ମୁଖ୍ୟମନ୍ତ୍ରୀ Naveen Patnaik ମୁମ୍ବାଇରେ ଭେଟିଲେ ବିଶିଷ୍ଠ ଶିଳ୍ପପତି Mukesh Ambani, ଆଉ କହିଲେ କିଛି ଏପରି କଥା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୁମ୍ବାଇରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁକେଶ ଅମ୍ବାନୀ । ତେବେ ସୂଚନା ମୁତାବିକ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ ସମୟରେ ମୁମ୍ବାଇ ଗସ୍ତରେ ଅଛନ୍ତି । ତେବେ ମୁମ୍ବାଇ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତର ବିଶିଷ୍ଠ ବିଜିନେସ ମ୍ୟାନ ମୁକେଶ ଅମ୍ବାନିଙ୍କ ସହ ଏକ ସୌଜନମୂଳକ ସାକ୍ଷାତ କରିଥିଲେ ।

ତେବେ ମୁମ୍ବାଇ ଠାରେ ଥିବା ସମୟରେ ରିଲାଏନ୍ସ ସିଏମଡି ମୁକେଶ ଅମ୍ବାନୀ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ଏହା ସହ ଏହି ସୌଜନମୂଳକ ସାକ୍ଷାତକର ସମୟରେ ଆଗାମୀ ଭବିଷ୍ୟତରେ ଓଡିଶାରେ ରିଲାଏନ୍ସ ଇଣ୍ଡସଟ୍ରିଯ ପୁଞ୍ଜିନିବେଶ କରିବା ପ୍ରସଙ୍ଗ ନେଇ ମୁକେଶ ଅମ୍ବାନିଙ୍କ ସହ ଆଲୋଚନା କରିଛନ୍ତି । ତେବେ ଏହି ସାକ୍ଷାତକାର ସମୟରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରିଲାଏନ୍ସ ସିଏମଡି ମୁକେଶ ଅମ୍ବାନି, 5 ଟି ସଚିବ VK ପାଣ୍ଡିଆନ ଓ ଅନ୍ୟାନ୍ୟ ସୀମିତ ସଦସ୍ୟ ଉପସ୍ଥିତ ଥିଲେ ।

ତେବେ ଓଡିଶାରେ ନିକଟ ଭବିଷ୍ୟତରେ ରିଲାଏନ୍ସ କମ୍ପାନୀ ଓଡିଶା ରାଜ୍ୟରେ ପୁଞ୍ଜି ନିବେଶ ପ୍ରସଙ୍ଗ ଉପରେ ଗଭୀର ଭାବରେ ମୁକେଶ ଅମ୍ବାନିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିଥିଲେ । ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଶିଷ୍ଠ ବିଜିନେସ ମ୍ୟାନ ମୁକେଶ ଅମ୍ବାନି ଫୋଟ ମଧ୍ୟ ଉଠାଇଥିଲେ । ତେବେ କେବଳ ମୁକେଶ ଅମ୍ବାନି ନୁହନ୍ତି ଏପରି ଅନ୍ୟ ବିଶିଷ୍ଠ ଲୋକବୃନ୍ଦ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇ ଗ୍ରସ୍ତରେ ଯାଇଥିବା ସମୟରେ ଏକ ସୌଜନମୂଳକ ଭାବରେ ସାକ୍ଷାତ କରିଥିଲେ ।

ତେବେ ଏହି ସମସ୍ତ ସାକ୍ଷାତକାର ସମୟରେ ଓଡିଶାର ଉନ୍ନତିମୂଳକ ଭବିଷ୍ୟତ ପାଇଁ ବହୁତ ବଡ ବଡ ପ୍ରସଙ୍ଗ ସମ୍ପର୍କ ବିଷୟରେ ମଧ୍ୟ ସାକ୍ଷାତ କରିବାକୁ ଆସିଥିବା ବିଶିଷ୍ଠ ଲୋକବୃନ୍ଦ ମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଥିଲେ । ଏହା ସହିତ ଅନେକ ଗୁଡିଏ ଓଡିଶା ତଥା ଅନ୍ୟ ରାଜ୍ୟ ଭିତ୍ତିକ ଗୁରିତ୍ଵ ପୂର୍ଣ୍ଣ ପ୍ରସଙ୍ଗକୁ ଏହି ସାକ୍ଷାତକାର ପ୍ରସଙ୍ଗରେ ଆଲୋଚନାର ପରିସର ଭୁକ୍ତ କରିଥିଲେ ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ମୁମ୍ବାଇ ଗ୍ରସ୍ତ ଯୋଜନା ବିଷୟରେ ତାଙ୍କର ଓଡିଶା ପାଇଁ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ମଧ୍ୟ ରହିଥିଲା । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ଆଗାମୀ ସମୟରେ ଅଧିକରୁ ଅଧିକ ଲାଟେଷ୍ଟ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *