ପୂର୍ବ ଦିନ ରାତିରେ Naba Das ଙ୍କ ବିଜନେସ୍ ପାର୍ଟନରଙ୍କୁ ମିଳିଥିଲା ଧମକ ହେଲେ ତା’ ପର ଦିନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଘଟିଗଲା ଏଭଳି କାଣ୍ଡ

ଦର୍ଶକ ବନ୍ଧୁ ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବରିଷ୍ଠ ନେତା ନବ ଦାସଙ୍କର ପରଲୋକ ହୋଇଛି । ତେବେ ମିଡିଆ ରିପୋର୍ଟସ ଅନୁସାରେ ଗତ କାଲି ସେ ବ୍ରଜରାଜ ନଗରର ଏକ ସଭାରେ ଯୋଗ ଦେବାକୁ ଯାଇଥିବା ବେଳେ ଗୋପାଳ କୃଷ୍ଣ ଦାସ ନାମକ ଜଣେ ଏଏସଆଇ ତାଙ୍କ ଉପରେ guli ଚଲାଇ ଥିଲେ । ଅତି ଶୋଚନୀୟ ଅବସ୍ଥାରେ ନବଙ୍କୁ ପ୍ରଥମେ ଝାରସୁଗୁଡା ମେଡିକାଲ ନିଆ ଯାଇଥିଲା ପରେ ଭୁବନେଶ୍ବର ଆପୋଲୋ ।

ତେବେ ସେଠାରେ ମନ୍ତ୍ରୀ ଚିକିତ୍ସିତ ହୋଇଥିଲେ ହେଲେ ତାଙ୍କର ସ୍ଵାସ୍ଥ ଅବସ୍ଥାରେ କିଛି ଉନ୍ନତି ଆସିନଥିଲା । ଯାହା ଫଳରେ ମନ୍ତ୍ରୀ ନବ ଦାସଙ୍କର ବିୟୋଗ ଘଟିଥିଲା । ତେବେ ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ମନ୍ତ୍ରୀଙ୍କ ଘର ପରିବାର ଠାରୁ ଆରମ୍ଭ କରି ମନ୍ତ୍ରୀ ମଣ୍ଡଳ ପର୍ଯ୍ୟନ୍ତ ଦୁଃଖର ଛାୟା ଖେଳିଯାଇଛି । ତେବେ ଜଣେ ପୋଲିସ ସୁରକ୍ଷା ମନ୍ତ୍ରୀଙ୍କ ଦାୟିତ୍ଵରେ ଥାଇ ମଧ୍ୟ ଏପରି ଏକ ଅଭାବନୀୟ kanda ଘଟାଇଥିଲା । ଯାହାକି ବହୁ ଚର୍ଚାର ବିଷୟ ପାଲଟିଛି ।

ତେବେ ASI ପୋଲିସ କର୍ମଚାରୀ ଗୋପାଳ ଦାସ ସ୍ଵସ୍ଥ ମନ୍ତ୍ରୀ ନବ ଦାସଙ୍କୁ guli ଚାଳନା କରିଛି । ତେବେ ସେଠାରେ ମନ୍ତ୍ରୀଙ୍କ ସହିତ guli ଚାଳନା କରାଯିବା ପରେ ତାଙ୍କ ସ୍ଵସ୍ଥ ଅବସ୍ଥା ଗୁରୁତର ହୋଇଯାଇଥିଲା । ତାପରେ ତାଙ୍କୁ ସଙ୍ଗେ ସଙ୍ଗେ ଏୟାରଲିଫ୍ଟଆଇଏନଜି କରି ଭୁବନେଶ୍ବର ସ୍ଥିତ ଆପୋଲୋ ହସ୍ପିଟାଲ ନେଇଆସିଥିଲେ । ତେବେ ସେଠାରେ ମନ୍ତ୍ରୀ ନବ ଦାସ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା ।

ତେବେ ମନ୍ତ୍ରୀ ନବ ଦାସ ଏବେ ଆମ ସମସ୍ତଙ୍କ ଗହଣରେ ଆଉ ନାହାନ୍ତି । ତେବେ ମନ୍ତ୍ରୀ ନବ ଦାସଙ୍କୁ guli mada ପରେ ଏବେ ବହୁ କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଯେଉଁଠାରେ କି ବର୍ତ୍ତମାନ ସମୟରେ ଖବର ଆସୁଛି । ଏହା କି ଯେ ମନ୍ତ୍ରୀ ନବ ଦାସଙ୍କର ବ୍ୟବସାୟୀ ସାଥିଙ୍କୁ ମଧ୍ୟ ହତୟଆ dhamak ଦିଆଯାଇଛି । ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କର ବିଜିନେସ ପାର୍ଟନର ସଞ୍ଜୟ ନନ୍ଦଙ୍କୁ ମଧ୍ୟ ଗତ କାଲି ରାତିରେ ହତୟଆ dhamak ଦିଆଯାଇଥିଲା ।

ତେବେ ଏପରି dhamak ପଛରେ ପ୍ରକୃତରେ କିଏ ରହିଛି ତାହା ତ ଠିକ ଭାବରେ ସ୍ପଷ୍ଠ ହୋଇପାରିନାହିଁ । ତେବେ ତେବେ ଏପରି dhamak ଶୁଣି ଅତ୍ୟନ୍ତ ଭୟଭୀତ ହୋଇ ସଞ୍ଜୟ ନନ୍ଦ ନିଜର ସୁରକ୍ଷା ପାଇଁ ସୁନ୍ଦରଗଡ ଥାନାରେ ଏତଲା ଦେଇଛନ୍ତି । ତେବେ ମନ୍ତ୍ରୀ ନବ ଦାସଙ୍କ ଶେୟାର ଥିବା ମା’ ତାରିଣୀ ଟ୍ରାନ୍ସପୋର୍ଟର ମାଲିକ ହେଉଛନ୍ତି ସଞ୍ଜୟ ନନ୍ଦ । ତେବେ କେବଳ ସଞ୍ଜୟଙ୍କୁ ହତୟଆ ନୁହେଁ ବଂର ୫୦ ଲକ୍ଷ ଟଙ୍କା ମଧ୍ୟ ମାଗିବାର dhamak ମିଳିଥିଲା ।

Leave a Reply

Your email address will not be published. Required fields are marked *