Naba Das ଙ୍କ ମୃତ୍ୟୁ ମାମଲାର ମୁଖ୍ୟ ଆରୋପି Gopal Das ଙ୍କ ଘର, ପରିବାର ଓ ସମ୍ପତ୍ତି ଶୁଣି ଆଶ୍ଚର୍ଯ୍ୟ ହେବେ ଆପଣ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବହୁ ଚର୍ଚିତ ମନ୍ତ୍ରୀ ନବ ଦାସଙ୍କ ହତୟଆ ମାମଲାର ଅଭିଯୁକ୍ତ ବହିସ୍କୃତ ASI ଗୋପାଳ ଦାସ ବର୍ତ୍ତମାନ ସମୟରେ ଚର୍ଚାର ପରିସରକୁ ଆସି ଯାଇଛନ୍ତି । ତେବେ ଗୋପାଳ ଦାସର ଜୀବନକି ଛି ବ୍ୟକ୍ତିଗତ ତଥ୍ୟ ଓ ତାଙ୍କର ଦରମା ଏହି ସମ୍ପର୍କିତ ତଥ୍ୟ ଚାଲନ୍ତୁ ଆଲୋଚନା କରିବା । ତେବେ ବହିସ୍କୃତ ASI ଗୋପାଳ ଦାସଙ୍କର ପୁରା ନାମଟି ହେଉଛି ଗୋପାଳ କୃଷ୍ଣ ଦାସ । ଗୋପାଳଙ୍କର ଘର ହେଉଛି ବ୍ରହ୍ମପୁର ।

ସେଠାରେ ହିଁ ଗୋପାଳ ଦାସ ନିଜର ଶିକ୍ଷା କାର୍ଯ୍ୟ ସମ୍ପନ କରିଥିଲେ । ତେବେ ପାଠ ପଢା ସରିଲା ପରେ ପ୍ରଥମେ ଗୋପାଳ କନେଷ୍ଟବଳ ରୂପେ ନିଯୁକ୍ତି ପାଇ କାର୍ଯ୍ୟ କରୁଥିଲେ । ତେବେ ସେଠାରେ କିଛି ବର୍ଷ କାମ କରିବା ପରେ ଗୋପାଳ ଦାସର ପ୍ରମୋଶନ ହୋଇଯାଇଥିଲା । ଯେଉଁ କାରଣରୁ ଝାରସୁଗୁଡାର ବ୍ରଜନଗରଫାଣ୍ଡୀରେ ASI ପୋଲିସ କର୍ମଚାରୀ ରୂପେ ଗୋପାଳ ଦାସ କାର୍ଯ୍ୟ ନିର୍ବାହ କରୁଥିଲେ । ଗୋପାଳ ଦାସଙ୍କର ପତ୍ନୀଙ୍କର ନାମ ହେଉଛି ଜୟନ୍ତୀ ଦାସ ।

ତେବେ ଗୋପାଳଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛି । ତେବେ ଗୋପାଳ ଦାସ ଜଣେ ପୋଲିସ କର୍ମଚାରୀ ରୂପରେ କାର୍ଯ୍ୟ କରି ନିଜର ପରିବାର ପୋଷଣ କରିଥାନ୍ତି । ହେଲେ ଗୋପାଳ ଦାସର କିଛି ମାତ୍ରାରେ ମାନସିକ ବିକୃତି ରହିଥିଲା ବୋଲି ଗୋପାଳ ଦାସର ସ୍ତ୍ରୀ ଜୟନ୍ତୀ ଦାସ ସୂଚନା ଦେଇଥିଲେ । ତେବେ ଯେଉଁ କାରଣ ପାଇଁ ଗୋପାଳ ମେଡ଼ିସିନ ମଧ୍ୟ ପ୍ରତିଦିନ ସେବନ କରିଥାଏ । ତେବେ ଗୋପାଳ ଦାସର ନିଜର ପୈତୃକ ଘର ବ୍ରହ୍ମପୁର ଠାରେ ଅଛି ।

ସେଠାରେ ଗୋପାଳ ଦାସର ପରିବାର ତଥା ତା’ ର ସ୍ତ୍ରୀ ୨ ପିଲା ମଧ୍ୟ ରହିଥାନ୍ତି । ତେବେ ଗୋପାଳ ଦାସ ଯେତେବେଳେ ପୋଲିସ ASI ରୂପେ ରହି କାର୍ଯ୍ୟ କରୁଥିଲେ । ସେତେବେଳେ ଜଣେ ପୋଲିସ ASI ରୂପେ ମାସିକ ୬୫,୦୦୦ ରୁ ୭୦, ୦୦୦ ଟଙ୍କା ଦରମା ରହିଥାଏ । ତେବେ ଗୋପାଳ ଦାସର ଯଦି ସଂପୂର୍ଣ୍ଣ ଭାବରେ ଘର ସମ୍ପତ୍ତି କଥା ଆଲୋଚନା କରିବା ।

ତେବେ ଗୋପାଳ ଦାସର ପାଖାପାଖି ୨ ରୁ ୩ କୋଟି ସମ୍ପତ୍ତି ରହିଅଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *