‘ଜଣକୁ ମୁଥା ମାରିଲେ ଜଣେ ଛାଡ଼ିଦେବ ? ଏଥିରେ ପୋଲିସ ବାଲାଙ୍କ ସବୁ ଭୁଲ, କାରଣ…’ Jayanarayan ଙ୍କ ମାମଲାରେ ଏମିତି କାହିଁକି କହିଲେ ମିନତୀ ବହିଦାର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜଣଙ୍କୁ ମୁଥା ମାରିଲେ ଅନ୍ୟ ଜଣେ ଛାଡିଦେବ ।   ତେବେ ଏପରି କିଛି ବୟାନ ମିନତୀ ବହିଦାରଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ନିକଟ ଅତୀତରେ ବିଧାୟକ ଜୟନାରାୟଣଙ୍କ ସହିତ ପୋଲିସଙ୍କର ଯେଉଁ ଧସ୍ତାଧସ୍ତି ହୋଇଥିଲା । ସେହି କଥା ଉପରେ ନିଜସ୍ୱ କିଛି ମନ୍ତବ୍ୟ ମିନତୀ ବହିଦାର ପ୍ରକାଶ କରିଛନ୍ତି । ତେବେ ମିନତୀ ବହିଦାରଙ୍କ କହିବା ଅନୁଯାଇ ସେହି ମହିଳା ପୋଲିସ ଅଫିସର ଜଣଙ୍କ ଜୟନାରାୟଣଙ୍କୁ ମୁ-ଥା ମା-ରି-ବା ଟା କେତେ ଦୂର ଠିକ ହେଉଛି ।

ଯଦି ଜୟନାରାୟଣ ସାମାନ୍ୟ ଅଳ୍ପ ମାତ୍ର ମହିଳା ପୋଲିସଙ୍କୁ ଠେଲିଦେଲେ । ତମେ କିଛି ନବୁଝି କିଛି ନସୁଝି ରାଗ ତରତର ହୋଇ ଜୟନାରାୟଣଙ୍କ ଉପରେ ମୁଥା ମାରିବା ଜମାରୁ ମଧ୍ୟ ଠିକ ହେଉନାହିଁ । ତେବେ ମିନତୀ ବହିଦାର ଏପରି ମଧ୍ୟ କହିଛନ୍ତି । ଯେ ଜୟନାରାୟଣ କ୍ରାଇମ ବ୍ରାଞ୍ଚ ଉପରେ ଯେଉଁ କଥାଟି ଉଠେଇଥିଲେ । ଯେ କ୍ରାଇମ ବ୍ରାଞ୍ଚ ନିଜ କାମ ନିଜେ କରୁନାହିଁ । ତାହା ଭୁଲ ହୋଇପାରେ ।

କାରଣ ପୋଲିସ ବାଲା ମାନେ ବି କଣ କରିବେ । ତାଙ୍କୁ ଉପର ପୋଲିସ ଅଫିସରରୁ ଯେଉଁ ଅର୍ଡର ଆସିବ । ପୋଲିସ ମାନେ ସେଇଆ ହିଁ କରିବେ । ପୋଲିସ ଶାସନ ବ୍ୟବସ୍ଥା ବହୁ ମାତ୍ରାରେ ବିଶ୍ରୂଙ୍ଖଳିତ ହୋଇଗଲାଣି । ପ୍ରଥମେ ପ୍ରଥମେ ଯେତେବେଳେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପାୱାରକୁ ଆସିଥିଲେ । ସେତେବେଳେ ପୋଲିସ ମାନେ ଜାଗ୍ରତ ହୋଇରହୁଥିଲେ । ହେଲେ ଏବେ ସମସ୍ତେ ନିଜ ନିଜର ମନମାନି କରିବାରେ ଲାଗି ପଡିଛନ୍ତି ।

ତେବେ ଜୟନାରାୟଣଙ୍କ ଉପରେ ମହିଳା ପୋଲିସ ଜଣଙ୍କ ମୁଥା ମାରିବା କଥାକୁ ମିନତୀ ବହିଦାର ଘୋର ବିରୋଦ୍ଧ କରି ଏପରି କିଛି ମତ ଗଣ ମାଧ୍ୟମ ନିକଟରେ ନିଜର ମତ ରଖିଛନ୍ତି । ତେବେ ଜଣେ ବାପା ବୟସର ବୟସ୍କ ଲୋକଟେ ପରି ହେବେ । ତାଙ୍କୁ ଏପରି ହାତ ଉଠାଇ ମୁଥା ମାରିବା ଜମାରୁ ମଧ୍ୟ ଠିକ ନୁହେଁ ବୋଲି କହିଛନ୍ତି । ତେବେ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କ ଉପରେ କଟାକ୍ଷ ମନ୍ତବ୍ୟ କହି ମିନତୀ ବହିଦାର ବହୁ ଚର୍ଚାରେ ରହିଛନ୍ତି ।

ତେବେ ଏବେର ପ୍ରସଙ୍ଗ ଜୟନାରାୟଣଙ୍କ ଘଟଣାରେ ମଧ୍ୟ ମିନତୀ ବହିଦାର ନିଜର ପ୍ରତିକ୍ରିୟା ରଖିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ  ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *