ପୁଣି ଚର୍ଚ୍ଚାରେ ପିପିଲି ବିଧାୟକ Rudra Maharathy, ରାସ୍ତା ଉପରେ ମାରିଲେ ବେଲଚା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶାର କୋଣ ଅନୁକୋଣର ସର୍ବାଙ୍ଗୀନ ଉନ୍ନତି ତଥା ସଂପୂର୍ଣ୍ଣ ଓଡିଶାର ଉନ୍ନତି ପାଇଁ ସରକାର ଅନେକ ପ୍ରକାର ଯୋଜନା ଓ ପ୍ରକଳ୍ପ କାର୍ଯ୍ୟ କରୁଛନ୍ତି । ତେବେ କେବଳ କୌଣସି ପ୍ରକାର ଉନ୍ନତିମୂଳକ କାର୍ଯ୍ୟ ଘୋଷଣା କରିଦେଲେ । ତାହା ସଠିକ ଭାବରେ ସଫଳ ହେବ କି ନାହିଁ ତାହା ତ କହି ହେବ ନାହିଁ । ହେଲେ ଯଦି ସେହି ସବୁ ଯୋଜନା ବା ପ୍ରକଳ୍ପ କାର୍ଯ୍ୟକୁ ସଠିକ ଭାବରେ କାର୍ଯ୍ୟକାରୀ କରାଯାଇଥାଏ ।

ତେବେ ତାହା ନିଶ୍ଚୟ ଭାବରେ ଉନ୍ନତିର ସୋପାନ ଛୁଇଁଥାଏ । ତେବେ ପିପିଲି ଓ ଡେଲାଙ୍ଗ ରାସ୍ତା କାର୍ଯ୍ୟ ଚାଲୁଥିବା ସମୟରେ ଏହାର ତଦାରଖ କରି କାର୍ଯ୍ୟ ଠିକ ଭାବରେ ହେଉଛି କି ନାହିଁ ଜାଣିବା ପାଇଁ ଖୋଦ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଆସିଥିଲେ । ତେବେ ରାସ୍ତା କାର୍ଯ୍ୟ କେତେ ବାଟ ଗଲା । ଏହା ସହିତ ସେଥିପାଇଁ ଆବଶ୍ୟକ ହେଉଥିବା ସବୁ ଜିନିଷ ଯେପରି ଗୋଡି, ସିମେଣ୍ଟ ଆଦି ଜିନିଷର ଚେକ କରି ତାହାର ଗୁଣବତ୍ତା ନିରୀକ୍ଷଣ କରିବା ମଧ୍ୟ ନିଜେ ବିଧାୟକ ସାର କରିଛନ୍ତି ।

କେବଳ ସେତିକି ନୁହେଁ । ବିଧାୟକ ରୁଦ୍ର ପ୍ରତାପ ମହାରଥୀ ବେଲଚା ଧରି ଗୋଡିର ନିରୀକ୍ଷଣ କରୁଥାନ୍ତି । ଏହା ସହିତ ସବୁ ଜିନିଷ ଟଙ୍କା ଅନୁସାରେ ସଠିକ ଗୁଣବତ୍ତା ସମ୍ପର୍ଣ୍ଣ କି ନାହିଁ । ତାହା ପ୍ରତି ଘଟଣା ସ୍ତଳରେ ନିଜେ ଏବଂ ତାଙ୍କ ସହ କିଛି ସହକର୍ମୀ ମଧ୍ୟ ଚେକ କରୁଥାନ୍ତି । ତେବେ ବିଧାୟକ ରୁଦ୍ର ପ୍ରତାପ ମହାରଥୀ କେବଳ ଏହି କାମ ପାଇଁ ନୁହେଁ ।

ଅନେକ ଗୁଡିଏ ସରକାରଙ୍କ ଘୋଷିତ ନିଜ ଏରିଆ ପିପିଲି ଓ ଡେଲାଙ୍ଗ ଅଞ୍ଚଳ ପାଇଁ ଯୋଜନା ଓ ପ୍ରକଳ୍ପ କାର୍ଯ୍ୟ ପାଇଁ ନିଜେ ସବୁବେଳେ କର୍ମତତ୍ପର ହୋଇ ବୁଝିଥାନ୍ତି । କାରଣ ସେପରି ଦ୍ରୁଷ୍ଟିରେ କହିବାକୁ ଗଲେ । ନିଜକୁ ସବୁବେଳେ ଲୋକଙ୍କ ସେବା ପାଇଁ ଉତ୍ସର୍ଗୀକୃତ ହେବା ପାଇଁ ଚାହିଁଥାନ୍ତି ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ।

ତେବେ ତାଙ୍କର ଏପରି ମହତ କାର୍ଯ୍ୟ ପାଇଁ ତାଙ୍କ ଏରିଆ ତଥା ଅନେକ ଲୋକଙ୍କର ବିଧାୟକ ରୁଦ୍ର ପ୍ରତାପ ମହାରଥୀ ପ୍ରିୟ ଭାଜନ ହୋଇପାରିଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, ଶେୟାର କରନ୍ତୁ । ଏହା ସହିତ ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କ ଏପରି ମହତ କାର୍ଯ୍ୟ ପାଇଁ ନିଜର ମତ କମେଣ୍ଟ ଦ୍ଵାରା ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *