ଏତେ ଦିନ ପରେ ମୁହଁ ଖୋଲିଲେ ଦୀପାଳି ! ବାପା Naba Das ଙ୍କ ମୃତ୍ୟୁକୁ ନେଇ କହିଲେ ଏମିତି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୁହଁ ଖୋଲିଲେ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି । ତେବେ ଦୀପାଳିଙ୍କ କହିବା ଆଧାରରେ ମୋ ବାପା ଝାରସୁଗୁଡା ବାସୀଙ୍କୁ ବହୁତ ଅଧିକ ଭଲ ପାଉଥିଲେ । ଝାରସୁଗୁଡାବାସୀଙ୍କୁ ସେ ନିଜ ପରିବାର ଭଳି ଭଲ ପାଉଥିଲେ । ତେବେ ମୋ ବାପା ଆମ ସମସ୍ତଙ୍କ ଗହଣରେ ନ ରହି ଚାଲିଯାଇଛନ୍ତି ସତ କିନ୍ତୁ ଝାରସୁଗୁଡାର ଉନ୍ନତିର ମଙ୍ଗ ଆମ ଉପରେ ଧରେଇ ଦେଇଯାଇଛନ୍ତି ।

ତେବେ ଖାଲି ମୁଁ କାହିଁକି ସମସ୍ତ ଝାରସୁଗୁଡାବାସୀଙ୍କ ମିଳିତ ଉଦ୍ୟମରେ ଆମେ ଝାରସୁଗୁଡାର ଉନ୍ନତି କରିପାରିବା । ସମସ୍ତେ ଚାହିଁଲେ ହିଁ ଆମେ ସବୁ କିଛି ଉନ୍ନତି ମୂଳକ କାର୍ଯ୍ୟ କରିପାରିବା । ତେବେ ସମସ୍ତଙ୍କ ମନ ଏକ ହୋଇଲେ ହିଁ ନିଶ୍ଚୟ ଆଗାମୀ ସମୟରେ ଝାରସୁଗୁଡାକୁ ଉନ୍ନତ କରିପାରିବା । ତେବେ ନିଜ ବାପା ନବ ଦାସଙ୍କ ହତୟଆ ସମ୍ପର୍କରେ ଝିଅ ଦୀପାଳି ମଧ୍ୟ କିଛି ପ୍ରତିକ୍ରିୟା ରଖିଛନ୍ତି ।

ମୋ ବା-ପାଙ୍କ ହତୟଆ ପଛରେ ଅସଲ ଷଡଯନ୍ତ୍ର କଣ ରହିଛି । ତାହାକୁ କ୍ରା-ଆ ଇ-ମବ୍ରାଞ୍ଚ ଟିମ ତଦନ୍ତ କରୁଛି । ତେବେ ଯାହାବି ତଦନ୍ତର ରେଜଲ୍ଟ ଆସିବ । ତାହାକୁ ଆମେ ସମସ୍ତେ ଜାଣିବାକୁ ପାଇବୁ । ତେବେ ବାପାଙ୍କ ପରଲୋକ ପାଇଁ ମୁଁ ଓ ପରିବାର ଲୋକ ବହୁତ ଦୁଃଖିତ ଓ ମର୍ମାହତ ଅଛୁ । ତେଣୁ ଏହି ବିଷୟରେ ମୁଁ ନିଜସ୍ୱ ଅଧିକ କିଛି ପ୍ରତିକ୍ରିୟା ରଖିବାକୁ ଚାହେଁ ନାହିଁ ।

ତେବେ ନିଜ ବାପା ନବ ଦାସଙ୍କ ସମ୍ପର୍କରେ ଝିଅ ଦୀପାଳିଙ୍କ ମୁହଁରୁ ଏପରି କିଛି ମଧ୍ୟ ଶୁଣିବାକୁ ମିଳିଛି । ତେବେ ଝିଅ ଦୀପାଳିଙ୍କ କହିବା ଅନୁସାରେ ମୋ ବାପାଙ୍କୁ ସମସ୍ତେ ଭଲ ପାଇଥାନ୍ତି । ତେଣୁ ସେ ନିଜ ପାର୍ଟିର ଲୋକ ହୁଅନ୍ତୁ ବା ଅନ୍ୟ ବିରୋଧୀ ପାର୍ଟି ହୁଅନ୍ତୁ । ତେବେ ମୋ ବାପାଙ୍କ ପରଲୋକ ପାଇଁ ରାଜନୈତିକ ମଣ୍ଡଳରେ ମଧ୍ୟ ଦୁଃଖର ଛାୟା ଖେଳିଯାଇଥିଲା । ତେଣୁ ଏହା ହେଉଛି ଗଣତନ୍ତ୍ର ରାଷ୍ଟ୍ର ।

ଏଠି ସମସ୍ତଙ୍କର ନିଜସ୍ୱ ମତ କହିବାର ନିଜର ସ୍ଵତନ୍ତ୍ର ଅଧିକାର ମଧ୍ୟ ରହିଛି । ତେଣୁ ଯାହାକୁ ଯାହା ଠିକ ଲାଗୁଛି ସେମାନେ ନିଜ ନିଜର ମତ ନିଶ୍ଚୟ ରଖିପାରିବେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *