ହଠାତ ଦଶମ ଶ୍ରେଣୀ ଛାତ୍ରୀଙ୍କ ଦାଣ୍ଡ ଦୁଆରେ ଲାଗିଲା ତହସିଲଦାରଙ୍କ ଗାଡ଼ି ! ଆଉ ତା’ପରେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଛାତ୍ରୀଙ୍କ ଦାଣ୍ଡ ଦୁଆରେ ଲାଗିଲା ତହସିଲଦାରଙ୍କ ଗାଡି ! ତେବେ ଅନୁଗୁଳ ଜିଲାର କିଶୋରନଗର ବିଡିଓ ଗୋଟିଏ ପଟେ ଦଳୀୟ ଚିହ୍ନ ବ୍ଯବହର କରି ଚର୍ଚାରେ ରହିଛନ୍ତି । ଅନ୍ୟ ପଟରେ କେନ୍ଦୁଝର ଜିଲା ତେଲକୋଇ ତହସିଲଦାର ବି ନିଜର ସାହାଜ୍ଯକାରୀ ମନୋବୃତ୍ତି ପାଇଁ ଚର୍ଚାରେ ରହିଛନ୍ତି । ତେବେ କେନ୍ଦୁଝର ଜିଲ୍ଲାର କୁଣ୍ଢେଇହୋତା ଗ୍ରାମର ପପି ମିଶ୍ରଙ୍କର ଦଶମ ପରୀକ୍ଷା ଏହି ବର୍ଷ ଅନୁଷ୍ଟିତ ହେଉଛି ।

ତେବେ ତେବେ ନିଜର ଦଶମ ପରୀକ୍ଷା ପାଇଁ ବହୁ ପରିଶ୍ରମ ମଧ୍ୟକରି ପପି ପାଠ ପଢୀଥିଲେ । ଗତ ଡିସେମ୍ବର ମାସରେ ବିଦ୍ୟାଳୟର ବାର୍ଷିକ କ୍ରିଡା ଉତ୍ସବରେ ଭାଗ ନେଇ ପପି କ୍ରିଡା ଖେଳିଥିଲେ । ତେବେ ଏହାରି ମଧ୍ୟରେ କ୍ରିଡା ଖେଳୁଥିବା ସମୟରେ ତାଙ୍କ ଗୋଡ ଭାଙ୍ଗିଯାଇଥିଲା । ତେବେ ତେବେ ଗୋଡ ଭାଙ୍ଗିଯାଇଥିଲେ ମଧ୍ୟ ଗୋଡର ଚିକିତ୍ସା କରି ନିଜର ଦଶମ ପରୀକ୍ଷା ପାଇଁ ମଧ୍ୟ ପପି ନିଜକୁ ପ୍ରସ୍ତୁତ କରୁଥିଲେ ।

ତେବେ ନିକଟ ଅତୀତରେ ଦଶମ ପରୀକ୍ଷା ମଧ୍ୟ ଚାଲୁ ହୋଇଯାଇଛି । ତେବେ ପପିଙ୍କ ଘର ଠାରୁ ପରୀକ୍ଷା ସେଣ୍ଟର ୨୦ କିଲୋମିଟରରେ ହୋଇଥିବାରୁ ତାଙ୍କର ଯିବା ଆସିବାକୁ ପପି ନେଇ ବହୁ ଚିନ୍ତାରେ ରହୁଥିଲେ । ତେବେ ପରିବାର ଲୋକେ ଏହି କଥାକୁ ନେଇ ବହୁ ଅସୁବିଧାର ସାମ୍ନା କରିବେ ବୋଲି ଭାବୁଥିଲେ । ତେବେ ଏପରି ଚିନ୍ତାରେ ରହିଥିବା ସମୟରେ ପପିଙ୍କ ଦୁଃଖ ସମୟରେ ସାଥ୍ ଦେଇଥିଲେ ତେଲକୋଇ ତହସିଲଦାର ଅଶ୍ଵିନୀ ନାୟକ ।

ତେବେ ଦଶମ ପରୀକ୍ଷାର ପ୍ରଥମ ଦିନ ହିଁ ଗାଡି ଆସିଲାଗିଥିଲା ପପିଙ୍କ ଘର ଦାଣ୍ଡ ଦୁଆରେ । ତେବେ ତହସିଲଦାରଙ୍କ ଗାଡି ଯୋଗେ ପପି ପରୀକ୍ଷା ସେଣ୍ଟରକୁ ଯାଇ ଆରାମରେ ପରୀକ୍ଷା ଦେଇପାରିଥିଲେ । ତେବେ ଜଣେ ପ୍ରଶାସନିକ ଅଧିକାରୀ ତହସିଲଦାର ହୋଇ ମଧ୍ୟ ଜନସାଧାରଣଙ୍କ ପ୍ରତି ଏପରି ସେବା ମନୋଭାବ ରଖିବା ସମସ୍ତଙ୍କୁ ବହୁ ମାତ୍ରାରେ ଆକର୍ଷଣ କରିଛି ।

ଯାହା ଫଳରେ କେନ୍ଦୁଝର ତେଲକୋଇ ବ୍ଲକର ତହସିଲଦାରଙ୍କର ଏପରି କାର୍ଯ୍ୟକୁ ବହୁ ମାତ୍ରାରେ ଲୋକେ ପସନ୍ଦ କରିଛନ୍ତି । ତେବେ ପପି ଦଶମ ପରୀକ୍ଷାରେ ଭଲ ମାର୍କରେ ଉତ୍ତିନ୍ନ ହୋଇ ଜୀବନରେ ଯେତେ ବଡ ସଫଳ ବ୍ୟକ୍ତିତ୍ବ ହେଲେ । ସୁଦ୍ଧା ତହସିଲଦାରଙ୍କ ଏପରି ସାହାଜ୍ଯକୁ ସବୁଦିନ ପାଇଁ ନିହାତି ଭାବେ ମନେ ରଖିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *