Naba Das ଙ୍କୁ ଆଜି ଝୁରୁଛି ଘର, କାନ୍ଦୁଛି ଗାଁ ମାଟି, ଫେରି ଆସ ବାବୁ…ପ୍ରଥମ ଥର ପାଇଁ ଦେଖନ୍ତୁ ପୁଅ ନାମରେ କରିଥିବା Naba ଙ୍କ ଆଲିଶାନ Vishal Villa

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ଝୁରୁଛି ତାଙ୍କ ଗାଁ ମାଟି । ଯେଉଁଠିକି ନବ ଦାସ ଛୋଟରୁ ବଡ ହୋଇଥିଲେ । ଯେଉଁଠାରେ ତାଙ୍କର ବାଲ୍ୟକାଳର ଶିକ୍ଷା ସମାପନ କରିଥିଲେ । ହଁ ବନ୍ଧୁଗଣ ଏପରି ସମ୍ବଲପୁରରେ ଥିବା ମୋତିପଡା ଗ୍ରାମରେ ନବଦାସଙ୍କ ଘର  । ସେହି ଘରେ ତାଙ୍କ ବାପା, ମାଆ ରୁହନ୍ତି । ତେବେ ମନ୍ତ୍ରୀ ନବ ଦାସ ଝାରସୁଗୁଡାର ବିଧାୟକ ହେବା ପରେ ଝାରସୁଗୁଡାରେ ପ୍ରାୟତଃ ସମୟରେ ରହିଥାନ୍ତି ।

ହେଲେ ତାଙ୍କ ଗ୍ରାମ ଘର ସମ୍ବଲପୁର ଠାରେ ଅବସ୍ଥିତ । ତେବେ ସମ୍ବଲପୁରର ଘରର ନାମ ହେଉଛି ଭିଷାଲ ଭିଲ୍ଲା । ତେବେ ନବ ଦାସ ତାଙ୍କ ଗୋଟିଏ ବୋଲି ଗେଲ୍ହା ପୁଅ ନାମରେ ଏହି ଘରକୁ ନାମୀତ କରିଥିଲେ । ତେବେ ପିଲା ଦିନରୁ ସମ୍ବଲପୁର ସ୍ଥିତ ଘରେ ମନ୍ତ୍ରୀ ନବ ଦାସ ରହିଆସିଛନ୍ତି । ତେବେ ଜୀବନର କର୍ମବ୍ୟସ୍ତତା ମଧ୍ୟରୁ ସମୟ କାଢି ନିଜ ସମ୍ବଲପୁରରେ ଥିବା ଗ୍ରାମ ଘରକୁ ନବ ଦାସ ଯାଇଥାନ୍ତି । ତେବେ ସେଠାରେ ତାଙ୍କ ବାପା ଓ ମାଆ ସହିତ ସମୟ ବିତାଇଥାନ୍ତି ।

ଏହା ସହିତ ସେହି ଗ୍ରାମରେ ବୁଲି ନିଜ ପିଲା ଦିନର ଭାବନାକୁ ମଧ୍ୟ ମନେ ପକାଇଥାନ୍ତି । ଏହା ସହିତ ସମ୍ବଲପୁର ଘରକୁ ଯିବା ସମୟରେ ସେଠାରେ ମଧ୍ୟ ମନ୍ତ୍ରୀ ନବ ଦାସଙ୍କ ଘରକୁ ଭିଡର ସୁଅ ଛୁଟି ଥାଏ । ସେଠାକାର ସ୍ଥାନୀୟ ବାସିନ୍ଦା ମଧ୍ୟ ନିଜ ନିଜ ସମସ୍ଯା ନେଇ ମନ୍ତ୍ରୀ ନବ ଦାସଙ୍କ ପାଖକୁ ଧାଇଁ ଆସିଥାନ୍ତି । ତେବେ ମନ୍ତ୍ରୀ ନବ ଦାସ ଯିବା ପରେ ତାଙ୍କ ଗାଁ ଓ ଘର ମାଟି ମଧ୍ୟ ତାଙ୍କୁ ବହୁତ ଝୁରୁଛି । ସେହି ବିଶାଲ ଭିଲ୍ଲା ଘର ଆଜି ଫାଙ୍କା ପଡିଯାଇଛି ।

କାରଣ ସେ ଘରର ପୁଅ ନବ ଦାସ ଆଉ ସମସ୍ତଙ୍କ ଗହଣରେ ନାହାନ୍ତି । ତେବେ ମନ୍ତ୍ରୀ ନବ ଦାସ ଇଶ୍ଵରବିଶ୍ଵାସୀ ହୋଇଥିବାରୁ ସେ ଦେବୀ ମା’ ଙ୍କର ପୂଜା ଆରାଧାନା ମଧ୍ୟ ବହୁ ସମୟରେ କରିଥାନ୍ତି । ତେବେ ଗାଁକୁ ଗଲେ ଗ୍ରାମଦେବୀ ମନ୍ଦିରକୁ ଯାଇ ପୂଜା ଅର୍ଚନା କରିବା ସହ ସେଠାରେ ମା’ ଙ୍କୁ ନିଜର ମନସ୍କାମନା ମଧ୍ୟ ଜଣାଇଥାନ୍ତି ।

ଏହା ସହିତ ଗ୍ରାମର ବିଭିନ୍ନ ପ୍ରକାର ଜାନିଯାତ୍ରା ପୂଜା ପର୍ବରେ ମଧ୍ୟ ସେ ନିହାତି ଭାବରେ ସମୟ ବାହାର କରି ନିଜ ଗାଁ ସମ୍ବଲପୁରକୁ ଯାଇଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *