ନବଙ୍କ ପରେ ଦୀପାଳି ! ସ୍ୱାସ୍ଥ୍ୟ ମନ୍ତ୍ରୀ Naba Das ଙ୍କ ପରଲୋକ 2 ଦିନ ନ ପୁରୁଣୁ ଆରମ୍ଭ ହେଲାଣି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନବ ଦାସ ପରେ ଏବେ ଝାରସୁଗୁଡା ଉପରେ କାହାର ରହିବ ଦବଦବା । ତେବେ ଏପରି କିଛି ରାଜନୈତିକ ଆଲୋଚନା ବର୍ତ୍ତମାନ ସମୟରେ ଜୋରସୋରରେ ଚାଲିଲାଣି । ତେବେ ନିକଟ ଅତୀତରେ ସ୍ଵାସ୍ଥମନ୍ତ୍ରୀ ନବ ଦାସଙ୍କର guli madaରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ପରଲୋକ ଘଟିଛି । ତେବେ ମନ୍ତ୍ରୀ ନବ ଦାସଙ୍କ ପରେ ବିଜେଡିରେ ଯେଉଁ ଅପୂରଣୀୟ କ୍ଷତି ଘଟିଛି ।

ସେହି ସ୍ଥାନକୁ କିଏ ଆସି ପୂରଣ କରିବ ଏହି କଥା ଉପରେ ବହୁତ ଜୋର ସୋର ଭାବରେ ଚର୍ଚା ଚାଲିଛି । ତେବେ ମନ୍ତ୍ରୀ ନବ ଦାସଙ୍କ ସମେତ ତାଙ୍କ ଝିଅ ଦୀପାଳି ମଧ୍ୟ ରାଜିନୀତିରେ ସକ୍ରିୟ ଥିବାର ଜଣାଯାଇଛି । ତେବେ ଝିଅ ଦୀପାଳୀ ବାପା ନବ ଦାସଙ୍କୁ ଅନୁସରଣ କରି ରାଜନୀତିରେ ପାଦ ଦେଇଛନ୍ତି ବୋଲି ଏହା ଖବର ମିଳିଥିଲା । ତେବେ ଝାରସୁଗୁଡାରେ ମନ୍ତ୍ରୀ ନବ ଦାସଙ୍କ ପରେ ତାଙ୍କ ଝିଅ ଦୀପାଳୀ ସେହି ଅପୂରଣୀୟ କ୍ଷତି ପୂରଣ କରିବ ।

ନା ଆଉ କେହି ମନ୍ତ୍ରୀ ନବ ଦାସଙ୍କ ସ୍ଥାନକୁ ଅଧିକାର କରିବ । ତେବେ ବିଜେଡିର ଜଣେ ଟାଣୁଆ ତଥା ପ୍ରଭାବଶଳୀ ବ୍ୟକ୍ତିତ୍ବ ହିସାବରେ ମନ୍ତ୍ରୀ ନବ ଦାସଙ୍କୁ ସମସ୍ତେ ଜାଣିଥିଲେ । ତେବେ ନବ ଦାସଙ୍କ ବିୟୋଗରେ ତାଙ୍କ ସ୍ଥାନକୁ ଯିଏ ମଧ୍ୟ ଅଧିକାର କରି ରାଜନୀତିରେ ପାଦ ଥାପିବ । ସେହି ବ୍ୟକ୍ତିଙ୍କୁ କଣ ସେତିକି ଜନ ସମର୍ଥନ ମନ୍ତ୍ରୀ ନବ ଦାସଙ୍କ ଭଳି ମିଳିପାରିବ । ତେବେ ଝାରସୁଗୁଡାରେ ଉପ ନିର୍ବାଚନରେ କିଏ ବାଜି ମାରି ଝାରସୁଗୁଡା ଉପରେ ନିଜର ପ୍ରାଧାନ୍ୟ ବିସ୍ତାର କରିବ ।

ତାହା ନିଶ୍ଚୟ ଆଗାମୀ ସମୟରେ ଜଣାପଡିବ । ତେବେ ସ୍ଵାସ୍ଥ ମନ୍ତ୍ରୀ ନବ ଦାସ ତାଙ୍କ ରାଜନୀତି କ୍ଷେତ୍ରରେ ନିଜ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଦେଇଥିଲେ । ତେବେ ସେପରି ଝାରସୁଗୁଡାରେ ସ୍ଵତନ୍ତ୍ର ସ୍ଥାନରେ ରହି ରାଜନୀତି କରିବ ତାହା ଦେଖିବାକୁ ସମସ୍ତଙ୍କ ମନରେ ଏକ ଆଗ୍ରହ ରହିଛି ।

ତେବେ କେତେକଙ୍କ କହିବା ଅନୁଯାଇ ମନ୍ତ୍ରୀ ନବ ଦାସଙ୍କ ପରେ ତାଙ୍କ ଝିଅ କିମ୍ବା ତାଙ୍କ ଧର୍ମପତ୍ନୀଙ୍କୁ ଅନୁକମ୍ପା ଦେଖାଇ ସେହି ସ୍ଥାନ ହୁଏତ ମିଳିବାର ଅଧିକ ସମ୍ଭାବନା ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *