ହାରିଗଲା ମୃତ୍ୟୁ ଜିତିଗଲେ ଡାକ୍ତର ! ଡାକ୍ତର ନିଜେ ମୁହଁରେ ନବଜାତ ଶିଶୁକୁ ଅକ୍ସିଜେନ୍ ଦେଇ ୭ ମିନିଟରେ ଦେଲେ ନୂଆ ଜୀବନ, ଦେଖନ୍ତୁ ଏହି ଭିଜୁଆଲ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଡାକ୍ତର ହେଉଛନ୍ତି ଦିତୀୟ ଭଗବାନ । ତେବେ ଏହି କଥା ତ ସମସ୍ତଙ୍କୁ ଜଣାଥାଏ ଯେ ଭଗବାନଙ୍କ ତଳେ ଯଦି ସ୍ଵାସ୍ଥ ପାଇଁ କାହା ନିକଟରେ ସର୍ବଦା କୃତଜ୍ଞ ରହିବାକୁ ପଡିଥାଏ ତେବେ ସେ ହେଉଛନ୍ତି ଡାକ୍ତର । ତେବେ ହଁ ବନ୍ଧୁଗଣ ଏପରି କିଛି ଖବର ଆସିଛି ଯେଉଁଠି ଏକ ନବଜାତ ଶିଶୁଙ୍କ ପାଇଁ ଭଗବାନଙ୍କର ଦେବଦୁତ୍ତ ସାଜିଲେ ଡାକ୍ତର । ତେବେ ଉତ୍ତରପ୍ରଦେଶର ଆଗ୍ରା ସ୍ଥିତ ଏକ ହସ୍ପିଟାଲରେ ଏକ ମହିଳା ଏକ ନବଜାତ ଶିଶୁଙ୍କୁ ଜନ୍ମ ଦେଇଥିଲେ ।

ତେବେ ଶିଶୁ ଜଣଙ୍କ ଜନ୍ମ ହେଲା ପରେ ତାର ନିଶ୍ଵାସ ପ୍ରଶ୍ଵାସ ନେବାରେ ବହୁ ଅସୁବିଧା ହେଉଥିଲା । ତେବେ ଶ୍ଵାସକ୍ରିୟାରେ ଏପରି ଅନିୟମିତତା ଦେଖା ଗଲେ । ଶିଶୁର ଜୀବନ  ପ୍ରତି ମଧ୍ୟ ଆଶଙ୍କା ରହିବାର ସମ୍ଭାବନା ବଢୁଥିଲା । ତେବେ ଏଥିପାଇଁ ଶିଶୁର ବହୁ ଡାକ୍ତରୀ ଚିକିତ୍ସା ମଧ୍ୟ କରାଯାଇଥିଲା । ଏହା ସହିତ ଡାକ୍ତର ଶିଶୁ ଠାରେ ଅକ୍ଷିଜେନ ମଧ୍ୟ ଲଗାଇଥିଲେ ।

ତେବେ ଏତେ ସବୁ କରିଲା ପରେ ମଧ୍ୟ ନବଜାତ ଶିଶୁଟିର ନିଶ୍ଵାସ ନେବାରେ ବହୁ ସମସ୍ଯା ରହୁଥିଲା । ତେବେ ସେତିକି ବେଳେ ଠିକ ଦେବ ଦୁତ୍ତ ସାଜି ସେଠାରେ କାମ କରୁଥିବା ମହିଳା ଡାକ୍ତର ଜଣଙ୍କ ନବଜାତ ଶିଶୁର ମୁହଁରୁ ଅକ୍ଷସିଜେନ ମାସ୍କ ହଟାଇ ପାଟି ପଟେ ପବନ ଭରିଥିଲେ । ତେବେ ଏପରି ଭାବରେ ମୁହଁରେ ମୁହଁ ଯୋଡି ଡାକ୍ତର ଜଣଙ୍କର ଶିଶୁର ପାଟିରେ ୭ ମିନିଟ ପର୍ଯ୍ୟନ୍ତ ପବନ ଭାରି ତା’ ର ନିଶ୍ଵାସ ପ୍ରଶ୍ଵାସ ଠିକ ସେ କରିବାର ପ୍ରୟାସ କରିଥିଲେ ।

ତେବେ ଡାକ୍ତର ଜଣଙ୍କର ନିରନ୍ତର ଚେଷ୍ଟା ଓ ସେବା ଯୋଗୁ ଶିଶୁକୁ ଏକ ନୂଆ ଜୀବନ ମିଳିଲା ବୋଲି କହିଲେ ଚଳେ । ତାପରେ ଡାକ୍ତରଙ୍କର ଏହି ପଦ୍ଧତି ବହୁତ ଭଲ ଭାବରେ କାମ କରିଥିଲା । ତେବେ ପିଲାଟି ଠିକ ଭାବରେ ଶ୍ଵାସକ୍ରିୟା କରିପାରିଥିଲା । ଏହା ସହିତ ଶିଶୁର ଜୀବନ ମଧ୍ୟ ବଞ୍ଚି ଯାଇଥିଲା । ତେବେ ମହିଳା ଡାକ୍ତର ଜଣଙ୍କର ଏଭଳି ଭାବରେ ନବଜାତ ଶିଶୁକୁ ବଞ୍ଚାଇବାର ଉଦ୍ୟମ ଦେଖି ସେଠାକାର ଲୋକେ ବହୁତ ଖୁସି ହୋଇଯାଇଥିଲେ ।

ଏହା ସହିତ ଡାକ୍ତରଙ୍କ ମଧ୍ୟ ବହୁତ ପ୍ରଶଂଷା କରିଥିଲେ । ତେବେ ଏଠାରେ ମୃ- ତ୍ୟୁର ହାର ହୋଇଥିବା ପଟେ ଅପର ପକ୍ଷରେ ଡାକ୍ତରଙ୍କର ଜିତ ହୋଇଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *