ମିନତୀ ବହିଦାର କହିଲେ ‘ଗୋପାଳ ପାଇଁ ମୁଁ ଦହି ପଖାଳ, ଶୁଖୁଆ ଭଜା,ମାଛ ଭଜା ଯାହା ସେ ଖାଇବ ସବୁ ନେଇକି ଯିବି, କାରଣ ସେ ଯେଉଁ ମତେ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୋପାଳ ପାଇଁ ପଖାଳ, ଶୁଖୁଆ ଆଉ ମାଛ ଭଜା ନେଇକି ଜିବି । ତେବେ ସୂଚନା ମୁତାବକ ମିନତୀ ବହିଦାରଙ୍କ କହିବା ଅନୁଯାଇ ଗୋପାଳ ଦାସକୁ ମୁଁ ଦିନେ ନା ଦିନେ ନିଶ୍ଚୟ ଦେଖା କରିବାକୁ ଜିବି । ଥରେ କାହିଁକି ୩  ରୁ ୪  ଥର ଯେତେବେଳେ ଇଚ୍ଛା ଥିବ ତାକୁ ଦେଖା କରିବାକୁ ଚାଲିଜିବି । କାରଣ ଗୋପାଳ ମୋ ପାଇଁ ସାକ୍ଷାତ ଭଗବାନଙ୍କର ରୂପ ଅଟେ । ସେ ଜେଲ ଭିତରେ ରହିକି ଭଜନ ଗୀତ ଗାଉଛି ।

କାରଣ ଗୋପାଳ ଜଣେ ବହୁତ ଲୋକଟି ଅଟେ । ସେ ଜାଣିଥିଲା । ଯଦି ମନ୍ତ୍ରୀ ନବ ଦାସ ମ-ରିନଥାନ୍ତା । ତାହେଲେ ଓଡିଶା ପୁରା ଭାସିଯାଇଥାନ୍ତା । ତେଣୁ ସେ ମନ୍ତ୍ରୀ ନବ ଦାସକୁ ମା-ରିଦେଇଛି । ତେଣୁ ନବ ଦାସକୁ ମା-ରି-କି ଗୋପାଳ ଦାସ ମଧ୍ୟ କିଛି ପଶ୍ଚତପ ମଧ୍ୟ କରୁ ନାହିଁ । ତେବେ ପଶ୍ଚତାପ ମଧ୍ୟ ଗୋପାଳ କାଇଁକି କରିବ । କାରଣ ଆମ ଶରୀରରେ ମଶା କା-ମୁଡିଲା ପରେ ଆମେ ତାକୁ ମା-ରିଦେଉଛୁ । ତାପରେ ମଶାକୁ ମା-ରିକି ମଣିଷ କଣ ଦୁଃଖ ପଶ୍ଚାତାପ କରେ କି !

ତେବେ ଗୋପାଳ ମଧ୍ୟ ଖରାପ ଲୋକକୁ ମା-ରି-ଛି । ତେଣୁ ସେ କୌଣସି ପ୍ରକାର ଭୁଲ୍ କିଛି କରି ନାହିଁ । ଯେତେବେଳେ ମୁଁ ଚୌଦାର ଯାଇଥିବୀ । ସେତେବେଳେ ଗୋପାଳକୁ ଦେଖା କରିବାର ଟାଇମିଙ୍ଗ ପଚାରି ବୁଝିକି ଆସିବି । ସେହି ସମୟରେ ହିଁ ମୁଁ ଯାଇ ଗୋପାଳ ଦାସକୁ ଦେଖା କରିବି ।

ଜେଲ୍ ଭିତରକୁ ତ ଖାଇବା ନେଇକି ଯିବାର ଅନୁମତି ମିଳିବ ନାହିଁ । ଯଦି ଅନୁମତି ମିଳିଯାଏ । ତେବେ ଗୋପାଳ ପଖାଳ ଖାଇବ ବୋଲି କହୁଥିଲା । ତେଣୁ ମୁଁ ତା’ ପାଇଁ ପଖାଳ ଭାତ, ଶୁଖୁଆ ଭଜା, ମାଛ ଭଜା, ଆଳୁ ଓ ବାଇଗଣ ଭର୍ତ୍ତା ଯାହା କହିବ ତାହା ନେଇକି ଜିବି । ଆଉ ଯେତେବେଳେ ଗୋପାଳ ଘରକୁ ମୁକୁଳିକି ଆସିବ । ସେତେବେଳେ ଆଗେ ମୁଁ ତାକୁ ବନ୍ଦାପନା କରି ମୋ ଘରକୁ ପାଛୋଟିକି ନେଇ ଆସିବି ।

ମୋର ବିଶ୍ବାସ ଗୋପାଳ ଦାସ ବହୁତ ଶୀଘ୍ର ଜେଲରୁ ମୁକୁଳି ଜୀବ ତେବେ ମିନତୀ ବହିଦାର ଏପରି କିଛି କହିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଆପଣ ମାନଙ୍କୁ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *