ ପ୍ରତ୍ଯେକ ମଣିଷ ଟେନସନରେ ରହୁଛନ୍ତି ଓ ଏହା ଯୋଗୁଁ ଅନେକ ପ୍ରକାର ରୋଗ ମଧ୍ୟ ଘେରି ପକାଉଛି । ଡାକ୍ତରଙ୍କ ମତରେ ମଣିଷ ଭିତରୁ ଖୁସି ରହିଲେ ହିଁ ସୁସ୍ଥ ରହି ପାରିବ । ଆପଣ ଏହି ଲୋକକଥା ଟି ନିଶ୍ଚୟ ଶୁଣିଥିବେ କୁ, ‘laughter is the best medicine’ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ହସକଥା ନେଇ ଆସିଛୁ ଯାହା ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭାଇରାଲ ହେଉଛି । ଆମର ବିଶ୍ବାସ ଯେ ଏହା ପଢିବା ପରେ ଆପଣ ନ ହସି ରହି ପାରିବେ ନାହିଁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

Joke-1

ଶିକ୍ଷକ: ଦୁନିଆରେ ସମୁଦାୟ ଦେଶ ସଂଖ୍ୟା କେତେ ?

ରାଜୁ: କେବଳ ଭାରତ ହିଁ ଗୋଟିଏ ଦେଶ ସାର ।

ଶିକ୍ଷକ: ତା ହେଲେ ଆମେରିକା, ଫ୍ରାନ୍ସ, ଇଂଲଣ୍ଡ, ପାକିସ୍ତାନ, ଜର୍ମାନୀ ଓ ଅନ୍ୟ ଦେଶ ସବୁ କଣ ?

ରାଜୁ: ସାର ସେ ସବୁ ବିଦେଶ ।

Joke-2

ଦିନେ ବଣ୍ଟି ପପୁକୁ ପଚାରିଲା:

ସାଙ୍ଗ ଗୋଟେ କଥା କହ ତ, ସ୍କୁଲ ସ୍ତ୍ରୀଳିଙ୍ଗ ନା ପୁଲିଙ୍ଗ ?

ପପୁ କିଛି ଚିନ୍ତା କରି କହିଲା:

ସାଙ୍ଗ ଏଇ କଥା ତା ମୁଁ ବି ଆଜି ଯାଏ ବୁଝି ପାରୁନି,

କାରଣ ସ୍କୁଲର ଘଣ୍ଟା ବି ଅଛି ଆଉ ପିରିୟଡ ବି ।

Joke:3

ସୋନୁକୁ ଗୋଟେ ଝିଅ କାରରେ ଧ-କ୍କା ମା-ରି-ଦେ-ଲା ।

ଆ-ହ-ତ ହୋଇ ସେ ଡାକ୍ତରଙ୍କ ପାଖକୁ ଗଲା ।

କ୍ଷତ ବାନ୍ଧୁଥିବା ବେଳେ ଡାକ୍ତର ବାବୁ କହିଲେ:-

ଯଦି ତୁମେ ଦେଖିଲ କି ଝିଅଟି କାର ଚଲାଉଛି

ତା’ହେଲେ ତୁମେ ରାସ୍ତାରୁ ଦୂରେଇ ଗଲନି କାହିଁକି ?

ସୋନୁ ଏକଦମ ଚିଡି ଯାଇ କହିଲା:

ଆବେ କେଉଁ ରାସ୍ତା ? କେମିତି ରାସ୍ତା ?

ମୁଁ ତ ଗାର୍ଡେନରେ ଶୋଇଥିଲି ।

Joke-4

ନୂଆ ନୂଆ ବାହାଘର ପରେ ପତ୍ନୀ ହାତରନ୍ଧା ପ୍ରଥମ ଥର ଖାଇଲା ପତି ।

ଟିକେ ବେଶୀ ରାଗ ଥିଲା ହେଲେ ବି ସେ କଥା ଖରାପ କରିବାକୁ ଚାହୁଁ ନଥିଲା ।

ପତି: ଖାଇବା ବହୁତ ବଢିଆ ହେଇଛି ।

ପତ୍ନୀ: କିନ୍ତୁ ପତିଦେବ ଆପଣ କାନ୍ଦୁଛନ୍ତି କଣ ପାଇଁ ?

ପତି: ଖୁସି ରେ ଲୁହ ପଳେଇ ଆସୁଛି ।

ପତ୍ନୀ: ଆଉ କଣ ଦେବି କି ?

ପତି: ନା ନା ଥାଉ, ମୁଁ ଆଉ ଖୁସି ବରଦାସ୍ତ କରି ପାରିବିନି ।

Joke-5

ପତ୍ନୀ: ହେଲୋ! କୋଉଠି ଅଛ ?

ପତି: ମୋଟିବେଟ କରୁଛି ।

ପତ୍ନୀ: କାହାକୁ ?

ପତି: କାହାକୁ ମାନେ କଣ ?

ତୋର ୱେଟ କରିଛି ଗୋଟିଏ ଘଣ୍ଟା ହେଲାଣି… ମୋଟି !

Joke-6

ପତି: ଦେଖିଲ, ମାଲିକ ଘରଭଡା ନେବାକୁ ବାହାରେ କବାଟ ବାଡାଉଛି

ତାକୁ କହି ଦିଅ କି ମୁଁ ଘରେ ନାହିଁ

ପତ୍ନୀ: କିନ୍ତୁ ତୁମେ ତ କେବେ ମିଛ କୁହନି !

ପତି: ହାଁ, ସେଥିପାଇଁ ତ ତୁମକୁ ପଠଉଛି !

Joke-7

ଲେଡି ଟୀଚର ନିଜ ବ୍ଳାଉଜ ରେ

ଗୋଲାପ ଖୋସିଥିଲା…

ସେ ପିଲା ମାନଙ୍କୁ ପଚାରିଲା

ପିଲାମାନେ ଗୋଲାପ କୁ ପୋଷଣ କେଉଁଥିରୁ ମିଳିଥାଏ ?

ପିଲା-ଦୁଧ ରୁ

ମ୍ୟାଡମ- ନା’ ପିଲାମାନେ, ପାଣି ରୁ…

ହାରାମୀ ପିଲା- ମ୍ୟାଡମ ଆମେ କେମିତି ଜାଣିଲୁ, ଗୋଲାପ ନାଡ ତ…

ଭିତରୁ ଆସିଛି…

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *