କଳାହୀରା ଉପତ୍ୟକାରରେ ଲୁଚି ରହିଛି ରକ୍ତରଞ୍ଜିତ ଇତିହାସ, ଯାହା ଆପଣଙ୍କ ହୋସ ଉଡେଇଦେବ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କଳାହୀରା ଉପତ୍ୟକାରେ rakta ରଞ୍ଜିତ ଇତିହାସ । ତେବେ ବ୍ରଜରାଜନଗରରେ ରାଜନୈତିକ ଓ ବ୍ୟବସାୟୀକ ପ୍ରତିଯୋଗୀତା କାରଣରୁ ଗଡିଲାଣି ୮ ଟି ବଡ ମୁ-ଣ୍ଡ । ତେବେ ନିକଟ ଅତୀତରେ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀଙ୍କର ପରଲୋକ ଘଟିଛି । ତେବେ ମନ୍ତ୍ରୀଙ୍କୁ gullee mada କରିବା ଅଭିଯୋଗରେ ଗୋପାଳ ଦାଙ୍କୁ ଗିରଫ କରାଯାଇଛି । ହେଲେ ଏହି ହତୟଆ ଘଟଣା ପଛରେ କାହାର ପ୍ରକୃତ ହାତ ରହିଛି । ତାହା ତ ସଠିକ ଭାବରେ ସ୍ପଷ୍ଠ ହୋଇନାହିଁ ।

ତେବେ ସେପରି କହିବାକୁ ଗଲେ । କୋଇଲା କାରବାର ତଥା ଖଣୀଖାଦାନକୁ ନେଇ ମନ୍ତ୍ରୀ ନବ ଦାସଙ୍କୁ ଟାର୍ଗେଟ କରି ଗୋପାଳ ଦାସଙ୍କୁ ସୁପାରି ଦେଇ ହତୟଆ କରାଯିବା କଥା ମଧ୍ୟ ଚର୍ଚାକୁ ଉଠୁଛି । ତେବେ ଖାଲି ମନ୍ତ୍ରୀ ନବ ଦାସ କାହିଁକି କୋଇଲା ପରିବାହହନ, ଖଣୀ କାର୍ଯ୍ୟରେ ଟେଣ୍ଡର ଫିକ୍ସିଙ୍ଗ ଏହି ସବୁ କଥାକୁ ନେଇ ଅନେକ ବଡ ବଡ ମୁଣ୍ଡ ମଧ୍ୟ ଗଡିଛି । ତେବେ ବ୍ୟବସାୟୀକ ଶତ୍ରୁତା ପାଇଁ ମଧ୍ୟ ଅନେକ ଲୋ-ମ-ହର୍ଷ-ଣକା-ରୀ କାରନାମା ମଧ୍ୟ ଘଟୁଛି ।

ତେବେ ପ୍ରଥମେ ୧୯୯୯ ମସିହାରେ କଙ୍ଗ୍ରେଶ ସଭାପତି ବୁଲୁ ଦାଶଙ୍କୁ ହତୟଆ କରଯାଇଥିଲା । ତେବେ ୨ ଗୋଷ୍ଠୀ ମଧ୍ୟରେ କୋଇଲାକୁ ନେଇ ବିବାଦ ହେବା ପରେ ଏପରି ଏକ ଭୟାନକ କାଣ୍ଡ ଘଟିଥିଲା । ତାପରେ ୨୦୦୩ ମସିହାରେ ଜିଲ୍ଲା କଙ୍ଗ୍ରେଶ ସଭାପତି ତଥା କୋଇଲା ବ୍ୟବସାୟୀ ସାମୁ କେଡିଆଙ୍କୁ ଏହି ବ୍ୟସାୟୀ ତଥା ରାଜନୟତିକି କୋଣର ଶତ୍ରୁତାକୁ ନେଇ gullee କରି ହତୟଆ କରଯାଇଥିଲା ।

ତାପରେ ୨୦୦୮ ମସିହା ଅଗଷ୍ଟ ୧୫ ତାରିଖରେ କୋଇଲା ବ୍ୟବସାୟୀ ସ୍ୱରୂପ ଦାଶଙ୍କୁ ମଧ୍ୟ gullee କରି ହତୟଆ କରଯାଇଥିଲା । ୨୦୧୦ ମସିହା ଜୁନ ୨୩ ତାରିଖରେ କୋଇଲା ବ୍ୟବସାୟୀ ଅର୍ଜୁନ ସିଙ୍ଘଙ୍କୁ ମଧ୍ୟ gulleemada କରି ହତୟଆ କରଯାଇଥିଲା । ୨୦୧୯ ଜୁନ ୨୪ ତାରିଖରେ ଅମିତ ଧଳଙ୍କୁ ପ୍ରତିପକ୍ଷ ଗୋଷ୍ଠୀ gullee କରିଥିଲେ । ୨୦୧୯ ନଭେମ୍ବର ୫ ତାରିଖରେ ମନ୍ଟୁ ଘୋସଙ୍କୁ ମଧ୍ୟ ବ୍ୟବସାୟୀକ ଶତ୍ରୁତା କାରଣରୁ ହତୟଆ କରଯାଇଥିଲା ।

ତେବେ ଏପରି ଭାବରେ ବ୍ୟବସାୟୀକ ଓ ରାଜନୈତିକ କାରଣରୁ ବ୍ରଜରାଜନଗର ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି । ତେବେ ବର୍ତ୍ତମାନ ନିକଟ ଅତୀତରେ ଘଟିଥିବା ମନ୍ତ୍ରୀ ନବ ଦାଶଙ୍କୁ ହତୟଆ କରାଯିବା ପଛରେ ମଧ୍ୟ କୋଇଲା କାରବାର ଶତ୍ରୁତା ରହୁଛି ବୋଲି ଅନୁମାନ କରାଯାଇଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *