ନବଙ୍କ ଝିଅ Dipali କୁ ହରେଇବା ପାଇଁ କିଏ ରଚୁଛି ଷଡଯନ୍ତ୍ର ? କିଏ ଏହି ଟଙ୍କଧର ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ ଉପରେ ପଡିଲା ରାଜନୀତିର ବୋଝ । କିଏ ସେହି ଟଙ୍କଧର । ଯାହାର ରାଜନୀତିରେ ଏଣ୍ଟ୍ରି ଦୀପାଳି ଦାସଙ୍କ ରାଜନୀତି କ୍ଯାରିଅର ଲଗାଇଦେବ ପୂର୍ଣ୍ଣଛେଦ ବୋଲି ଚର୍ଚା ଉଠୁଛି । ତେବେ ନବ ଦାସ ଚାଲିଯିବା ପରେ ରାଜନୀତିରେ ସୃଷ୍ଟି ହୋଇଥିବା କ୍ଷତିକୁ ପୂରଣ କରାଯିବା କଥାକୁ ନେଇ ଉପ ନିର୍ବାଚନ ଆଗାମୀ ସମୟରେ ହେବା ପାଇଁ ଯାଉଛି ।

ତେବେ ନିଜ ବାପା ନବ ଦାସଙ୍କ ଦେହାନ୍ତ ପରେ ଝିଅ ଦୀପାଳି ଦାସ ରାଜନୀତିରେ ବାପାଙ୍କ ସ୍ଥାନକୁ ପୂରଣ କରିବା ପାଇଁ ଅଣ୍ଟା ଭିଡି ବସିଥିଲେ । ତେବେ ଦୀପାଳି ଦାସଙ୍କ ଉପରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଆଶ୍ରୀବାଦ ରହିଛି ବୋଲି ସବୁଠି ଚର୍ଚା ଉଠୁଛି । ତେବେ ବିଜେଡିରେ ନବ ଦାସଙ୍କ ପରେ ଝିଅ ଦୀପାଳି ଦାସଙ୍କୁ ଟିକେଟ ମିଳିବାର ଶତ ପ୍ରତିଶତ ମଧ୍ୟ ଚାନ୍ସ ରହିଥିଲା । ତେବେ ବର୍ତ୍ତମାନ ରାଜନୀତିର ନିର୍ବାଚନ ପାଇଁ ପରିବେଶ ଯେତିକି ସରଗରମ ହୋଇ ଉଠିଥିଲା ।

ଏବେ ଜଣେ ନୂଆ ଚେହରାର ରାଜନୀତିରେ ପ୍ରବେଶ ପାଇଁ ସବୁଆଡେ ଚର୍ଚା ହେଉଛି । ତେବେ ସେ ଆଉ କିଏ ନୁହେଁ । ସେ ହେଉଛନ୍ତି ଟଙ୍କଧର । ତେବେ ଚର୍ଚା ହେଉଛି ଯେ ଟଙ୍କଧର ଉପନିର୍ବାଚନ ଲଢି ବିଧାନସଭାରେ ଫାଙ୍କା ପଡିଥିବା ଆସନକୁ ହାତେଇ ପାରନ୍ତି । ତେବେ ଟଙ୍କଧର କୁଆଡେ ବିଜେପି ପକ୍ଷରୁ ଟିକେଟ ପାଇ ରାଜନୀତି ନିର୍ବାଚନରେ ଦୀପାଳି ଦାସ ଙ୍କୁ ଟକ୍କର ମଧ୍ୟ ଦେଇପାରନ୍ତି ।

ତେବେ ରାଜନୀତିର ଦୀପାଳି ଦାସ ଯେପରି ଯେପରି ନୂଆ । ସେହିପରି ଟଙ୍କଧର ମଧ୍ୟ ପ୍ରଥମ କରି ରାଜନୀତିରେ ପାଦ ଦେଇ ନିର୍ବାଚନ ଲଢିବେ ବୋଲି ପ୍ରସ୍ତୁତ ହେଉଛନ୍ତି । ତେବେ ଟଙ୍କଧର ରହୁଥିବା ଏରିଆରେ ମଧ୍ୟ ତାଙ୍କର ଫ୍ୟାନ ଓ ଫୋଲୋଇଙ୍ଗ ବହୁ ମାତ୍ରାରେ ରହିଛନ୍ତି । ତେବେ ଏତେ ମାତ୍ରରେ ଯାହାର ସମର୍ଥକ ସଂଖ୍ୟା ଥିବ ।

ସେହିଭଳି ଟାଣୁଆ ପାର୍ଥୀ ଆଗରେ ଫିକା ପଡିଯିବେ କି ନବ ଦାସଙ୍କ ଝିଅ ଦୀପାଳି ଦାସ ସେହି କଥା ଏବେ ଚା’ ଖଟି ଠାରୁ ଆରମ୍ଭ କରି ଝାରଶୁଗୁଡା ବ୍ୟାପୀ ସବୁଠାରେ ଆଲୋଚନା ହେଉଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *