ଜେଲରେ ବସି Naba Das ଙ୍କ ଝିଅ ଦୀପାଳୀ ପାଇଁ କାନ୍ଦୁଛି ଗୋପାଳ, ଆଉ କହୁଛି କିଛି ଏମିତି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନବ ଦାସଙ୍କ ଝିଅ ପାଇଁ ଜେଲ୍ ରେ କାନ୍ଦୁଛି ଗୋପାଳ । ତେବେ ଏପରି କିଛି ଖବର ବର୍ତ୍ତମାନ ସମୟରେ ଆସି ପହଞ୍ଚିଛି । ତେବେ ଗୋପାଳ ଦେଶ ଦୁନିଆରେ ପ୍ରତ୍ଯେକ ଦିନ କଣ ଘଟୁଛି । ତାହା ଜାଣିବାକୁ ସବୁବେଳେ ଇଛା କରିଥାଏ । ତେଣୁ ଗୋପାଳ ପେପର ପଢିବାକୁ ମଧ୍ୟ ରୁଚି ରଖିଥାଏ । ତେବେ ଗୋପାଳ ମନ୍ତ୍ରୀ ନବ ଦାସଙ୍କୁ guli  କରି ହତୟଆ କରିବା ପରେ ତାକୁ ଝାରସୁଗୁଡା ସବଜେଲରେ ରଖି ତା’ ଉପରେ ତଦନ୍ତ କରାଯାଉଥିଲା ।

ହେଲେ ବର୍ତ୍ତମାନ ସମୟରେ ଗୋପାଳ ଚୌଦାର ଜେଲ୍ ରେ ରହିଛି । ତେବେ ସେହି ଚୌଦାର ଜେଲ୍ ରେ ରହିଥିବା ସମୟରେ ଗୋପାଳ ସେଠାରେ ଗୋପାଳର ସୁରକ୍ଷା ଦାୟିତ୍ଵରେ ରହିଥିବା ୱାଡ଼ରଙ୍କ ଠାରୁ ପରାମର୍ଶ ନେଇ ଖବର କାଗଜ ପଢିବାକୁ କହିଥାଏ । ତେବେ ଜେଲ୍ ରେ ରହିଥିବା ୱାଡ଼ରଙ୍କ ଠାରୁ ଖବର କାଗଜ ଆଣି ପଢିଥାଏ ।

ତେବେ ଗୋପାଳ ହଟାତ ଖବର କାଗଜ ପଢୁ ପଢୁ ଖବର କାଗଜରେ ତା’ ସାମ୍ନାକୁ ମନ୍ତ୍ରୀ ନବ ଦାସ ଝିଅ ଦୀପାଳି ନିଜ ବାପାଙ୍କ ସ୍ମୃତିରେ ଏକ ଆମ୍ବୁଲାନ୍ସ ଦେଇଛନ୍ତି ବୋଲି ଦେଖିବାକୁ ପାଇଯାଇଥିଲା । ତେବେ ଗୋପାଳ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ଦେଖିଲା ପରେ ତା’ ର ମନ ବହୁତ ଦୁଃଖିତ ହୋଇଯାଇଥିଲା । କାରଣ ନବ ଦାସଙ୍କୁ ସେ ନିଜର ରାଗ ଅନୁସାରେ ସିନା ମା-ରିଦେଲା । ହେଲେ ନବ ଦାସର ପୁଅ ଭିଷାଲ ଓ ଝିଅ ଦୀପାଳିକୁ ସବୁ ଦିନ ପାଇଁ ବାପା ଛେଉଣ୍ଡ କରିଦେଲା ।

କାରଣ  ଗୋପାଳ ମଧ୍ୟ ଜଣେ ସାଂସାରିକ ମଣିଷ ଅଟେ । ତା’ ର ମଧ୍ୟ ଘର ସଂସାର ରହିଛି । ତେବେ ଗୋପାଳର ସ୍ତ୍ରୀ, ପୁଅ ଓ ଝିଅ ଘରେ ସମସ୍ତେ ରହିଛନ୍ତି । ତେବେ ବାପାଙ୍କ ଅନୁପସ୍ଥିତିରେ ପୁଅ ଓ ଝିଅ ତଥା ଘର ପରିବାରର କଣ ଯେ ଅବସ୍ତା ହୁଏ । ଗୋପାଳ ମଧ୍ୟ ସବୁ ଜାଣିଛି । ତେଣୁ ସେ ସିନା ନବ ଦାସଙ୍କୁ ରାଗ ବଶତଃ guli କରି ମା-ରି ଦେଇଛି ।

ହେଲେ ଗୋପାଳ ଭିତରେ ଥିବା ହୃଦୟ ଗୋପାଳକୁ ବାରମ୍ବାର ପଚାରୁଛି । ଜଣେ ବାପାଙ୍କୁ ମାରି ତା’ ପୁଅ ଓ ଝିଅକୁ ବାପା ଛେଉଣ୍ଡ କରିଦେଇଥିବାରୁ ଖବର କାଗଜରେ ଦୀପାଳିକୁ ଦେଖି ଭାବ ବିହ୍ଵଳ ହୋଇ ଗୋପାଳ କାନ୍ଦି ପକାଇଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *