ଲାଗିଲା Lipsa ଙ୍କ ହିଟ ଗୀତ ‘ଓ ବଲମା’ ନିଜ ବାହାଘରରେ ନିଜ ଗୀତରେ ଜମେଇକି ନାଚିଲେ ଲିପ୍ସା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନିଜ ବାହାଘର ପାର୍ଟିରେ ନିଜର ଏକ ସୁପରହିଟ୍ ବଲମା ଗୀତରେ ନାଚିଲେ ସୁନ୍ଦରୀ ଅଭିନେତ୍ରୀ ଲିପ୍ସା । ତେବେ ହଁ ବନ୍ଧୁଗଣ ନିକଟ ଅତୀତରେ ଲିପ୍ସା ମିଶ୍ର ଓ ଆକାଶ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ତେବେ ଲିପ୍ସାଙ୍କ  ବାହାଘରର ଫୋଟ ଓ ଭିଡିଓ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ତେବେ ବାହାଘର ଦିନ ଅଭିନେତ୍ରୀ ଲିପ୍ସା ନିଜ ଡାନ୍ସର ଠୁମୁକା ସମସ୍ତଙ୍କର ମନ ମତୁଆଳା କରିଦେଇଥିଲେ ।

ତେବେ ଟିଭି ପରଦାରେ ଅନେକ ଥର ଲିପ୍ସାଙ୍କୁ ନାଚିବାର ଆମେ ସମସ୍ତେ ଦେଖିଛୁ । ତେବେ ନିଜ ଆକଟିଂ ଓ ଡାନ୍ସଇଙ୍ଗ ପାଇଁ ଯିଏ ଘରେ ଘରେ ପରିଚିତ ହୋଇ ସମସ୍ତଙ୍କ ମନରେ ନିଜ ପାଇଁ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଷ୍ଟାଇଲିସ ଓ ଗ୍ଲାମରସ ଲିପ୍ସା ମିଶ୍ର । ତେବେ ଲିପ୍ସାଙ୍କ ବାହାଘର ଆୟୋଜନ ବହୁତ ଧୂମଧାମରେ ଆୟୋଜନ କରଯାଇଥିଲା ।

ଏହା ସହିତ ଲିପ୍ସା ମଧ୍ୟ ବାହାଘର ପାଇଁ ସାଜିଥିବା ବଧୁ ବେଶରେ ପୁରା ଲାଲ ଟୁକୁ ଟୁକୁ ସାଧବ ବୋହୁଟିଏ ପରି ଦେଖା ଯାଉଥିଲେ । ତେବେ ଲିପ୍ସାଙ୍କର ବାହାଘରରେ ଲିପ୍ସା ଓ ତାଙ୍କ ସାଙ୍ଗସାଥି ଓ ବଧୁପରିଜନ ମିଶି ଧୂମ ମଜାମସ୍ତି କରିଥିଲେ । ତେବେ ଅନେକ ସୁନ୍ଦର ସୁନ୍ଦର ଡାନ୍ସ ନମ୍ବର ଓଡିଆ ଗୀତ ଲିପ୍ସା ମିଶ୍ର ସମସ୍ତ ଓଡିଶା ଦର୍ଶକଙ୍କୁ ଭେଟି ଦେଇଛନ୍ତି । ତେବେ ସେହି ସବୁ ସୁପରହିତ ଗୀତ ମାନଙ୍କ ମଧ୍ୟରୁ ଓ ବଲମା ମଧ୍ୟ ଏକ ଡାନ୍ସ ନମ୍ବର ସଙ୍ଗ ଥିଲା ।

ତେବେ ଏହି ଗୀତରେ ବାହାଘର ମଣ୍ଡପରେ ଲିପ୍ସା ଓ ତାଙ୍କ ପରିବାର ଲୋକେ ନାଚିକି  ପୁରା ହଇଚଇ ମଚାଇ ଦେଇଛନ୍ତି । ତେବେ ଯାହାର କି ଭିଡିଓ ବର୍ତ୍ତମାନ ସମୟରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ତେବେ ଏହାରି ମଧ୍ୟରେ ଆମେ କହିବାକୁ ଚାହୁଁଛୁ । ଅଭିନେତ୍ରୀ ଓ ତାଙ୍କ ସ୍ଵାମୀ ଆକାଶଙ୍କର ବୈବାହିକ ଜୀବନ ଖୁସିମୟ ରହୁ ବୋଲି ଏତିକି ଶୁଭକାମନା ରହୁଛି ।

ଆଗାମୀ ସମୟରେ ଲିପ୍ସା ମିଶ୍ର ନିଜର ଅଭିନୟ ଓ ଡାନ୍ସ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନର ଖୁରାକ ଦେଇ ଚାଲିଥାନ୍ତୁ । ଏହିଭଳି ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଏହିଭଳି ସୁନ୍ଦର ସୁନ୍ଦର ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *